• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Railway Station

Balasore Railway Station
ନୂଆ ରୂପରେ ପାଇବ ବାଲେଶ୍ୱର ଷ୍ଟେସନ; ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତିର ଝଲକ

ଷ୍ଟେସନରେ ୧୪ଟି ଲିଫ୍ଟ, ୬ଟି ଏସକାଲେଟର, ୨୦ଟି ଆକ୍ସେସ କଣ୍ଟ୍ରୋଲ ଗେଟ୍ ସହ ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରିବା ପାଇଁ ୩ ଫୁଟର ଓଭର ବିଜ୍ ନିର୍ମାଣ କରାଯିବ।

Ashwini Vaishnaw
ହସ୍ପିଟାଲ ପରିଦର୍ଶନ କଲେ ରେଳମନ୍ତ୍ରୀ; ଡାକ୍ତର ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି

ସପ୍ତାହକୁ ଦୁଇ ଦିନ ପାଇଁ ମେଡିକାଲ ଖୋଲୁଥିବା ବେଳେ, ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଡାକ୍ତର ନିଯୁକ୍ତି ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅଶ୍ୱିନୀ ।

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ, ଦଶପଲ୍ଲା ବି ଦେଖିଲା ଟ୍ରେନ୍

ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ।

Daspalla Railway Station
ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ।

Daspalla Railway Station
ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ; ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟିତ ହେବା ପରେ, ସେଠାରୁ ୪ଟି ଟ୍ରେନ୍ ଚଳାଚଳ କରିବ ।

Ayodhya
ଅଯୋଧ୍ୟାରେ ମୋଦି: ଲୋକାର୍ପଣ କଲେ ଅଯୋଧ୍ୟା ଧାମ ଷ୍ଟେସନ

ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି ।

Ayodhya Dham Junction
ଉଦ୍‌ଘାଟନ ପୂର୍ବରୁ ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାଁ

ଆଲଫାବେଟିକ କୋଡ୍ ପୂର୍ବଭଳି ‘AY’ ହିଁ ରହିବ । ସୂଚନା ଯୋଗ୍ୟରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଏହି ରେଳ ଷ୍ଟେସନର ନବକଳେବର ହୋଇଛି ।

Bahanaga Railway Station
ସ୍ୱାଭାବିକ ହେଲା ବାହାନଗା ଷ୍ଟେସନ

କରମଣ୍ତଳ ଟ୍ରେନ୍‌ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍‌ର ବ୍ୟାପକ୍‌ କ୍ଷତି ହୋଇଥିଲା ।

Indian Railway
ଷ୍ଟେସନରେ MRP ଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି କି ଜିନିଷ ? ଆପଣ ବି କରିପାରିବେ ଅଭିଯୋଗ

ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି । ତେବେ ଆପଣ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ।

platform starts from No 2
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Viral Video
ଭୁବନେଶ୍ୱର ପ୍ଲାଟ୍‌ଫର୍ମ ଭିତରେ ପଶିଗଲା କାର, ଭିତରେ ଥିଲେ ଯୁବକ-ଯୁବତୀ ! ଦେଖନ୍ତୁ ଭିଡିଓ

କାର୍‌ରୁ ବାହାରିଥିବା ଉଭୟ ଯୁବକ ଯୁବତୀ ନିଶା ଗ୍ରସ୍ତ ଥିବା ଉପସ୍ଥିତ ଲୋକେ କହିଛନ୍ତି ।

Cuttack Railway Station
ଫରେନ୍‌ ଫରେନ୍‌ ଭଳି ଲାଗିବ କଟକ ରେଳ ଷ୍ଟେସନ୍‌

କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Woman Allegedly Dies In Puri Railway Station
ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ, ଠେଲାପେଲାରେ ମହିଳା ମୃତ

ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Bhubaneswar Railway Station
ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଖର୍ଚ୍ଚ ହେବ ୩୯୮ କୋଟି, ବିମାନବନ୍ଦର ଭଳି ଚମକିବ

ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Renovation Of Bhubaneswar Railway Station
ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

Bhubaneswar Railway Station
ପ୍ରସ୍ତୁତ ହୋଇସାରିଲାଣି ନକ୍ସା, ଏଥର ଏୟାରପୋର୍ଟ ଭଳି ଚମକିବ ମାଷ୍ଟର କ୍ୟାଣ୍ଟିନ୍‌ ରେଳ ଷ୍ଟେସନ

ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।

Aparajita Sarangi
ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟ ହେବ ରେଳ ଷ୍ଟେସନ

ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।

Haunted_Ststion_pkg_gyana_up
ଏହି ଷ୍ଟେସନ୍‌ରେ ରାତିରେ ଭୂତ ବୁଲୁଛି, ସନ୍ଧ୍ୟା ହେଲେ ରହୁନାହାନ୍ତି କର୍ମଚାରୀ ...

ଏହି ଷ୍ଟେସନ୍‌ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍‌ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ

Body Of The Girl Recovered At Rairakhol Railway Station Identified
ଜୀବନ ହାରିଲେ ଯୁବତୀ , ପରିବାର ଲୋକେ କହିଲେ ଦାୟୀ ହେଉଛନ୍ତି ବିବାହିତ ପୁରଷ

ରେଳ ଧାରଣାରେ ଯୁବତୀଙ୍କର ଯାଇଛି ଜୀବନ । ପାଖରେ ପଡିଛି ବ୍ୟାଗ ଆଉ ଖଣ୍ଡେ ହାତଲେଖା ନୋଟ । ପରିବାର ଲୋକେ କହୁଛନ୍ତି ଆମ ଝିଅର ଏ ମୃତୁ ପାଇଁ ଜଣେ ବିବାହିତ ପୁରୁଷ ଦାୟୀ ।

railway station
ନୂଆ ରୂପରେ ଗାନ୍ଧୀନଗର ରେଳ ଷ୍ଟେସନ

ପଞ୍ଚତାରକା ହୋଟେଲ ଢାଞ୍ଚାରେ ନିର୍ମାଣ ହୋଇଛି ଗାନ୍ଧୀନଗରର ରେଳ ଷ୍ଟେସନ । ଏହି ରେଳ ଷ୍ଟେସନରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସହାୟତା ।