ଆପଣ ଜାଣନ୍ତି କି, ଭାରତୀୟ ସେନାର କେଉଁ ପଦବୀରେ ଅଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି ? ଏଥିପାଇଁ ତାଙ୍କୁ କେତେ ଟଙ୍କା ଦରମା ମିଳେ ?
ଆଇପିଏଲ୍ ୨୦୨୫ ସିଜନ୍ରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ସିଜନ୍ ମଝିରେ ଅଧିନାୟକତ୍ୱକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନି ବି ବଦଳାଇପାରି ନାହାନ୍ତି ଟିମ୍ର ଭାଗ୍ୟ । ତେବେ କାହିଁକି ବିଫଳ ହୋଇଛି ଟିମ୍? କ’ଣ ରହିଛି ଏହା ପଛର କାରଣ ?
ଆଘାତଜନିତ କାରଣରୁ ଆଇପିଏଲ୍ ୨୦୨୫ ସିଜନ୍ ମଝିରୁ ବିଦାୟ ନେଇଛନ୍ତି ସିଏସ୍କେର ଅଧିନାୟକ ଋତୁରାଜ ଗାଏକୱାଡ଼ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଖକୁ ଫେରିଛି ଟିମ୍ର ନେତୃତ୍ୱ ଦାୟିତ୍ୱ । ତେବେ ଟିମ୍ ପାଇଁ ସେ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ? ଜଣେ ୪୩ବର୍ଷୀୟ କ୍ରିକେଟର୍ଙ୍କ ଉପରେ ଫ୍ରାଞ୍ଚାଇଜ୍ର ଏତେ ନିର୍ଭରଶୀଳତା କ’ଣ ଯଥାର୍ଥ ?
କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।
CSK ଓ MI ଟିମର ହେଲା ବିପୁଳ କ୍ଷତି। ଦଳକୁ ଭାରି ପଡ଼ିଲା ଧୋନୀ ଓ ରୋହିତଙ୍କ ଗୋଟିଏ ନିଷ୍ପତ୍ତି। ବିଦରେ ପଡ଼ିଲା କୋଟି କୋଟି ଟଙ୍କାର ରୋଜଗାର। କେମିତି ଜାଣନ୍ତୁ ।
ଘାଇଲା କରିଛି ଧୋନୀଙ୍କ ଚୌକା ଛକା। କ୍ୟାପଟେନ୍ କୁଲ୍ଙ୍କ ପାଇଁ ଦିୱାନା ଯୁବକ। ମତୁଆଲା କରିଛି ତାଙ୍କ ଲୁକ୍ସ ଓ ଷ୍ଟାଇଲ୍। ତାଙ୍କ ଖେଳ ଦେଖି ପାଗଳ ନାବାଳକ। ଧୋନୀଙ୍କ ପାଇଁ ଛାଡ଼ିଛନ୍ତି ଘର। କାହାକୁ କିଛି ନ ଜଣାଇ କାନ୍ଧରେ ବ୍ୟାଗ, ଦେହରେ ଜର୍ସି ଓ ହାତରେ ସାଇକେଲ ଧରି ବାହାରି ପଡିଛନ୍ତି ମାହିଙ୍କ ଏହି ହାଡକୋର ଫ୍ୟାନ୍।
କିନ୍ତୁ IPL 2025ର ଚତୁର୍ଥ ମ୍ୟାଚ୍ରେ, ଧୋନିଙ୍କ ପିତାମାତା ହଠାତ୍ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ଦେଖିବାକୁ ଆସିବାର ଖବର ପ୍ରଶଂସକଙ୍କ ମଧ୍ୟରେ ଏକ ଆଶଙ୍କା ସୃଷ୍ଟି କରିଛି । ଆଜି ଧୋନି କ'ଣ ଅବସର ନେବାକୁ ଯାଉଛନ୍ତି ?
CSK ପାଇଁ ବୋଝ ପାଲଟି ଯାଇଛନ୍ତି କି ଧୋନୀ ? ୭ରୁ ୯ନମ୍ୱରରେ ବ୍ୟାଟିଂ କରିବାର ରାଜ୍ କ’ଣ ? ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ନାହନ୍ତି କି ଥାଲା ? ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଛି ୨୦୨୫ ଆଇପିଏଲ । ତେବେ ଏହି ସିଜିନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ ।
ମହେନ୍ଦ୍ର ସିଂ ଧୋନୀ CSK ଦଳ ଉପରେ ବୋଝ ହେବା ପ୍ରଶ୍ନରେ ଫ୍ଲେମିଂ କହିଥିଲେ, ‘ମୁଁ ଗତ ବର୍ଷ ମଧ୍ୟ କହିଥିଲି, ଧୋନୀ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ଚେପକରେ CSK VS RCB କଡ଼ା ଟକ୍କର। ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ । କିଏ ଅଧିକ ପାଓ୍ୱାରଫୁଲ, କାହା ନାଁରେ ଅଧିକ ରେକର୍ଡ ?
ଚେପକରେ CSK VS RCB କଡ଼ା ଟକ୍କର। ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ। କିଏ ଅଧିକ ପାଓ୍ବାରଫୁଲ, କାହା ନାଁରେ ଅଧିକ ରେକର୍ଡ ?
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଶେଷ ସିଜନ୍ ଖେଳୁଛନ୍ତି କି ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ? ଚଳିତ ସିଜନ୍ ଶେଷ ହେବା ପରେ ଲିଗ୍ରୁ ଅବସର ନେବେ କି ଏହି ତିନି ଭାରତୀୟ ଭେଟେରାନ୍? ଭାରତୀୟ କ୍ରିକେଟ୍ ମହଲରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ବାପା ଅଟୋ ଚାଳକ, ପୁଅ ବନିଗଲା IPL ଷ୍ଟାର । ପଡ଼ିଆରେ ଚମକିଲେ ୨୪ ବର୍ଷୀୟ ଭିଗ୍ନେଶ ପୁଥୁର । ନିଜ ବୋଲିଂ ଆଟାକାରେ ଧୋନୀଙ୍କୁ କଲେ ଆଶ୍ଚର୍ଯ୍ୟ । ଡେବ୍ୟୁ ମ୍ୟାଚରେ ବଡ଼ ପ୍ଲେୟାରଙ୍କ ଓ୍ୱିକେଟ୍ ନେଲେ ।
ଚହର CSK ପାଇଁ ଖେଳିଥିବାରୁ, ତାଙ୍କ ଭଉଣୀ କଟ୍ଟପ୍ପାଙ୍କ ଉଦାହରଣ ଦେଇ ଏହା ଦେଖାଇଥିଲେ ଯେ ଦୀପକ ଚହର ଚେନ୍ନାଇ ସୁପର କିଙ୍ଗ୍ସକୁ ଧୋକା ଦେଇଛନ୍ତି ।
ଶେଷଥର ପାଇଁ IPL ଖେଳୁଛନ୍ତି ଧୋନୀ ! IPL ସରିବା ପରେ MSD ନେବେ ଅବସର ! ନିଜ ରିଟାୟମେଣ୍ଟକୁ ନେଇ ଧୋନୀ କଲେ ବଡ଼ ଘୋଷଣା ।
କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍ ? କାହା ନାଁରେ ଅଛି ଅଧିକ ରେକର୍ଡ ? ୨୦୨୫ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ନାଁରେ ଅଧିକ ରେକର୍ଡ ଓ ଟ୍ରଫି ଅଛି ତାକୁ ନେଇ ଆରମ୍ଭ ହୋଇଛି ଫ୍ୟାନ ଓ୍ବାର।
ଏମ୍.ଏସ୍ ଧୋନୀ ବନାମ ରୋହିତ ଶର୍ମା। କିଏ ଟିମ୍ ଇଣ୍ଡିଆର ସଫଳତମ କ୍ୟାପଟେନ୍? କାହା ନାଁରେ ଅଛି ଅଧିକ ରେକର୍ଡ ? ଜାଣନ୍ତୁ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି କ୍ରିକେଟର ସଞ୍ଜୁ ସାମ୍ସନଙ୍କ ବାପା ସାମ୍ସନ ବିଶ୍ୱନାଥ ।
ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍ ପଠାଇଛି ।
୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...
ଧୋନିଙ୍କ ଜନ୍ମଦିନ ସେଲିବ୍ରେସନ୍ କରିଛନ୍ତି ପତ୍ନୀ ସାକ୍ଷୀ ଧୋନି। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଗମ୍ଭୀରଙ୍କ ବଦଳରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ହୋଇ ପାରନ୍ତି ହେଡ୍ କୋଚ୍ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ମହେନ୍ଦ୍ର ସିଂ ଧୋନି ବାଇକ୍ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି ।