ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।
ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ ।
ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
ଗାଁରେ ୨୮ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ବି କଲେ । ହେଲେ ପରିବାରର ଆକ୍ରୋଶର ଶିକାର ହେଲେ । ଏମିତିକି ଗାଁ ଲୋକଙ୍କ ପାଇଁ ଘର ଛାଡିଥିଲେ ଭୂମିକା ।
ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।
ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।
ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।
ଝିଅଟି ନିଜ ମାଆକୁ ମନେ ପକାଇ କୋହଭରା କଣ୍ଠରେ ମାଆକୁ ଦେଇଥିବା ପ୍ରତିଶ୍ରୁତି ରଖିବ ବୋଲି କହିଛି । ପେଟପାଟଣାର ଯୁଦ୍ଧରେ ହାରି ମାଆ ଚାଲିଗଲାଣି ପରପାରିକୁ ।
ସାଉଦି ଆରବରେ ଇଲେକ୍ଟ୍ରି କାମ କରିବାକୁ ଯାଇଥିଲା ପୁଅ l ହେଲେ ମୃତଦେହ ହୋଇ ଫେରିଲା ଗାଁକୁ l ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗାଁ ନୂଆସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକମାତ୍ର ୨୬ ବର୍ଷୀୟ ପୁଅ ଶୁଭକାନ୍ତ ପ୍ରଧାନ ।
୮ ଦିନ ହେବ ମୃତ୍ୟୁ ହେଲାଣି । ହେଲେ ଆଜି ଯାଏ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ । ତାମିଲନାଡୁରୁ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିବାର ତିନି ଦିନ ବିତିଲାଣି ହେଲେ ଏଯାଏ ସତ୍କାର ହୋଇପାରିନାହିଁ ।