ସତ ହୋଇଛି ଯୁବ ଗ୍ରାଣ୍ଡ୍ମାଷ୍ଟର ଗୁକେଶ ଡୋମ୍ମାରାଜୁଙ୍କ ସ୍ୱପ୍ନ । ଚେସ୍ରେ ସର୍ବକନିଷ୍ଠ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଭାରତର ଏହି ପ୍ରତିଭାଦୀପ୍ତ ଖେଳାଳି ।
ଡୋମାରାଜୁ ଗୁକେଶ ଏବେ ସିଙ୍ଗାପୁରଠାରେ ବିଶ୍ୱ ଚାମ୍ପିୟନ ହୋଇ ଖୁବ୍ କମ ବୟସରେ ଏକ ଅନନ୍ୟ ସଫଳତାର ଅଧିକାରୀ ହୋଇପାରିଛନ୍ତି । ୧୮ ବର୍ଷ ୬ ମାସ ଓ ୧୫ଦିନରେ ସେ ଚେସ୍ ଜଗତର ସର୍ବକନିଷ୍ଠ ବିଜେତା ହେବା ନିଶ୍ଚିତ ଭାବେ ଅବିସ୍ମରଣୀୟ।
ଚେସରେ ଟାଇଟଲ୍ ହାସଲ କରି ଦେଶର ନାଁ ରଖିଲେ ଗୁକେଶ । କିନ୍ତୁ ସଫଳତାର ଶ୍ରେୟ ନେବାକୁ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆରେ ଚାଲିଛି ଯୁଦ୍ଧ ।
ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।
କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।
୭ ରାଉଣ୍ଡର ଗେମ୍ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।
ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି।
ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ ବିଶ୍ୱନାଥନ୍ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ।
ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ହେଉଛି ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ଆଜି ଏହି ଦିବସ ପାଳନ ହେଉଥିବାରୁ ଆସନ୍ତୁ ଜାଣିବା ବିଶ୍ୱ ଚେସ୍ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ।
ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।