• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sanju Samson

sreesanth
S Sreesanth Banned for Three Years: ମହଙ୍ଗା ପଡିଲା ବିବାଦୀୟ ବୟାନ, ଶ୍ରୀସନ୍ଥଙ୍କୁ ୩ ବର୍ଷ ବାସନ୍ଦ କଲା କେସିଏ

ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ସମୟରେ ବିବାଦର ପୋଷ୍ଟର ବୟ ରହିଥିବା ଶ୍ରୀସନ୍ଥ ପୁଣି ଥରେ ବିବାଦ ଘେରରେ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ସଞ୍ଜୁ ସାମସନ ଭାରତୀୟ ଟିମରେ ସାମିଲ ହୋଇ ପାରି ନ ଥିଲେ। କେରଳ ଦଳ ପକ୍ଷରୁ ସଞ୍ଜୁଙ୍କୁ ବିଜୟ ହଜାରେ ଟ୍ରଫି ଦଳରେ ସାମିଲ କରା ଯାଇ ନ ଥିବା ବେଳେ ସେ ଭାରତୀୟ ଦଳରୁ ବାଦ ପଡିଥିଲେ।

ରାହୁଲ ଦ୍ରାବିଡ୍‌
Rajasthan Royals Performance: ରାଜସ୍ଥାନ ରୟାଲ୍ସରେ ଫାଟ ! ଦଳରେ ମତଭେଦ ଓ ସଞ୍ଜୁଙ୍କୁ ନେଇ ମୁହଁ ଖୋଲିଲେ ଦ୍ରାବିଡ, କହିଲେ...

ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ, ଦ୍ରାବିଡ ସେହି ରିପୋର୍ଟଗୁଡ଼ିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଦଳ ଭିତରେ ସବୁକିଛି ଠିକ୍ ନଥିଲା ।

 Sanju samson Father Accused Dhoni
Sanju Samson Father Accused Dhoni: ସଞ୍ଜୁ ସାମ୍‌ସନଙ୍କ ବାପାଙ୍କ ବିସ୍ପୋରକ ବୟାନ; କହିଲେ-ଧୋନି, ବିରାଟ ଓ ରୋହିତ ମୋ ପୁଅର କ୍ୟାରିୟର ନଷ୍ଟ କରିଦେଲେ

ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି  କ୍ରିକେଟର ସଞ୍ଜୁ ସାମ୍‌ସନଙ୍କ ବାପା ସାମ୍‌ସନ ବିଶ୍ୱନାଥ । 

IPL 2024
ସଞ୍ଜୁଙ୍କୁ ମିଳିଲା ବଡ଼ ଦଣ୍ତ, ୧୨ଲକ୍ଷ ଟଙ୍କା ଯିବ ହାତରୁ... ଜାଣନ୍ତୁ କାହିଁକି

ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।

samson-1
ପୁଅର କ୍ରିକେଟ୍ କ୍ୟାରିୟର ପାଇଁ ବାପା ଛାଡ଼ିଥିଲେ ପୋଲିସ ଚାକିରି, ପୁଅ ଆଜି IPL ଟିମ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳର ଦାୟିତ୍ୱ ଯୁବ ବ୍ୟାଟ୍ସମ୍ୟାନ୍ ସଞ୍ଜୁସାମସନଙ୍କୁ ଦିଆଯାଇଛି । ସଞ୍ଜୁ ସାମସନଙ୍କ ନାଁ ପ୍ରଥମେ ୨୦୧୭ ଆଇପିଏଲରେ ର୍ଚଚ୍ଚାକୁ ଆସିଥିଲା । ସେ ଆଇପିଏଲର ଦଶମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବେଳେ ମାତ୍ର ୬୩ ବଲରେ ଧୁଆଁଧାର ଶତକ ସହ ୧୦୨ ରନ୍ କରିଥିଲେ । ଏହା ପରେ ସେ ସମସ୍ତଙ୍କ ନଜରକୁ ଆସିଥିଲେ […]