• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

goat
ଏମିତି ଛେଳି ଯିଏ ଖାଏ କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ଭଳି ଡ୍ରାଏ ଫ୍ରୁଟ୍ସ; ଦାମ୍‌ ଜାଣିଲେ ହୋସ୍ ଉଡ଼ିଯିବ

ଲକ୍ଷ୍ନୌ: ଗୋଟିଏ ଛେଳିର ଦାମ୍ କେତେ ହୋଇଥାଇପାରେ? ସାଧାରଣତଃ ଦୁଇ ଚାରି ହଜାର ହୋଇଥିବ ବୋଲି ଜଣେ ଅନୁମାନ କରିବ। କିନ୍ତୁ ଉତ୍ତର ପ୍ରଦେଶ ହମିରପୁରର ଏକ ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଆଜ୍ଞାଁ ହଁ ଏହି ଛେଳିର ଦାମ ଦୁଇ ଚାରି ହଜାର କି ୮-୧୦ ହଜାର ନୁହେଁ। ଏହାର ଦାମ୍ ଏକାଥରକେ ୮ ଲକ୍ଷ ଟଙ୍କା। ଗୁଜର୍ ପ୍ରଜାତିର ଚିତ୍ରା ବିଚିତ୍ରାର ଏହି ଛେଳିକୁ ମାଲିକ ରାଜସ୍ଥାନରୁ କିଣିଥିଲେ। ଏହାର ଲାଳନ […]

  • Thursday, 22 July 2021
syria
୩ ବର୍ଷୀୟ ଶିଶୁର ସେଇ ଶେଷ କଥା; ଥରାଇଦେଇଥିଲା ସାରା ବିଶ୍ୱର ହୃଦୟ

ଏଥର ଫଟୋ ପଛର କାହାଣୀ- ‘ମୁଁ ଯାଉଛି, ଠାକୁରଙ୍କ ପାଖରେ ସବୁ କହିଦେବି।’ ଲେଖାଟି ପଢ଼ିଲା ମାତ୍ରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠୁଥିବ ନିଶ୍ଚୟ। ତେବେ ଏହି କଥା ଆମେ କହୁନୁ, ଆପଣ ଦେଖୁଥିବା ସିରିଆର ଗୃହଯୁଦ୍ଧରେ ଯନ୍ତ୍ରଣାରେ ଛଟ୍‌ପଟ୍ ହୋଇ କାନ୍ଧୁଥିବା ଏକ ନିଷ୍ପାପ ଶିଶୁର ଏ ହେଉଛି ଶେଷ କଥା। ମରିବା ପୂର୍ବରୁ ୩ ବର୍ଷ କୋମଳମତି ଶିଶୁର ଏଇ କେଇପଦ କଥା ସେତେବେଳେ ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଶେଷ ସମୟରେ ତା’ […]

  • Thursday, 22 July 2021
ff
କ୍ରିକେଟ୍‌ ଷ୍ଟାର୍‌ଙ୍କ ଫ୍ରେଣ୍ଡ୍‌ସିପ୍‌...ଏ ଦୋସ୍ତି ହମ୍‌ ନହିଁ ଛୋଡେଙ୍ଗେ

ଯେମିତି ପାର୍ଟନର୍‌ସିପ୍‌ ଭଲ ହେଲେ ପଡ଼ିଆରେ କ୍ରିକେଟ୍‌ ମ୍ୟାଚ୍‌ ଖୁବ୍‌ ଜମେ, ସେମିତି ବନ୍ଧୁତ୍ୱ ଭଲ ହେଲେ ଲାଇଫ୍‌ର ମ୍ୟାଚ୍‌ ବି ଖୁବ୍‌ ଜମେ। ଆପଣ ଭାବୁଥିବେ ବନ୍ଧୁତ୍ୱ ଦିବସରେ ଆମେ ହଠାତ୍‌ କ୍ରିକେଟ୍‌ କଥା କାହିଁକି କହିଲୁ। ଏହାର କାରଣ ହେଲା, ଆମେ ଆଜି କ୍ରିକେଟ୍‌ ଷ୍ଟାର୍‌ଙ୍କ ଫ୍ରେଣ୍ଡସିପ୍‌ ବିଷୟରେ କହିବୁ। ଯାହାଙ୍କ ଫ୍ରେଣ୍ଡସିପ୍‌ କ୍ରିକେଟ୍‌ ପଡ଼ିଆରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ତିଷ୍ଠି ରହିଛି। ଆସନ୍ତୁ ଜାଣିବା କ୍ରିକେଟ୍‌ ଦୁନିଆର ଏହି ହ୍ୟାପି ଫ୍ରେଣ୍ଡ୍‌ମାନଙ୍କ ସମ୍ପର୍କରେ […]

  • Thursday, 22 July 2021
gggggg
ଛଅ ମହଲା କୋଠା ଉପରୁ ଖସିପଡ଼ିଲା ୩ ବର୍ଷର ଶିଶୁ; କିନ୍ତୁ କିଛି ହେଲାନାହିଁ

ଭୁବନେଶ୍ୱର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନ୍‌ର ଚଙ୍ଗ୍‌ଚିନ୍ ସହରରେ। ଏକ ଆପାର୍ଟମେଣ୍ଟର ଛଅ ମହଲା ଉପରୁ ଖସିପଡ଼ିଲା ୩ ବର୍ଷର ଶିଶୁ। କିନ୍ତୁ ତଳେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶିଶୁଟିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କେମିତି ହେଲା ଏସ ଚତତ୍କାର୍ ଆସନ୍ତୁ ଜାଣିବା ବାଲ୍‌କୋନିର ଏକ ରେଲିଂକୁ ଧରି ଶିଶୁଟି ଝୁଲୁଥିବା ଦେଖିବା ପରେ ତଳେ ଥିବା ଆପାର୍ଟମେଣ୍ଟ […]

  • Thursday, 22 July 2021
bbb
ପୁଅ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ବାପାର କଠୋର ଇଚ୍ଛାପତ୍ର

ଯାଜପୁର(ଗୁଲାମ ଗସ୍‌): ପୁଅ ବଡ଼ ହେଲେ ରହିବ। ସେଥିପାଇଁ କଷ୍ଟାର୍ଜିତ ସମ୍ପତ୍ତିରେ ଘର ଖଣ୍ଡେ କରିଥିଲେ। ସେ ଘରେ ପୁଅ ବୋହୂଙ୍କ ସହ ରହି ସରଗ ସୁଖ ପାଇବେ ବୋଲି ଭାବିଥିଲେ। କିନ୍ତୁ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା। ନିର୍ଯାତନାରେ ଅତିଷ୍ଠ ବାପା ଏବେ ଘର ଛାଡ଼ି ଜରାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ ନିଜ ସଂପତ୍ତି ଓ ଶରୀରକୁ ବି ସରକାରଙ୍କୁ ଦାନ କରିବାକୁ ଜଣେ ବରିଷ୍ଠ ନାଗରିକ ଜିଲ୍ଲାପାଳଙ୍କୁ  ଇଚ୍ଛାପତ୍ର […]

  • Thursday, 22 July 2021
ଟ୍ରିପଲ୍‌ ତଲାକ ବିଲ୍ କ'ଣ ? ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ଗତକାଲି ଟ୍ରିପଲ ତଲାକ ବିଲ୍‌କୁ ଅନୁମୋଦନ ମିଳିଛି। ଅର୍ଥାତ ଏଣିକି ମୁସ୍ଲିମ ସମ୍ପ୍ରଦାୟରେ ପ୍ରଚଳିତ ଟ୍ରିପଲ୍ ତଲାକ ପ୍ରଥା ଏକ ଦଣ୍ଡନୀୟ ଅପରାଧ ବିବେଚିତ ହେବ। ତେବେ ଏଥିରେ କଣ ସବୁ ବ୍ୟବସ୍ଥା ରହିଛି ଆସନ୍ତୁ ଜାଣିବ। ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ୩ଥର ଟ୍ରିପଲ ତଲାକ କହି, ଲେଖି କିମ୍ବା ଯେ କୌଣସି ମାଧ୍ୟମରେ ଜଣାଇ ଛାଡ଼ପତ୍ର ଦିଅନ୍ତି, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ତିନ୍‌ […]

  • Thursday, 22 July 2021
google
ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ନିଜର ଡୁଡଲ୍ ସମର୍ପଣ କଲା ଗୁଗଲ୍

ଗୁଗଲ୍ ନିଜର ସର୍ଚ୍ଚ ଡୁଡୁଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ଗୁଗୁଲ୍‌ ତା’ର ଡୁଡୁଲ୍ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ସମର୍ପଣ କରିଛି। ଆଜି ଗୁଗଲ୍‌ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କର ୧୩୩ତମ ଜନ୍ମଦିବସ  ପାଳନ କରୁଛି। ମୁଥୁଲକ୍ଷ୍ମୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହ  ଶିକ୍ଷକ, ସର୍ଜନ ଓ ସମାଜ ସେବୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ  ଲଢ଼ିଥିଲେ ଓ […]

  • Thursday, 22 July 2021
monalisa
କାହିଁକି 'ମୋନାଲିସା' ଏକ ରହସ୍ୟମୟ ଫଟୋ: ଯାହାକୁ ମିଳିଛି ଭିଆଇପି ଭଳି ସୁରକ୍ଷା

‘ଫଟୋ ପଛର କାହାଣୀ‘ରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା।  ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ।   ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଣ୍ଟିଂଟି ବାରମ୍ବାର ଆକ୍ରମଣର ଶିକାର ହୋଇଛି। କେତେବେଳେ ଏହାକୁ ଏସିଡ ମାଡ଼ ହୋଇଛି ତ ଆଉ କେତେବେଳେ ଏହି ପେଣ୍ଟିଂକୁ ପଥର ଫିଙ୍ଗାଯାଇ […]

  • Thursday, 22 July 2021
5
ସାମ୍ବାଦିକଙ୍କ କଲମ୍‌ ନିଶା: ସଂଗ୍ରହ କଲେଣି ୩ ହଜାର ପେନ୍

ବଳଭଦ୍ର ରଥ। ପେଶାରେ ଜଣେ ସାମ୍ୱାଦିକ ଓ ଦୂରଦର୍ଶନର ସମ୍ୱାଦପାଠକ, ହେଲେ ନିଶା ଓ ରୁଚି ତାଙ୍କର ଅନେକ। ଲୋକସାହିତ୍ୟ ଏବଂ ଲୋକସଂସ୍କୃତି ଉପରେ ସେ ଗବେଷଣା କରନ୍ତି। ଗପ ଓ କବିତା ଲେଖିବା ଏବଂ ସେସବୁକୁ ସ୍ୱରକୁ ସଜାଇବାରେ ତାଙ୍କର ବେଶ୍ ଆଗ୍ରହ। ସବୁ ରୁଚି ଭିତରୁ କଲମ ସଂଗ୍ରହ କରିବା, ତାଙ୍କର ଏକ ନିଆରା ନିଶା ନିଶା। ଏବେଯାଏ ସେ ୩ ହଜାରରୁ ଅଧିକ କଲମ ସଂଗ୍ରହ କରି ଏକ ରେକର୍ଡ ପ୍ରତିଷ୍ଠା ଦିଗରେ […]

  • Thursday, 22 July 2021
df
ସେହି ମହାପୁରୁଷଙ୍କୁ ଚିଠି ଟିଏ

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଓ ପ୍ରଜ୍ଞାପୁରୁଷ ଡ. ଏପିଜେ ଅବଦୁଲ କଲାମଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି ଜଣେ ଯୁବଲେଖିକା

  • Thursday, 22 July 2021
धनंजय-
‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ପାଟଣା: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍‌ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ଫ୍ରି କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲେ। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ […]

  • Thursday, 22 July 2021
kiss 1
ପାପ ନୁହେଁ ଚୁମ୍ବନ...କାହିଁକି ଜାଣନ୍ତି ?

ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ। ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍‌ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ। ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ। ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ,  କିସିଂ ବା […]

  • Thursday, 22 July 2021
nepathya
ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ

ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର […]

  • Thursday, 22 July 2021
trespassers art group
କିଏ ଏହି ନୂଆ ଅନୁପ୍ରବେଶକାରୀ?

ସେମାନେ ‘ଟ୍ରେସପାସରସ୍’। ଓଡ଼ିଆରେ କହିଲେ ଅନୁପ୍ରବେଶକାରୀ। ଜଣେ ନୁହେଁ, ଏହି ଟ୍ରେସପାସରସ୍‌ରେ ଅଛନ୍ତି ୧୦ ଜଣ। କେଉଁଠି ଏମାନେ ଅନୁପ୍ରବେଶ କରନ୍ତି ? କାହିଁକି ତାଙ୍କର ଏ ଅନୁପ୍ରବେଶ ? ଏହି ନୂଆ ଅନୁପ୍ରବେଶକାରୀଙ୍କ ଉଦ୍ଦେଶ୍ୟ, ଆଦର୍ଶକୁ ନେଇ ପ୍ରସିଦ୍ଧ ଯୁବ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ହଠାତ୍ ଆମ ସରକାରଙ୍କୁ ଲାଗିଲା ଯେ, ଆମ ସହର ଗୁଡିକ ଅସୁନ୍ଦର ହେଇଯାଉଛନ୍ତି। ସହରକୁ ସର୍ବାଙ୍ଗ ସୁନ୍ଦର କରି ସଜେଇବାକୁ ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଖାସ୍ […]

  • Thursday, 22 July 2021
gopala-bhanda
ରସିକିଆ ଗୋପାଳ ସତରେ ମଣିଷ ନା କିମ୍ବଦନ୍ତୀର ଚରିତ୍ର ?

ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍‌ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ ।   କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ              […]

  • Thursday, 22 July 2021
Ko-artist
ଆପଣ ଜାଣିଛନ୍ତି କି ପୃଥିବୀର ଦଶ ଧନୀ ଚିତ୍ରଶିଳ୍ପୀଙ୍କ ନାଁ?

ବିଶ୍ୱକର୍ମା ଓ ଶୂଦ୍ର ନାରୀ ଔରସରୁ ଜନ୍ମିତ ନଅ ଜାତି ଭିତରୁ ଚିତ୍ରକର ଗୋଟେ ଜାତି । ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଚିତ୍ରଶିଳ୍ପୀଙ୍କୁ ଶୂଦ୍ର ଭାବରେ ଦେଖାଯାଏ । ବିଶ୍ୱକର୍ମାଙ୍କ ସନ୍ତାନ ଭାବରେ ସେମାନଙ୍କୁ ଗୋଟିଏ ପଟରେ ସମ୍ମାନ ଦିଆଯାଏ ଓ ଅନ୍ୟ ପଟରେ ଶୂଦ୍ର ମା’ ପାଖରୁ ଜନ୍ମ ବୋଲି ତଳିଆ କରି ଦେଖାଯାଏ

  • Thursday, 22 July 2021
collage
ଚାକିରି ଛାଡ଼ି ନର୍ସରୀ ବ୍ୟବସାୟ, ସଫଳ ହେଲ ଆକାଶଦୀପ

ରାଜସ୍ଥାନ  : ନର୍ସରୀ ବ୍ୟବସାୟ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଯୁବକ । ୪ ବର୍ଷ ପୂର୍ବେ ବ୍ୟବସାୟ କରିବାକୁ ଚାକିରି ମେ।ହ ତ୍ୟାଗ କରି ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସଫଳ ହେଲେ । ରାଜସ୍ଥାନର ଉଦୟପୁର ଜିଲ୍ଲା ନିବାସୀ ଆକାଶଦୀପ ବୈଷ୍ଣବ ନର୍ସରୀ  ବ୍ୟବସାୟ କରନ୍ତି । ତାଙ୍କ ନର୍ସରୀରେ ୨ ହଜାରରୁ ଅଧିକ ପ୍ରକାରର ଚାରା ଦେଖିବାକୁ ମିଳେ ।  କଠିନ ପରିଶ୍ରମ କରି  ତିନିରୁ ଚାରି […]

  • Thursday, 22 July 2021
hr
ଭାଇରସ ଭୟ ଭିତରେ ବଡ଼ ବିପଦ ସାଜି ବାଟ ଓଗାଳିଲା ତାଲାବନ୍ଦ : ସକରାତ୍ମକ ଚିନ୍ତା ନେଇ ଆଗକୁ ବଢ଼ିଲେ ଆଉ ସଫଳ ହେଲେ . . .

୨୦୨୦ର ସ୍ମୃତି, ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ତାଜା ରହିବ। କିଛି ଖଟା ଓ କିଛି ମିଠାର ଅନୁଭୂତି ନେଇ ଆଗକୁ ବଢ଼ୁଛି ମଣିଷ ସମାଜ । ଅଦୃଶ୍ୟ ଭାଇରସ୍ ଭୟ ସତ୍ତ୍ୱେ ସକରାତ୍ମକ ଦିଗରେ ଚିନ୍ତା କରିବା ମଣିଷର ସାଧାରଣ ପ୍ରବୃତ୍ତି । ଏ ବର୍ଷର ସ୍ମୃତି ସମସ୍ତଙ୍କର ମନରେ ରହିବ । ଭୁଲିବା ପାଇଁ ଚେଷ୍ଟା କଲେ ବି ଭୁଲି ହେବନି । ତେବେ କରୋନା କାଳର ଅସହାୟତାକୁ ମନେ ରଖିବା ଅପେକ୍ଷା ସଫଳତା […]

  • Thursday, 22 July 2021
Judge
ଗୋପାଳକଙ୍କ ବିଚାରପତି ଝିଅ : ଗୁହାଳରେ ପାଠପଢ଼ି ଜଜ୍ ହେଲେ ଅଭାବୀ ବାପାର ଗୁଣମତୀ ଝିଅ

ଗାଈ ଗୁହାଳରୁ ସେସନ କୋର୍ଟର ଜଜ୍। ଗୁହାଳରେ ପାଠ ପଢ଼ି ବିଚାରପତି ହେଲେ ଅଭାବୀ ବାପାର ଗୁଣମତୀ ଝିଅ। ସବୁ ବାଧାବିଘ୍ନକୁ ଆଡ଼େଇ ଉଦୟପୁରର ସୋନଲ ଶର୍ମା ଲେଖିଲେ ସଫଳତାର କାହାଣୀ। ଘର ଘର କ୍ଷୀର ବାଣ୍ଟିବ। ସହ ଖତରେ ଲଟପଟ ହୋଇ ଗୁହାଳ ସଫା କରୁଥିବା ଝିଅ ଯେ ଦିନେ ବିଚାରପତି ହେବ କିଏ ଜାଣିଥିଲା ? ମେଧାକୁ ପାଥେୟ କରି ଗାଈ ଗୁହାଳରୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସୋନଲ୍। ଉଦୟପୁରର ପ୍ରତାପନଗର ଅଞ୍ଚଳ […]

  • Thursday, 22 July 2021
3-kglemon
ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ : କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ

କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ ।  ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର ।  ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ ।  ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି ।

  • Thursday, 22 July 2021
୭୭୭୭
୨୧ ବର୍ଷିୟା ଆର୍ଯ୍ୟା ରଚିଲେ ଇତିହାସ : ଦେଶର ସର୍ବକନିଷ୍ଠ ମେୟର ହେଲେ ଇଲେକ୍ଟ୍ରିସିଆନଙ୍କ ଝିଅ

ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି ।  ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ […]

  • Thursday, 22 July 2021
ଖାଇବା ଥିଲେ ଦିଅ, ନଥିଲେ ନେଇଯାଅ ! ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ : ଉଦାର ମନ ନେଇ ପ୍ରୟାସ ଆରମ୍ଭ କରିଛନ୍ତି ଆହାନ୍ ଖାନ୍

ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ  ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ ସେବା ହିଁ ମାଧବ ସେବା, ଏହି କଥାକୁ ସେ ଭଲଭାବେ ଅନୁଭବ କରିପାରିଛନ୍ତି । ହଂକଂ ଜେ।ର୍ଡ଼ାନର ବୁମନଷ୍ଟ୍ରିଟରେ ଆହାନ ଆରମ୍ଭ କରିଛନ୍ତି ଏହି ଅଭିନବ ପ୍ରୟାସ । […]

  • Thursday, 22 July 2021
0
୨୦୨୧ ପାଇଁ ଏମିତି ଭବଷ୍ୟବାଣୀ କଲେ ଅନ୍ଧ ବାବା

ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି   ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର […]

  • Thursday, 22 July 2021
7
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

  • Thursday, 22 July 2021
irctc-pay-on-delivery-860x508-1566981123
ଯାତ୍ରୀଙ୍କୁ ଭାରତୀୟ ରେଳବାଇର ନୂଆବର୍ଷ ଉପହାର, ମାତ୍ର କିଛି ସେକେଣ୍ଡରେ ବୁକ୍ ହେବ ରେଳ ଟିକେଟ୍

ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ  । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ ।  କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]

  • Thursday, 22 July 2021