୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ ।
ବାଇକ ସ୍କାନ କଲେ ବାହାରୁଛି ଚା’ । କଥାଟି ଅବିଶ୍ୱାସ ହେଲେ ମଧ୍ୟ ସତ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଚା’ ମାଗିବାରୁ ଆଖିରେ ଛୁରୀ ଭୁଷିଦେଲା । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ । ସ୍ୱାମୀ ଚା’ ପାଇଁ କହିବାରୁ ସ୍ତ୍ରୀ ତା’ ଆଖିରେ ଛୁରୀ ଭୁଷି ଦେଇଛି ।
ବଜାରରେ ଚା’ ଅନେକ ପ୍ରକାରର ରହିଛି । ସମସ୍ତ ଚା’ର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ହେଲେ ଆସାମର ଏକ ସ୍ଥାନରେ ବହୁତ ଦାମୀ ଚା’ର ଉତ୍ପାଦନ ହୋଇଥାଏ ।
ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ ବୁଲୁଚନ୍ତି କଟକର ଗଳିକନ୍ଦିରେ ଆଉ ଛକ ଛକରେ ଅଟକି ଲୋକଙ୍କୁ ଚା ଦେଉଛନ୍ତି ଲୋକେ ବି ଚା ପିଇ ଖୁବ୍ ପ୍ରଶଂସା କରୁଛନ୍ତି