ଯନ୍ତ୍ରଣା ସମୟରେ ଭାଇ ସାହା ହେବନି ତ ଆଉ କିଏ ହେବ । ସୋସିଆଲ ମିଡିଆରେ ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍ ହେଉଛି, ଯାହା ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି ।
ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।
ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
ଏଣିକି ଟ୍ରେନ ଧକ୍କାରେ ଯିବନି ହାତୀଙ୍କ ଜୀବନ । ହାତୀଙ୍କ ସୁରକ୍ଷା ଲାଗି ବନବିଭାଗର ଏଭଳି ବଡ଼ ପଦକ୍ଷେପ ।
ବାଥ୍ରୁମ୍ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।
ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା ।
କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।
ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ
ଆଧାର କାର୍ଡ ଅପ୍ଡେଟ୍ରେ ଅନେକ ଅସୁବିଧା ହୋଇଥାଏ । ଜାଣନ୍ତୁ ଏହାର ସରଳ ସୂତ୍ର।
ନାକେଦମ୍ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍ ସେବା ଠପ୍ ହେଲା ।
ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ବାପାମାଆ । ପିଲାଙ୍କ ସ୍ୱପ୍ନ ସାକାର କରିବାରେ ବାପାମାଆ ପାରୁପର୍ଯ୍ୟନ୍ତ ସାହାଯ୍ୟ ମଧ୍ୟ କରନ୍ତି । ତେବେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାପା ଜଣକ ଝିଅର ପରୀକ୍ଷା ପାଇଁ ନିଜେ ମଧ୍ୟ ଜ୍ଞାନ ଆହରଣ କରି ଝିଅକୁ ପଢ଼ାଉଛନ୍ତି ।
କେତେବେଳେ ରାଜଧାନୀ ରାଜଜେମାଙ୍କ ପ୍ରେମ ଆଉ ଧୋକା ତ କେତେବେଳେ ଡାକବାଲାର ଗାଡି ଆଉ ଗାଁ ବୋହୂର ଧକଧକ ଛାତି। ପୁଣି କେତେବେଳେ ବାପଘର ଯିବା ପାଇଁ ରଙ୍ଗଲତାର ରାଗରୁଷା ତ କେବେକେବେ ବୟସର କୃଷ୍ଣଚୂଡା ରଙ୍ଗ... ତାଙ୍କ କଣ୍ଠରେ ସବୁ ହୋଇଉଠେ ଜୀବନ୍ତ। ସବୁ ଲାଗେ ମଧୁର ମଧୁର।
ଦିନେ ହାତରେ ଥିଲା ତାଙ୍କର ବନ୍ଧୁକ। ଘଞ୍ଚ ଜଙ୍ଗଲରେ ବୁଲି ବୁଲି ଖେଳୁଥିଲେ ରକ୍ତର ହୋଲି। ହେଲେ ଆଜି ସେ ଜଙ୍ଗଲ ଛାଡି ପହଞ୍ଚିଛନ୍ତି ବିଧାନସଭାରେ। ଆଜି ସେ ବନ୍ଧୁକ ଛାଡି ହାତରେ ଧରିଛନ୍ତି କଲମ। ସେଦିନ ସେ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ବି ଲୋକଙ୍କ ପାଇଁ ଲଢୁଛନ୍ତି । ଖାଲି ରାସ୍ତା ଭିନ୍ନ।
ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ପାଇଥିବା ଦାବି କରିଛନ୍ତି ,ନବଜାତ ଶିଶୁ ଉପରେ କଣ ପଡ଼ିବ ଏହାର ପ୍ରଭାବ , ସେ ନେଇ ନାନା କଳ୍ପନା ଆରମ୍ଭ ହୋଇଛି ।
ଗଛ ତ ଗଛ..ଏତେ ବଡ ଗଛ ! ବାପ୍ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଆମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍।
କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି କୁମ୍ଭୀରର ମୃତ୍ୟୁ ଘଟିଛି।
ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି। କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ ହାରିଯାଏ
ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।
ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।
ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।
ବିନା ଅନୁମତିରେ କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍ ଫଟୋ କିମ୍ବା ଭିଡିଓ ଭାଇରାଲ୍ କରିବା କେବଳ ବିଶ୍ୱାସଘାତକତା ନୁହେଁ ବରଂ ଏହା ଏକ ଅପରାଧ ମଧ୍ୟ।
କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍ । ଦେଖନ୍ତୁ ଏହାର କିଛି ଚିତ୍ର...
ଆଜିଠୁ ବୁଷ୍ଟର ଡୋଜ୍, କରୋନା ବଢୁଥିବାରୁ ଟିକା ନେବା ପାଇଁ ଲାଗିଲାଣି ଲାଇନ୍, ବୟସ୍କ କହିଲେ ଭ୍ୟାକ୍ସିନ ପାଇଁ ଆମ ମନରେ ଅଛି ଉତ୍ସାହ
ନୂଆବର୍ଷକୁ ନେଇ କାହିଁ କେତେ ଉତ୍ସାହ । କିଏ କେତେ ପ୍ରକାର ପ୍ଲାନ୍ ବି କରିଛନ୍ତି । ହେଲେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ଏମିତି କଥା, ଯାହାକୁ ଶୁଣିଲେ କେହି ବି ଭୟଭୀତ ହୋଇଯିବ ?
ମଣିଷ ଛୁଆ ପରି କାନ୍ଦୁଛି ପକ୍ଷୀ । ଅଷ୍ଟ୍ରେଲିଆ ସିଡନିର ତାରୋଙ୍ଗା ଚିଡିଆଖାନାରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ପକ୍ଷୀ । ପକ୍ଷୀଟିର ନାଁ ଇକୋ । ଯିଏ ଅବିକଳ ଛୁଆ କାନ୍ଦିବା ଭଳି ଶଦ୍ଦ କରିଥାଏ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ।