• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bangladesh Pm

ୟୁନୁସ୍ ସରକାର ପାଇଁ ଟେନସନ
Bangladesh Tension: ଫେରିବେ ହସିନା, ବଢ଼ିଲା ୟୁନୁସ ସରକାରଙ୍କ ଟେନସନ

ବାଂଲାଦେଶରେ ଦୀର୍ଘ ଦିନ ଧରି ଲାଗିରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, ଗତବର୍ଷ, ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଉଚ୍ଛେଦ ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ହସିନା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Sheikh Hasina on surviving ‘conspiracy to kill her’ in Bangladesh
Sheikh Hasina on Survive From Conspiracy: ଫେସବୁକ୍ ପେଜ୍‌ରେ ବଡ଼ ଖୁଲାସା କଲେ ଶେଖ ହସିନା, କହିଲେ...

ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।

ଅବସ୍ଥା ଖରାପ
Bangladesh: ବାଂଲାଦେଶକୁ ମାତ୍ କରିଦେବ ଭାରତର ଗୋଟିଏ ଚାଲ୍, ଛାଡ଼ିଯିବ ଚୀନ୍ ଓ ପାକିସ୍ତାନ ପ୍ରେମ

ବାଂଲାଦେଶ ଧୀରେ ଧୀରେ ଭାରତକୁ ଛାଡ଼ିବାକୁ ଭିତରେ ଭିତରେ ଯୋଜନା କରୁଛି। ବ୍ୟାବସାୟିକ ସଂପର୍କ ସଂକୁଚିତ କରୁଛି। ଏଥିପାଇଁ ସେ ନୂଆ ସାଥୀ ଖୋଜୁଛି। ଚିନି, ଆଳୁ ଓ ପିଆଜ ପାକିସ୍ତାନକୁ ଆଣିବାକୁ ଯୋଜନା କରୁଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ଗୋଟିଏ ମାତ୍ର ଚାଲ୍ ବାଂଲାଦେଶକୁ ଭିକାରୀ କରିଦେଇପାରେ।

Muhammad Yunus
ବାଂଲାଦେଶରେ ଅନ୍ତରୀଣ ସରକାରର ଆଜି ଶପଥଗ୍ରହଣ

ଆଜି ହେବ ଶପଥଗ୍ରହଣ ଉତ୍ସବ । ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ବ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।