ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ ।
ଚୋରି ହେଲା ଜଜ୍ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ଟଳିପଡିଛନ୍ତି। ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ । ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି ।
ସ୍ୱାମୀର ଠକେଇ ବିଷୟରେ ଥାନାରେ ଅଭିଯୋଗ କଲା ସ୍ତ୍ରୀ । ଘଟଣା ଏମିତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।
ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା । ନାଇଟ୍ ଭିଜନ୍ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ଭାରତୀୟ ବାୟୁସେନାର ସି-୧୩୦ଜେ (C130-J) ବିମାନ।
ହସ୍ପିଟାଲ ଗାର୍ଡ ହୁଇସିଲ୍ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।
ଆଶ୍ଚର୍ଯ୍ୟ କଲେ ବି ସତ ! ମାଟ୍ରିକ୍ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଅକ୍ଷର । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।
ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।
ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନଠୁ ହାରିଲା ବେଙ୍ଗାଲୁରୁ । ୧୭୩ ରନର ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କଲା ରାଜସ୍ଥାନ ।
ପ୍ରତିବର୍ଷ ମେ’ ୨୩ରେ ‘ବିଶ୍ୱ କଇଁଛ ଦିବସ’ ପାଳନ କରାଯାଏ। ଏହି ଦିନଟି କଇଁଛର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ। ଏହି ଦିନ ଲୋକଙ୍କୁ ସ୍ମରଣ କରାଯାଏ ଯେ କଇଁଛମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ବଞ୍ଚିବା ଏବଂ ବଢେଇବାରେ ସାହାଯ୍ୟ କରିବା କେତେ ମହତ୍ୱପୂର୍ଣ୍ଣ।
ପୁରାଣରେ ଶାକ୍ୟ ବଂଶାନୁକ୍ରମିକ ବିଷୟରେ ଉଲ୍ଲେଖ ରହିଛି। ଏଥିରୁ ଜଣାଯାଏ ଭଗବାନ ବୁଦ୍ଧ ଶ୍ରୀରାମଙ୍କର ବଂଶଜ। ପୁରାଣ ଅନୁସାରେ ଶ୍ରୀରାମଙ୍କ ଦୁଇ ପୁଅ ଲବ ଏବଂ କୁଶଙ୍କ ମଧ୍ୟରୁ କେବଳ କୁଶଙ୍କ ବଂଶ ବଢିଥିଲା। ଏହା ପରେ କୁଶଙ୍କ ବଂଶ ଆଗକୁ ବଢି ଶଲ୍ୟଙ୍କ ଜନ୍ମ ହେଲା। ଗୌତମ ବୁଦ୍ଧ ଏହି ଶଲ୍ୟ ବଂଶର ପ୍ରାୟ ୨୫ତମ ପିଢିରେ ଜନ୍ମଗ୍ରହଣ କରିଥିଲେ।
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
ଅସହ୍ୟ ଗରମ ସତ୍ତ୍ୱେ ସୁରକ୍ଷାରେ ନିୟୋଜିତ ଯବାନ । ତାତିକୁ ଖାତିର ନ କରି ଡ୍ୟୁଟି କରୁଥିବାରୁ ସାଲ୍ୟୁଟ୍ କରୁଛି ଦେଶ ।
ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।
ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି ।
ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଆପଣ ଯଦି ଚାକିରି ହରାଇ ଅସୁବିଧାରେ ଅଛନ୍ତି, ଆଉ ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଉପାୟ ଅନୁସରଣ କଲେ ତୁରନ୍ତ ଚାକିରି ମିଳିଯାଇପାରେ। ତେବେ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ।
ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..
ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ ।
“ପୁଷ୍ପା ପୁଷ୍ପା” ରିଲିଜ ହେବା ପରଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହୋଇଆସୁଛି ଏବଂ ଫିଲ୍ମର ଜଲୱା ସବୁଆଡେ ଦେଖିବାକୁ ମିଳୁଛି। ପ୍ରଥମ ଗୀତ ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି ଏବଂ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଦ୍ୱିତୀୟ ଗୀତ ରିଲିଜ୍କୁ ଅପେକ୍ଷା କରିଛନ୍ତି।
ମଝି ଆକାଶରେ ମହା ଅଘଟଣ । ହଠାତ ଭୟଙ୍କର ଭାବେ ଥରି ଉଠିଲା ଚଳନ୍ତା ବିମାନ । ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଯାତ୍ରୀବାହୀ ବିମାନରେ ଏହି ଅଘଟଣ ଘଟିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍ ଉପରେ ଭାରି ପଡୁଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍ ମଧ୍ୟରେ ଥିବା ଏହି ପାର୍ଥକ୍ୟକୁ ବୁଝାଇଛନ୍ତି।
ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ରିଲ୍ସ କରିବା ପାଇ ଜଣେ ୧୮ ବର୍ଷୀୟ ଯୁବକ ଗଭୀର ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି । ଗତକାଲି ଏହି ଘଟଣା ଘଟିଛି । ରିନ୍ସ କରିବା ଚକ୍କରରେ ପାଣିକୁ ଡେଇଁ ପ୍ରାଣ ହରାଇଛନ୍ତି ଯୁବକ ।