• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coffee

worlds most expensive coffee is made with elephant poop
Ajab Gajab: ହାତୀ ମଳରୁ ତିଆରି ହେଉଛି ମହଙ୍ଗା କଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଦୁନିଆର ସବୁଠାରୁ ଦାମୀ କଫି, ‘ବ୍ଲାକ୍ ଆଇଭରୀ ବ୍ଲେଡ୍’ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏକ କିଲୋଗ୍ରାମ କଫିର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା। ଏହି କଫି ହାତୀ ମଳରୁ ହୋଇଥାଏ ତିଆରି।

Coffee Mission
ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ କୋରାପୁଟ ଜିଲ୍ଲାରେ ହୋଇପାରୁନି କାର୍ଯ୍ୟକାରୀ

କଫି ଚାଷ ପାଇଁ ଚାଷୀମାନଙ୍କୁ ଆକୃଷ୍ଟ ଓ ସେମାନଙ୍କ ଅର୍ଥନୈତିକ ବିକାଶ ଲକ୍ଷ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୋରାପୁଟ କଫିର ସମ୍ପ୍ରସାରଣ ପାଇଁ କ୍ୟାବିନେଟ ନିଷ୍ପତି ବି ନିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ଉତ୍ସାହ ରହିଛି କିନ୍ତୁ ଦୁଇ ବର୍ଷ ତଳେ ଘୋଷଣା ହୋଇଥିବା କଫି ମିଶନ ଏହି ଜିଲ୍ଲାରେ କାର୍ଯ୍ୟକାରି ହୋଇ ପାରିନାହିଁ....

Coffee
ମହିଳାଙ୍କ ଉପରେ ପଡ଼ିଗଲା ଗରମ କଫି, ୨୪ କୋଟି ଟଙ୍କା କ୍ଷତିପୂରଣ ଦେବେ ରେଷ୍ଟୁରାଣ୍ଟ ମାଲିକ

୨୦୨୧ରେ ଜର୍ଜିଆରେ ଜଣେ ମହିଳା କଫି ପିଇବାକୁ ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ଆସିଥିଲେ। ସେଠାରେ ୱେଟରଜଣଙ୍କ ମହିଳାଙ୍କୁ କଫି ଦେଉଥିବାବେଳେ ହଠାତ ଗରମ କଫି ତାଙ୍କ ଉପରେ ଢ଼ାଳି ଯାଇଥିଲା।

spicejet
କାହିଁକି ବିମାନରେ ଅଲଗା ଅଲଗା ଖାଦ୍ୟ ଖାଆନ୍ତି ଦୁଇ ପାଇଲଟ୍‌ ? ଜାଣନ୍ତୁ କାରଣ...

ମାତ୍ର କିଛି ଦିନ ହେବ ପାଇଲଟ୍‌ଙ୍କ ଏହି ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପାଇଲଟ୍‌ ଗୋଟିଏ ଗୁଜିଆ ଧରିଥିବା ଦେଖିବାକୁ ମିଳିଥିଲା ।

Koraput Coffee
ବିଶ୍ୱ ବଜାରରେ ବଢୁଛି କୋରାପୁଟ କଫିର ଚାହିଦା

ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା। ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି। ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଂ, ତାଠୁ ଆହୁରି ଆଗରେ।