ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।
ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ ।
ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।
ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।
ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।
ମଦ ପାଇଁ ଘରେ ସବୁବେଳେ ଝଗଡା । ତେଣୁ ମହିଳାମାନେ ତିଲେଇବଣିରେ ଗର୍ଜନ କରି ଭାଙ୍ଗିଲେ ସରକାରୀ ମଦଭାଟି ।
ଇଲୋ...ୟାଙ୍କୁ କଣ ଋଷିଆ ଗୁଳି ମାରିଦେଲା କି? ଇଏ କଣ ଏମିତି ରାସ୍ତା ଉପରେ ପଡ଼ିଛନ୍ତି। ଏଇଟା ବିଦେଶୀର କମାଲ ନୁହେଁ ବରଂ ବାସୁଛି ଦେଶୀ ଦେଶୀ
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି