• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Rajeev Kumar
ଗୁଇନ୍ଦା ରିପୋର୍ଟ ପରେ ରାଜୀବ କୁମାରଙ୍କ ବଢ଼ିଲା ସୁରକ୍ଷା, ଚାରିପଟେ ଜଗିବେ NSG କମାଣ୍ଡୋ

‘Z’ ସୁରକ୍ଷାରେ ପ୍ରାୟ ୨୨ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।

hydrating fruits
ଖରା ଦିନେ ଖାଆନ୍ତୁ ଏହି ଫଳ; ଶରୀରକୁ ରଖିବ ହାଇଡ୍ରେଟ୍ ! 

ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ତେବେ ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ ।

Dhoni Fan
‘ମତେ ୮୨ ବର୍ଷ, ମୁଁ କେବଳ ଧୋନିଙ୍କୁ ଦେଖିବାକୁ ଆସିଛି’

୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।

Ranbir kapoor intense training video for Ramayana
Viral Video: ରାମାୟଣ ପାଇଁ ଝାଳ ବୁହାଉଛନ୍ତି ରଣବୀର; କରୁଛନ୍ତି କାର୍ଟହ୍ୱିଲ୍, ଚଢୁଛନ୍ତି ପାହାଡ଼

ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ରାମାୟଣ' ଫିଲ୍ମ ପାଇଁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରିତ୍ର ବ୍ୟତୀତ ଅନ୍ୟ କେତେକଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ସମସ୍ତଙ୍କୁ ସେହି ଚରିତ୍ର ପରି ଦେଖାଇବା ପାଇଁ ମେକ୍ ଇନ୍ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଏହି ସମୟରେ ରଣବୀର କପୁରଙ୍କ କଠିନ ବ୍ୟାୟାମ ଏବଂ ବ୍ୟାୟାମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

Kgf will b forgotten salaar will also look small when thangalaan will be released
ସାଉଥ୍‌ରୁ ଆସୁଛି ଆଉ ଏକ ଦମଦାର ଫିଲ୍ମ; KGFକୁ ଭୁଲିଯିବେ, ସାଲାର୍‌ ପଡିଯିବ ଫିକା

ବହୁ ପ୍ରତୀକ୍ଷିତ ପାନ ଇଣ୍ଡିଆ ଫିଲ୍ମ 'ଥଙ୍ଗାଲାନ' ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ନେଇ ଏହାର ଘୋଷଣା କରାଯାଇଛି। ଏହାର ଝଲକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଗୋଟିଏ କଥା ସମସ୍ତଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇ ରହିଛି ଏବଂ ଏହା ହେଉଛି କୋଲାର ଗୋଲ୍ଡ ଫିଲ୍ଡର କାହାଣୀ।

stock market
ଷ୍ଟକ ବଜାରରେ ରେକର୍ଡ଼; ପ୍ରଥମ ଥର ପାଇଁ ୭୫,୦୦୦ ଟପିଲା ସେନ୍ସେକ୍ସ...

ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି । 

Car Accident
ଘରକୁ ଫେରିବା ବେଳେ ଘାଟିରୁ ଖସିଲା ଗାଡ଼ି; ୭ ନେପାଳୀ ମୃତ

ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି।

Gold Price Today
Gold Price Today 9th April 2024: ଆକାଶ ଛୁଆଁ ସୁନା ଦର, ୭୧ ହଜାର ଟପିଲା ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି।

Siddaramaiah
ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇଲେ ଫୁଲହାର, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।

Samosa Stuffing
କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରେ ଭର୍ତ୍ତି କଲେ କଣ୍ତୋମ, ଗୁଟଖା ଓ ପଥର !

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ।

beef-mixed samosas
ସିଙ୍ଗଡ଼ାରେ ଗୋମାଂସ ଭର୍ତ୍ତି କରି ବିକୁଥିଲେ; ଗିରଫ ହେଲେ ୬ ଜଣ ବ୍ୟକ୍ତି...

 ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...

chaitra navratrra puja know the puja vidhi
Basantika Durga Puja 2024: ଚୈତ୍ର ନବରାତ୍ରର ମହିମା; ଜାଣନ୍ତୁ କେଉଁଦିନ ପୂଜିବେ କେଉଁ ଦେବୀ

ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।

Sri ram Mandir
କବଜା କରିଥିଲେ ମାଓବାଦୀ, ୨୧ ବର୍ଷ ପରେ ଶ୍ରୀରାମ ମନ୍ଦିର ଖୋଲିଲେ ଯବାନ

ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ ।

Solar Eclipse
ମହାକାଶରୁ ଏମିତି ଦେଖାଗଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ; ଭିଡ଼ିଓ ସେୟାର କଲା ନାସା...

ଆମେରିକା ମହାଦେଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ଆମେରିକା, କାନାଡ଼ା ଓ ମେକ୍ସିକୋରେ ଦିଶିଛି ପୂର୍ଣ୍ଣ ସୂର୍ଯ୍ୟ ପରାଗ ।

BJP
ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ବିଶ୍ୱାସ, ଓଡ଼ିଶା-ପଶ୍ଚିମବଙ୍ଗରେ BJP ପାଲଟିବ ଏକ ନମ୍ବର ଦଳ

ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ।

Panchang Today
Panchang Today 9th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Viral Video Smart advertising idea of marketing
Viral Video: ନିଜ ସଂସ୍ଥାକୁ ବିଜ୍ଞାପନ କରିବାର ନୂଆ ତରିକା; କେହି ବି ଅଣଦେଖା କରିପାରିବେ ନାହିଁ

ଆଜିକାଲି ନିଜ ସଂସ୍ଥାର ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ।

Accident
ଡ୍ୟୁଟି କରୁଥିବା ବେଳେ ଧକ୍କା ଦେଲା ଗାଡ଼ି, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି ।

elephant creeper tonic for the nerves and brain and boost men stamina
Health Benefits: ଭାରି ଉପକାରୀ ଏହି ଗଛ; ପୁରୁଷର ସ୍ପର୍ମ କାଉଣ୍ଟକୁ ବଢାଏ, ନାରୀକୁ ସୌନ୍ଦର୍ଯ୍ୟ ଦିଏ

ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।

Ram Lalla
Video: କାଲିଠୁ ଚୈତ୍ର ନବରାତ୍ରୀ; ସୁନା-ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ରାମ ଲାଲା...

ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି । 

Superman
ଆଶ୍ଚର୍ଯ୍ୟ ! ୪୯ କୋଟି ଟଙ୍କାରେ ବିକ୍ରି ହେଲା ସୁପରମ୍ୟାନ୍‌ ଓରିଜିନାଲ କମିକ୍‌ ବୁକ୍‌...

କିଛି ବର୍ଷ ପୂର୍ବରୁ ଏହାର ଗୋଟିଏ ଗପ ବହି ମାତ୍ର କିଛି ଟଙ୍କାରେ ମିଳି ଯାଉଥିଲା । କିନ୍ତୁ ସମୟ ବଦଳିବା ସହିତ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଲା । ହେଲେ ଆଜିର ନିଲାମୀ ବିଷୟରେ ଯିଏ ଶୁଣିବ ତା’ର ହୋସ୍‌ ଉଡ଼ିଯିବ । ଏକ କି ଦୁଇ ନୁହେଁ, ୪୯ କୋଟି ଟଙ୍କାରେ ବିକ୍ରି ହୋଇଛି ସୁପରମ୍ୟାନ୍‌ ଗପ ବହି ।

Odisha politics jump from party to party for ticket
ନେତାଙ୍କ କ୍ୟାରିୟର ପାଇଁ ବାଜିରେ ଲାଗିଛି ନୀତି-ନୈତିକତା-ଆଦର୍ଶ

୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ତା'ଆଗରେ ଏପ୍ରିଲ ମାସର ୪୩ ଡିଗ୍ରୀ ଟାଣ ଖରା ଯେମିତି କିଛି ନୁହେଁ। ସେଥିରେ ପୁଣି ନେତାଙ୍କ 'ଟିକେଟ୍‌' ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ! ଖାସ୍ କରି ଟିକେଟ୍‌କୁ ନେଇ ଟେନ୍‌ସନ୍‌। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍‌ ନେଇ ପ୍ରଚାରରେ ଲାଗିଗଲେଣି।

Fight At Taj Mahal
ରିଲ୍ସ ପାଇଁ ତୁମୁଳ କାଣ୍ତ: ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ, ଦେଖନ୍ତୁ ଭିଡ଼ିଓ...

ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍‌ଏଫ୍‌ ଯବାନ ହାତାହାତି ହୋଇଛନ୍ତି ।

Indian Merchant Navy Recruitment apply for 4000 posts
Indian Navy Recruitment : ନେଭୀରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୦ ହଜାର

ଭାରତୀୟ ମର୍ଚାଣ୍ଟ ନେଭୀରେ ଚାକିରି ପାଇବା ପ୍ରତ୍ୟେକ ଯୁବକଙ୍କ ସ୍ୱପ୍ନ। ଯଦି ଆପଣ ମଧ୍ୟ ଭାରତୀୟ ମର୍ଚାଣ୍ଟ ନେଭୀରେ ଯୋଗଦେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ। ଏଥିପାଇଁ ଭାରତୀୟ ମର୍ଚାଣ୍ଟ ନେଭୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Stock Market
ନୂଆ ଇତିହାସ ରଚିଲା BSE, 400 ଲକ୍ଷ କୋଟିରେ ପହଞ୍ଚିଲା m-cap

ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍‌କ୍ୟାପ୍‌ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।