• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tamil Nadu Cm Mk Stalin

ନବୀନ ବଦଳାଇଲେ ଷ୍ଟାଣ୍ଡ
Special Story: ତାମିଲନାଡୁ ଶରଣରେ ନବୀନ, ବଦଳାଇଲେ ଷ୍ଟାଣ୍ଡ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ କେନ୍ଦ୍ର ସରକାର ବିରୋଧୀ ମେଳି କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇ ବିଜେଡି ମୁଖିଆ ଭିଡିଓ ବାର୍ତ୍ତା ଦେଇ ଜଣାଇବାକୁ ଚାହିଁଛନ୍ତି ଆଉ ଏନଡିଏକୁ ନୁହେଁ କଂଗ୍ରେସକୁ ସପୋର୍ଟ କରିବେ ।

ଡିଲିମିଟେସନ୍‌: ବିରୋଧୀ ମେଳି
Delimitation JAC meeting: ଚେନ୍ନାଇରେ ଡିଲିମିଟେସନ ବିରୋଧୀ ଗୋଷ୍ଠୀଙ୍କ ମେଳି, ବିଜେଡି ସହ ୮ ରାଜ୍ୟର ବିରୋଧୀ ଦଳ ପ୍ରତିନିଧି ସାମିଲ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

rupee symbol
Rupee Symbol: କେନ୍ଦ୍ର ସହ ତୁତୁ ମେମେ, ବଜେଟ୍‌ରୁ ରୁପି ସିମ୍ବଲ୍ ବଦଳାଇଲେ ଷ୍ଟାଲିନ ସରକାର

ଭାଷା ବିବାଦ ମଧ୍ୟରେ ତାମିଲନାଡୁ ସରକାର ରାଜ୍ୟରେ ରୁପି ବା ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ବଜେଟରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଅକ୍ଷର 'ରୁ' ବ୍ୟବହାର କରିଛନ୍ତି । ଏହାକୁ ନେଇ ସାରା ଦେଶରେ ଦେଖାଦେଇଛି ରାଜନୈତିକ ହଟଚମଟ ।

ବଦଳିଗଲା କି ସମଦୂରତା ନୀତି ?
Naveen Patnaik: ବଦଳିଗଲା କି ବିଜେଡିର ସମଦୂରତା ନୀତି ? ବିରୋଧୀ ଶିବିରରେ ଶଙ୍ଖଦଳ ମିଶୁଥିବା ନେଇ ଚର୍ଚ୍ଚା

ବଳି ପଡ଼ିଲା କି ବିଜେଡିର ସମଦୂରତା ନୀତି ? ବିପର୍ଯ୍ୟୟ ପରେ ବିରୋଧୀ ଶିବିରରେ ଯୋଗ ଦେବ କି ବିଜେଡି ? ତାମିଲ ନେତାଙ୍କ ସମର୍ଥନରେ ବାହାରି ଜାତୀୟ ରାଜନୀତି ଆଡ଼କୁ ଆଖେଇଛନ୍ତି କି ନବୀନ ?

Udyanath Stalin
ତାମିଲନାଡ଼ୁ ରାଜନୀତିରେ ବଡ଼ ହଲଚଲ୍‌, ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।

Modi on DMK
ପୁଣି ଷ୍ଟାଲିନ୍‌ଙ୍କ ଉପରେ ବର୍ଷିଲେ ମୋଦି... କହିଲେ, ‘ତାମିଲନାଡୁକୁ ଲୁଟ୍‌ କରୁଛି ପୂରା ପରିବାର’

ତାମିଲନାଡୁର ଭେଲୋରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦୁର୍ନୀତି ଉପରେ DMKର ସମ୍ପୂର୍ଣ୍ଣ କପିରାଇଟ୍ ରହିଛି, ପୂରା ପରିବାର ତାମିଲନାଡୁକୁ ଲୁଟ୍‌ କରୁଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

Tamil Nadu CM MK Stalin
ଆମ୍ବୁଲାନ୍ସ ଦେଖି ଅଟକିଗଲେ ମୁଖ୍ୟମନ୍ତ୍ରୀ: ଆଗେ ଆଗେ ଗଲା ଆମ୍ବୁଲାନ୍ସ

ରାସ୍ତାରେ ଯାଉଥିଲା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ କାରକେଡ୍‌। ହଠାତ୍‌ ଆସିଗଲା ଆମ୍ବୁଲାନ୍ସ। ନିଜ କାରକେଡ୍‌ ରଖି ଅଟକିଗଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ, ପରେ ନିଜେ ଗଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ...