ଯୁବରାଜର ଶରୀରକୁ ମଲ୍ଲ ଯୋଦ୍ଧା ଭଳି ତେଲରେ ମାଲିସ କରାଯାଉଛି । ଆସନ୍ତାକାଲିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ତିନିଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶ ।
ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।
୪୫ ବର୍ଷିୟ ବାବୁଲାଲ ଯାଦବନାମକ ଜଣେ ବ୍ୟକ୍ତି ନୟାଗାଓଁ ପୁଲିସ୍ ଷ୍ଟେସନରେ ଶନିବାର ଦିନ ମଇଁଷି କ୍ଷୀର ଦୁହାଁଇ ଦେଉନଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଇଁଷି ଭଲ କ୍ଷୀର ଦେଉଥିଲା । କିନ୍ତୁ କିଛି ଦିନ ହେବ ମଇଁଷିଟି ଅଜବ ବ୍ୟବହାର କରୁଛି । କ୍ଷୀର ଦୁହିଁବା ପାଇଁ ଗଲେ ମାରିବାକୁ ଧାଉଁଛି ।