ଜଗଦୀଶଙ୍କ ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟାଶଙ୍କର ମିଶ୍ର କଣ୍ଠଶିଳ୍ପୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।
୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଏକ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି। ଏହା ଦୁନିଆର ସବୁଠୁ ବଡ ଟି-ସାର୍ଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।
କେଉଁ ଦିନ ଅଫିସ୍ କି ସ୍କୁଲ ଯିବାପାଇଁ ଇଚ୍ଛା ହୁଏନି ?
ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।
ଏହାର ଭିଡିଓ ଗିନିଜ୍ ୱାର୍ଲଡ୍ ରେକର୍ଡ(GWR) ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।
ଏହାକୁ ଭଗବାନଙ୍କ ଏକ ଉପହାର କହିପାରିବା କିମ୍ବା ଏହା ଆଜିକାଲିକା ପିଲାମାନଙ୍କର ଆଗକୁ ବଢ଼ିବାର ନିଶା କହିପାରିବା ।
କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ ।
ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।
ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।
ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁସ୍ ଅପ୍। ଆପଣ ଏମିତି ଅନେକ ପୁସ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁସ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁସ୍ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଏବେ ଦେଖନ୍ତୁ ସେହି ଭିଡିଓ ଓ ଜାଣନ୍ତୁ ସେ ଯୁବକ ଜଣକ କିଏ?
ଜଣେ ମହିଳା ଦେଖେଇଛନ୍ତି ନିଜ ଶକ୍ତିର ପରିଚୟ। ନିଜ ବାଇସେପ୍ରେ ୧୦ରୁ ଅଧିକ ସେଓ ଭାଙ୍ଗି ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏନେଇ ତାଙ୍କ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।
ଆପଣଙ୍କ ଉଚ୍ଚତା କେତେ ? ୪ ଫୁଟ, ୫ ଫୁଟ୍, ଅତି ବେଶୀରେ ୬ ଫୁଟ୍ । କିନ୍ତୁ ଆମେ ଆଜି ଏମିତି ଜଣେ ମହିଳାଙ୍କ କଥା କହିବୁ ଯାହାର ଛଚ୍ଚାତା ୨୧୫ ଦଶମିକ ୧୬ ସେଣ୍ଟିମିଟର । ଫୁୁଟରେ ହିସାବ କଲେ ୭ ଫୁଟ୍ ୭ ଇଞ୍ଚ ।