• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Eid Ul Fitr

Eid-ul-Fitr 2025
Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। 

Eid-Ul-Fitr
ଇଦ୍‌ରେ ଚଳଚଞ୍ଚଳ ସବୁ ମସଜିଦ୍‌; ପରସ୍ପରଙ୍କୁ ଆଲିଙ୍ଗନ କରି ଜଣାଇଲେ ଶୁଭେଚ୍ଛା

ଇଦ୍-ଉଲ୍‌-ଫିତର ପର୍ବ, ଯାହା ମିଠା ଇଦ୍ ଏବଂ ଇଦ-ଅଲ୍‌-ଫିତର ନାମରେ ମଧ୍ୟ ଜଣାଶୁଣା, ଇସ୍‌ଲାମ୍‌ର ପବିତ୍ର ଉପବାସର ରମଜାନ ମାସର ସମାପ୍ତିର ପ୍ରତୀକ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।

Eid
ଆନନ୍ଦ ଉତ୍ସାହର ସହ ପାଳିତ ହେଉଛି ଇଦ୍, ମସଜିଦ୍‌ରେ ଚାଲିଛି ସମୂହ ନମାଜ ପାଠ

ଗତ ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ୧୧ ତାରିଖରେ ଇଦ୍‌ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ।

History and importance of Eid
କେବେ ଓ କାହିଁକି ଆରମ୍ଭ ହୋଇଥିଲା ଇଦ୍-ଉଲ୍-ଫିତର

ଇଦ୍-ଉଲ୍-ଫିତର ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ। ପବିତ୍ର ରମଜାନ ମାସ ଶେଷ ହେବା ପରେ ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ। ପ୍ରାୟ ଏକ ମାସ ରୋଜା କରିବା ପରେ ଚାନ୍ଦ ଦେଖାଯାଏ ଏବଂ ଏହା ପରେ ଇଦ୍ ତାରିଖ ଜଣା ପଡିଥାଏ ବୋଲି ବିଶ୍ୱାସ ରହିଛି।

ଇଦ୍‌ ପାଇଁ ଭୁବନେଶ୍ୱର ଉତ୍ସବମୁଖର
ଇଦ୍‌ ମୁବାରକ୍‌: ମସଜିଦରେ ସମୁହ ନମାଜ ପାଠ

ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ପାଇଁ ଉତ୍ସବମୁଖର ହୋଇଉଠିଛି ମସଜିଦ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି।