ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ପ୍ରସିଦ୍ଧ ଅଭିନେତ୍ରୀ ଜିନ୍ନତ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ ।
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବନି ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀ ମନୋରଞ୍ଜନ ଦାସଙ୍କ ପକ୍ଷରୁ ଦାୟର ଏକ ମାମଲାରେ ଜଷ୍ଟିସ ଆର.କେ. ପଟ୍ଟୟନାୟକ ସ୍ପଷ୍ଟ କରିଛନ୍ତି ଯେ, ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏକା କଥା ନୁହେଁ ।
ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବିବାହର ପ୍ରତିଶ୍ରୁତି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ନହେବାରୁ ସଂପୃକ୍ତ ମହିଳା ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମ୍ପ୍ଲେନ କେସ ଦାୟର କରିଥିଲେ ।
କୁକୁର-ବିଲେଇଙ୍କ ନିଆରା ପ୍ରେମ କାହାଣୀ । କେହି କାହାରିକୁ ଦଣ୍ଡେ ଛାଡୁନାହାନ୍ତି । କୁକୁର ସହ ଦିନରାତି ଖେଳୁଛି ବିଲେଇ । ୟାଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ, ପାରିବେନି କେହି ଅଲଗା କରି ।
ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।
ଏମିତି ଭାଇଙ୍କ କାହାଣୀ ... ଯାହା ଜାଣିଲେ ଆପଣ ବି ଆପଣଙ୍କ ଘରେ ସେମିତି କାହାଣୀର କାମନା କରିବେ
ପ୍ରେମ କଲେ, ଧୋକା ଦେଲେ....ଏବେ ଯୁବକଙ୍କ ଘର ଦୁଆରେ ଯୁବତୀ ଯାଇ ବସିଲେ....ଦେଖନ୍ତୁ ଏହି ଭିଡ଼ିଓ