• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Allu Arjun

Allu Arjun
Allu Arjun: କଙ୍ଗନାଙ୍କ ପରି ଅଲ୍ଲୁ ଅର୍ଜୁନଙ୍କ ଅଫିସ ଉପରେ ମଧ୍ୟ ଚାଲିବ ବୁଲଡୋଜର? ନୋଟିସ ତ ସେହିପରି ଆସିଛି!

ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଏକ ନୋଟିସ ପଠାଇଛି। ଏହି ନୋଟିସ ହାଇଦ୍ରାବାଦରେ ତାଙ୍କର ଏକ ବିଲ୍ଡିଂରେ ହୋଇଥିବା ବେଆଇନ ନିର୍ମାଣ ସଂପର୍କରେ ପଠାଯାଇଛି। ଏହା ପୂର୍ବରୁ ଗ୍ରେଟର୍ ମୁମ୍ବାଇ ମହାନଗର ନିଗମ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଏକ ସମାନ ନୋଟିସ ପଠାଇଥିଲା, ଯାହା ପରେ ମୁମ୍ବାଇରେ ଥିବା ତାଙ୍କ ଅଫିସ ଉପରେ ବୁଲଡୋଜର ଚାଲିଥିଲା।

allu arjun
Allu Arjun:ସତରେ ଆଟିଟ୍ୟୁଡ ଦେଖାଉଛନ୍ତି କି ଅଲ୍ଲୁ ଅର୍ଜୁନ...କାହିଁକି ଏମିତି କହିଲେ ଫ୍ୟାନ୍ସ

ଭିଡିଓ ଦେଖି ଲୋକମାନେ ଲଗାତାର ତାଙ୍କୁ ସମାଲୋଚନା କରୁଛନ୍ତି। କେହି କେହି ଲେଖୁଛନ୍ତି ଯେ ସେ ଅଯଥା ଅହଙ୍କାର ଦେଖାଉଛନ୍ତି।

Deepika
Deepika: ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା

ଭାଙ୍ଗା ପରୋକ୍ଷ ଭାବେ ଦୀପିକାଙ୍କୁ ଖରାପ ପିଆର ଖେଳ ଖେଳୁଥିବା ମଧ୍ୟ କହିଥିଲେ। ତେବେ ଦୀପିକା କିମ୍ବା ଭାଙ୍ଗା କେହି ଏ ବିଷୟରେ ଖୋଲାଖୋଲି କହି ନଥିଲେ। ଭାଙ୍ଗା ମଧ୍ୟ କେବେ ସ୍ପଷ୍ଟ ଭାବେ କହି ନଥିଲେ ଯେ ଦୀପିକା ଏହି ପ୍ରୋଜେକ୍ଟରୁ କାହିଁକି ବାହାରିଗଲେ।

Ranveer Singh will play shaktimaan role not allu arjun
Shaktimaan: ଫାଇନାଲ୍ ହେଇଗଲେ ‘ଶକ୍ତିମାନ’; ଜାଣନ୍ତୁ କିଏ ହେବେ ସୁପରହିରୋ…

‘ଶକ୍ତିମାନ’ର ନିର୍ଦ୍ଦେଶକ ବେସିଲ୍‌ ଜୋସେଫ୍‌ ମୁଖ୍ୟ ଭୂମିକା ପାଇଁ ରଣବୀର ସିଂହଙ୍କ ନାଁ ଚୂଡ଼ାନ୍ତ କରିସାରିଥିଲେ। ଏହା ସତ୍ତ୍ୱେ, ଅଲୁ ଅର୍ଜୁନଙ୍କ ନାଁକୁ ନେଇ ସମ୍ପ୍ରତି ଚର୍ଚ୍ଚା ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରିଛି।

Allu Arjun teams up for shakthimaan
Shakthimaan: ଫିଲ୍ମ ‘ଶକ୍ତିମାନ୍‌’କୁ ନେଇ ନୂଆ ଅପଡେଟ୍; ରଣବୀର ନୁହେଁ ଏହି ସାଉଥ୍ ସୁପର୍‌ଷ୍ଟାର୍ ହେବେ ସୁପର୍‌ଷ୍ଟାର୍!

ପୂର୍ବରୁ ଫିଲ୍ମ ‘ଶକ୍ତିମାନ୍‌’ରେ ରଣବୀର ସିଂହଙ୍କୁ ମୁଖ୍ୟ ଭୂମିକାରେ ନେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ବର୍ତ୍ତମାନ, ତେଲୁଗୁ ଚିତ୍ରାଲୁ ଦ୍ୱାରା X ରେ ଶେୟାର କରାଯାଇଥିବା ଏକ ଟ୍ୱିଟ୍‌ରେ ସୂଚନା ଦିଆଯାଇଛି ଯେ ଭାରତର ସବୁଠାରୁ ପ୍ରିୟ ଆଇକନିକ ସୁପରହିରୋ ଫେରିବାକୁ ଯାଉଛନ୍ତି।

Deepika Padukone
Deepika Padukone: ଦୀପିକା ପାଦୁକୋନ୍‌ଙ୍କ ନୂଆ ଫିଲ୍ମର ଟିଜର୍; ଆକ୍ସନ ମୁଡ୍‌ରେ ବଲିଉଡ୍ କ୍ୱିନ୍

ରିଲିଜ୍ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ନୂଆ ଫିଲ୍ମର ଟିଜର୍। ଏଥିରେ ସେ ତାଙ୍କର ଆକ୍ସନ ଦକ୍ଷତା ଦେଖାଇବେ। ଟିଜରରେ ତାଙ୍କୁ ଖଣ୍ଡା ଯୁଦ୍ଧ ଏବଂ ଘୋଡା ଚଢ଼ିବାର ଦେଖିବାକୁ ମିଳେ

South stars reacted on operation sindoor
Operation Sindoor: ଯୁଦ୍ଧ ଏବେ ଆରମ୍ଭ ହେଉଛି, ମିଶନ ସମାପ୍ତ ନ ହେବା ପର୍ଯ୍ୟନ୍ତ ଅଟକିବ ନାହିଁ: ରଜନୀକାନ୍ତ

ଭାରତ 'ଅପରେସନ ସିନ୍ଦୂର' ମାଧ୍ୟମରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଅପରେସନକୁ ନେଇ ସାଉଥ୍ ଶିଳ୍ପର ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଭାରତୀୟ ସେନାର ପ୍ରଶଂସା କରିଛନ୍ତି।

Priyanka chopra and allu arjun pair in atlees new blockbuster
Priyanka Chopra: ଏଟଲୀଙ୍କ ନୂଆ ପ୍ରୋଜେକ୍ଟ୍; ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବଲିଉଡ୍‌ର ଗ୍ଲୋବାଲ ଆଇକନ୍ !

ଏଥର ଏଟଲୀ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ସହ ଏକ ମେଗା ଆକ୍ସନ୍ ଫିଲ୍ମ “A6” ନିର୍ମାଣ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି - ବଲିଉଡ୍‌ର ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ଆପ୍ରୋଚ୍ କରାଯାଇଛି।

Chhaava Box Office Collection
Chhaava Box Office Collection: ଅଲୁଙ୍କ ଉପରେ ଭାରୀ ପଡିଲେ ଭିକି; ‘ପୁଷ୍ପା ୨’ର ରେକର୍ଡ ଭାଙ୍ଗିଲା ‘ଛାଭା’

‘ପୁଷ୍ପା ୨’ ପାଇଁ ‘ଛାଭା’ ବିପଦ। ‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।

Pushpa 2 OTT release
Pushpa 2 OTT Release: ‘ପୁଷ୍ପା ୨’ OTT ରେ ହେବ ଷ୍ଟ୍ରିମିଂ; ଜାଣନ୍ତୁ କେଉଁ ଦିନ ଦେଖିବେ

ଯେଉଁ ସିନେମା ପ୍ରେମୀମାନେ ହଲ୍‌କୁ ଯାଇ ‘ପୁଷ୍ପା ୨’ ଦେଖିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ‘ପୁଷ୍ପା ୨’ OTT ରେ ରିଲିଜ୍ ପାଇଁ ପ୍ରସ୍ତୁତ।

Pushpa 2 makers in trouble as income tax department 50 team raid
Pushpa 2: ଭାରି ପଡିଲା କି ‘ପୁଷ୍ପା ୨’ର ରୋଜଗାର… ନିର୍ମାତାଙ୍କ ଘରେ ଆୟକର ବିଭାଗର ୫୦ ଟିମ୍ !

