ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।
ବାଇଡେନ-ଜିନପିଙ୍ଗ ବୈଠକକୁ ନେଇ ପ୍ରଶ୍ନ...ଜିନପିଙ୍ଗକୁ ପୁଣି ଏକଛତ୍ରବାଦୀ ଶାସକ କହିଲେ ବାଇଡେନ୍
ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ
ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।
କ୍ଷମତାଶାଳୀ ନେତା ଜିନ୍ପିଙ୍ଗ (Xi Jinping)ଙ୍କ ଉପରେ ତୃତୀୟ ଥର ପାଇଁ ଚୀନ୍ କମାଣ ।
ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।
ଦାବି ହେଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଗିରଫ କରାଯାଇଛି। ଏଥସହ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ଏ ବିଷୟରେ ଟୁଇଟ୍ କରି ଏକ ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି।
ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।
ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଖବର ଶୁଣିବାକୁ ମିଳୁଛି। ଗତ କିଛିମାସ ହେବ ସେ ବିଦେଶ ଭ୍ରମଣ କରୁ ନଥିବା ସୂଚନା ମିଳିଛି। ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।