ତାଙ୍କୁ ୧୨୪ ବର୍ଷ ବୟସ ହୋଇଥିବା ଜାଣି ପେରୁ ସରକାର ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ଯାହା ସତ ବୋଲି ପ୍ରମାଣିତ ହୋଇଛି ।
ନିଆଁ ଲାଗିବା ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ । ହଠାତ୍ ଅଗ୍ନିକାଣ୍ଡ ଯୋଗୁଁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା ।
ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।
ସମସ୍ତେ ଜାଣନ୍ତି ଯେ ଛୋଟ ପିଲାମାନେ ପାଠ ପଢା ସହ ଖେଳ କୁଦ କରନ୍ତି। ବେପାର ବଣିଜ କିମ୍ବା ସମାଜ ଚିନ୍ତା ଏମାନଙ୍କ ପାଖରେ ନ ଥାଏ। କିନ୍ତୁ ଏହି କଥାକୁ ଭୁଲ୍ ବୋଲି ପ୍ରମାଣ କରି ଦେଖେଇଛନ୍ତି ଜଣେ ୭ ବର୍ଷର ବାଳକ। ଏହି ବୟସରେ ସେ ଏକ ବ୍ୟାଙ୍କର ମାଲିକ ହୋଇ ପାରିଛନ୍ତି। ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ନିଆରା ବ୍ୟାଙ୍କ୍।