ବର୍ତ୍ତମାନ ସୁଦ୍ଧା ‘ପୁଷ୍ପା ୨’ ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆୟକର ବିଭାଗ ଫିଲ୍ମ ନିର୍ମାତାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

'Puspa 2' Reload Version Promo Comes with New action with new dialog
Pushpa 2 Reloaded: ଆସିଲା 'ପୁଷ୍ପା ୨' ରି-ଲୋଡ୍ ଭର୍ସନର ପ୍ରୋମା; ନୂଆ ଡାଏଲଗ ସହିତ ନୂଆ ଆକ୍ସନ୍

'ପୁଷ୍ପା ୨'କୁ ଜାନୁଆରୀ ୧୧ରେ ଅତିରିକ୍ତ ଫୁଟେଜ୍ ସହିତ ରିଲିଜ୍ କରାଯିବାର ଥିଲା। କିନ୍ତୁ, ବୈଷୟିକ ତ୍ରୁଟି ହେତୁ ଏହା ହୋଇପାରି ନାହିଁ। ଏହାର ପ୍ରମୋ ରବିବାର ସକାଳେ ରିଲିଜ୍ ହୋଇଛି। ନୂତନ ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରାଯାଇଛି।

Ram charan game changer had blockbuster opening with 186 crore on first day
Game Changer Box Office Collection Day 1: ୨୦୨୫ରେ ବି ତେଲୁଗୁ ରାଜ୍: ଏଣ୍ଟରଟେନ୍‌ମେଣ୍ଟରେ ‘ଗେମ୍ ଚେଞ୍ଜର’ ବିସ୍ଫୋରଣ

୨୦୨୪ରେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।

Pushpa 2 the rule reloaded version announce by maker extra 20 minute
Pushpa 2: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍

‘ପୁଷ୍ପା ୨’ର ପ୍ରଶଂସକମାନେ ଆଉ ଏକ ଉପହାର ପାଇବାକୁ ଯାଉଛନ୍ତି। ନିର୍ମାତା ଘୋଷଣା କରିଛନ୍ତି ଯେ ଜାନୁଆରୀ ୧୧ ରୁ ପ୍ରେକ୍ଷାଳୟରେ ଫିଲ୍ମରେ ୨୦ ମିନିଟ୍‌ର ଅତିରିକ୍ତ ଫୁଟେଜ୍ ଯୋଡାଯିବ। ତେବେ 'ପୁଷ୍ପା ୨'ର ନିଆଁ ପ୍ରେକ୍ଷାଳୟରେ ଆଉ ୨୦ ମିନିଟ୍ ଅଧିକ ଜଳିବ!

Allu Arjun Granted Regular Bail
Allu Arjun Granted Regular Bail: ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ୱସ୍ତି; ସଂଧ୍ୟା ଥିଏଟର୍‌ ଦଳାଚକଟା ମାମଲାରେ ମିଳିଲା ନିୟମିତ ଜାମିନ୍

ପୁଷ୍ପାଙ୍କୁ ମିଳିଲା ଜାମିନ୍। ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍‌ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ୍। 

Allu Arjun
Allu Arjun's Bail Plea Hearing: ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ଆଜି ହେବ ଶୁଣାଣି

ପୁଷ୍ପାଙ୍କୁ ଜେଲ୍ ନା ବେଲ୍ ? ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍‌ରେ ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି ।

Pushpa 2 hindi voice cast
Pushpa 2: ବଲିଉଡ୍ କଳାକାରଙ୍କ ଯୋଗୁଁ ହିନ୍ଦୀ ବେଲ୍ଟରେ ଭଲ ରୋଜଗାର କରୁଛି 'ପୁଷ୍ପା ୨'

ହିନ୍ଦୀ ବେଲ୍ଟରେ ‘ପୁଷ୍ପା ୨’ ପାଇଁ ବହୁତ କ୍ରେଜ୍ ଅଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଏହାର କାରଣ ପଛରେ ଅଛନ୍ତି ହିନ୍ଦୀ କଳାକାର। ବଲିଉଡ୍‌ ଅଭିନେତାମାନେ ହିଁ ସବୁ କଳାକାରମାନଙ୍କ ଭଏସ୍‌କୁ ଦମଦାର କରିଦେଇଛନ୍ତି।

congress mla bhupathi reddy says allu arjun wont let his film run in state
Pushpa 2: ତସ୍କରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତିଆରି ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ; କଂଗ୍ରେସ ବିଧାୟକ

ଅଲ୍ଲୁ ଅର୍ଜୁନଙ୍କ ବ୍ୟବହାରରେ କ୍ରୋଧିତ ହୋଇ କଂଗ୍ରେସ ବିଧାୟକ ଭୂପତି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ ସେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ଚଲେଇବାକୁ ଦେବେ ନାହିଁ। ଫିଲ୍ମକୁ ନେଇ କରିଛନ୍ତି ଏମିତି କଟାକ୍ଷ।

Allu Arjun Stampede Case
‘ପୁଷ୍ପା’କୁ ଥାନାରେ ୪ ଘଣ୍ଟା ଜେରା

ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ।

Allu Arjun Stampede Case
Allu Arjun Stampede Case: ‘ପୁଷ୍ପା’କୁ ଥାନାରେ ୪ ଘଣ୍ଟା ଜେରା; ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସେନସେସନ....

ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।

sukumar says wants to quit cinema
Pushpa 2: ଚମକାଇଲା ଭଳି କଥା କହିଲେ 'ପୁଷ୍ପା ୨' ନିର୍ଦ୍ଦେଶକ, କିନ୍ତୁ କାହିଁକି ?

ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳା ମୃତ ମାମଲାରେ ଅଲ୍ଲୁ ଅର୍ଜୁନ୍ ଗିରଫ ହେବା ଓ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନ ଏବଂ 'ପୁଷ୍ପା ୨'ର ନିର୍ମାତା ତଥା ନିର୍ଦ୍ଦେଶକଙ୍କ ସମସ୍ୟା ବଢି ଯାଇଛି। ଏହି ସବୁ କଥା ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କ ଉପରେ ଗଭୀର ପ୍ରଭାବ ପକାଇଛି।

Allu Arjun
Allu Arjun Stampede Row: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।

Allu Arjun
Pushpa 2 Screening Tragedy: ପୁଷ୍ପା-୨ ଦଳାଚକଟା ମାମଲା, ଅଲ୍ଲୁ ଅର୍ଜୁନଙ୍କୁ ପଚରାଉଚରା

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ପୋଲିସର ପଚରାଉଚରା । ଥାନାକୁ ଡାକି ପଚରା ଉଚରା କରୁଛି ହାଇଦ୍ରାବାଦ ପୋଲିସ ।

allu arjun summon
Allu Arjun Summoned: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ

ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

Allu arjun top 10 movies with high imdb rating
Allu Arjun: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

ଅଲ୍ଲୁ ଅର୍ଜୁନ ତାଙ୍କ କ୍ୟାରିୟର୍ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଠାରେ ଆମେ ତାଙ୍କର ୧୦ଟି ଚଳଚ୍ଚିତ୍ରର ଏକ ତାଲିକା ଦେଉଛୁ, ଯାହା ତାଙ୍କୁ ବକ୍ସ ଅଫିସରେ ସଫଳତା ହାସଲ କରି ଏକ ସୁପରଷ୍ଟାର କରିପାରିଛି।