• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Debashis Nayak takes a dig at BJD
‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’ 

kisses woman during campaign
ନିର୍ବାଚନ ପ୍ରଚାର ବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ନେତା, ଭାଇରାଲ ହେଲା ଫଟୋ...

ସଂପୃକ୍ତ ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି ।

Rat Embedded In Ice
ଥଣ୍ତା ପାନୀୟ ପିଉଥିଲେ ସାବଧାନ ! ବରଫ ଭିତରୁ ବାହାରିଲା ମଲା ମୂଷା...

ପୁଣେ ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା । କିନ୍ତୁ ଦୁଇ ଦିନ ମଧ୍ୟରେ ଘଟିଥିବା ଘଟଣା ପୁଣେକୁ ଲଜ୍ଜିତ କରିଛି । ଗତକାଲି ସିଙ୍ଗଡ଼ା ଭିତରୁ କଣ୍ଡୋମ ବାହାରିଲା ଥିଲା । ଆଜି ପୁଣି ବରଫରୁ ବାହାରିଛି ମଲା ମୂଷା ।

Boney kapoor trolled for placing his hand on priyamani waist
Viral Video: ଛି… ଛି…! ବୋନି କପୁରଙ୍କ ଏ କି ଆଚରଣ; ପ୍ରିୟାମଣୀଙ୍କ ସହ କଲେ ଏମିତି ବ୍ୟବହାର

ବୋନି କପୁର ଓ ପ୍ରିୟାମଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି ସମୟରେ ନିର୍ମାତା ଅଭିନେତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯେତେବେଳେ ସେମାନେ ପାପାରାଜି ପାଇଁ ଏକାଠି ପୋଜ୍ ଦେଉଥିଲେ, ନିର୍ମାତା ଅଭିନେତ୍ରୀଙ୍କ କାନ୍ଧ ଏବଂ ଅଣ୍ଟାରେ ହାତ ରଖିଥିଲେ, ଯାହାକୁ ନେଟିଜେନ୍ସ ଆଦୌ ପସନ୍ଦ କରୁ ନାହାନ୍ତି।

five-die-after-trying-to-rescue-cat
କୂଅରେ ପଡି ଛଟପଟ ହେଉଥିଲା ବିଲେଇ...ଉଦ୍ଧାର କରିବାକୁ ଯାଇ ଚାଲିଗଲା ୫ଜୀବନ

ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି।ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Kangana ranaut cleared why she made emergency movie
'ଏମର୍‌ଜେନ୍ସୀ' କୁ ନେଇ କଙ୍ଗନାଙ୍କ ଖୁଲାସା; ଇନ୍ଦିରା ଗାନ୍ଧୀଙ୍କୁ ନେଇ କହିଲେ ଏମିତି

କଙ୍ଗନା କହିଛନ୍ତି ଯେ ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ସଚ୍ଚୋଟତାର ସହିତ ପରଦାରେ ଚିତ୍ରିତ କରିବାକୁ ଚେଷ୍ଟା କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ମହିଳାମାନଙ୍କ ଉପରେ ନିଜର ମତ ଏବଂ ଚଳଚ୍ଚିତ୍ର ପ୍ରତି ତାଙ୍କର ଦୃଷ୍ଟିକୋଣକୁ ମଧ୍ୟ ପ୍ରକାଶ କରିଥିଲେ।

Patanjali
ଖାରଜ ହେଲା କ୍ଷମା ପ୍ରାର୍ଥନା, ଜାଣି ଜାଣି ଭୁଲ କରିଛି ପତଞ୍ଜଳି: ସୁପ୍ରିମକୋର୍ଟ

କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଗତ କିଛିଦିନ ତଳେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

CyberFraud
ମିଳିଲା କର୍ମଫଳ...କମ୍ପାନୀରୁ ଠକି ନେଇଥିଲେ ୧କୋଟି, ଲୁଟିନେଲା ସାଇବର ଠକ

ପୋଲିସର ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ବିଭିନ୍ନ କାରବାର ମାଧ୍ୟମରେ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ୧.୦୮କୋଟି ଟଙ୍କା ଉଠାଇଥିଲେ। ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀର ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।

AI will be smarter than humans
ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

ମଣିଷଠାରୁ ଅଧିକ ବୁଦ୍ଧିମାନ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଟେସଲାର ସିଇଓ ଏଲନ ମସ୍କଙ୍କ କହିବାନୁସାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ୨୦୨୬ ସୁଦ୍ଧା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଠୁ ମଧ୍ୟ ଅଧିକ ବୁଦ୍ଧିମାନ ହୋଇଯାଇଥିବ।

gold price today
Gold Price Today 10th April 2024: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୧୧୦ ଟଙ୍କା ହୋଇଛି।

Aligarh lok sabha seat candidate wearing a garland of slippers for campaigning
Viral Video: ନିର୍ବାଚନର ଅଜବ ପ୍ରଚାର… ଜଣେ ପ୍ରାର୍ଥୀ ଚପଲ ମାଳ ପକେଇ ମାଗୁଛନ୍ତି ଭୋଟ୍, ଜଣେ ସୂର୍ଯ୍ୟଙ୍କୁ ଗ୍ରାସୁଛନ୍ତି

ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରମ୍ପଙ୍କ ନିର୍ଚାଚନୀ ପ୍ରଚାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Garlic juice benefits for hair growth
Hair Care: ଚୁଟିରେ ଏହି ଉପାୟରେ ଲଗାନ୍ତୁ ରସୁଣ ରସ; ପାଚିବ ନାହିଁ କି ଝଡ଼ିବ ନାହିଁ

ସୁସ୍ଥ ଏବଂ ପ୍ରାକୃତିକ ଉପାୟରେ ଚୁଟିର ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ଆପଣ କେଶର ସ୍ୱାସ୍ଥ୍ୟରେ ପ୍ରକୃତ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ରସୁଣ ସହିତ କେଶର ଯତ୍ନ ନେବା ପାଇଁ କିଛି ଟିପ୍ସ କହିବୁ। ଜାଣନ୍ତୁ…

Parrot Predicts Lok Sabha Election Result
ଲୋକସଭା ନିର୍ବାଚନରେ ​​କିଏ ଜିତିବ ? 'ଭବିଷ୍ୟବାଣୀ' କଲା ଶୁଆ; ଅଡୁଆରେ ମାଲିକ...

ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରିଛି ଶୁଆ । ଯାହାକୁ ନେଇ ଏବେ ସୁବଆଡ଼େ ଚର୍ଚ୍ଚା । ଏଭଳି ଘଟଣା ଘଟିଛି ତାମିଲନାଡୁର କୁଡାଲୋର ଅଞ୍ଚଳରେ ।

chandrayaan
ଚନ୍ଦ୍ରଯାନ-୪ରେ ଜହ୍ନରୁ ଆସିବ ମାଟି; ସ୍ପଷ୍ଟ କଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ

ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଚତୁର୍ଥ ଚନ୍ଦ୍ର ଅଭିଯାନ ୨ଟି ପର୍ଯ୍ୟାୟ ହେବ ଏବଂ ଏଥିପାଇଁ ୨ଟି ଭିନ୍ନ ଭିନ୍ନ ରକେଟ୍ ଲଞ୍ଚ୍ କରାଯିବ। ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

Chhattisgarh Bus Accident
ମର୍ମନ୍ତୁଦ ଦୁର୍ଘଟଣା: କାମ ସାରି ଘରକୁ ଫେରିବା ବେଳେ ଖଣିକୁ ଖସିଲା ବସ୍; ୧୨ ମୃତ...

Chhattisgarh Bus Accident: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ଜଣଙ୍କ ଗଲା ଜୀବନ, ୧୨ରୁ ଅଧିକ ଆହତ । ଦୁର୍ଗର ଏକ ଖଣି ଖାତରେ ଖସିପଡ଼ିଲା ବସ୍  ।

Panchang Today
Panchang Today 10th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ, ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

congress manifesto
‘ମାଗଣା ଯୋଜନା ପାଇବାକୁ ହେଲେ ମଧ୍ୟବିତ୍ତଙ୍କ ଟିକସ ବଢ଼ାଇବାକୁ ପଡ଼ିବ’

ଉକ୍ତ ବ୍ୟକ୍ତିଙ୍କ କଥାକୁ ସ୍ୱୀକାର କରିଛନ୍ତି ପିଟ୍ରୋଡା, ଆଉ ସେହି ଭିଡିଓରେ ହିଁ କହିଛନ୍ତି ଯେ, ମଧ୍ୟବିତ୍ତଙ୍କ ପାଇଁ ଟିକସ ବଢ଼ିବ ସତ । ହେଲେ ଏହା ବିଶେଷ ପ୍ରଭାବ ପକାଇବ ନାହିଁ ।

Drugs
ମଣିଷ ହାଡ଼ରୁ ତିଆରି ଡ୍ରଗ୍ସ କବଳରେ ପୂରା ଦେଶ, ଲାଗୁ ହେଲା ଜରୁରୀ ପରିସ୍ଥିତି

ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

Earthquake in Indonesia
ଭୂକମ୍ପରେ ଥରିଲା ଇଣ୍ତୋନେସିଆ; ରିକ୍ଟର ସ୍କେଲ୍‌ରେ ତିବ୍ରତା ୬.୬

ଭୂକମ୍ପ ନେଇ କୌଣସି ସଂକେତ ମିଳିନଥିଲା। ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍‌ ପ୍ରଭାବିତ ହୋଇଛନ୍ତି।

Ram Lala
ରାମ ନବମୀରୁ ଅଯୋଧ୍ୟା ରାମ ମନ୍ଦିରରେ ‘ସୂର୍ଯ୍ୟ ତିଲକ’

ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଛି। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।

Arvind Kejriwal
ଆପ୍‌କୁ ହାଇକୋର୍ଟଙ୍କ ଛାଟ; କହିଲେ, କେଜ୍ରିୱାଲ୍‌ଙ୍କ ଗିରଫ ବେଆଇନ୍‌ ନୁହେଁ..

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ।

Slipper Garland
ସ୍ଲିପର ଚପଲକୁ ମାଳ କରି ବେକରେ ପକାଇଛନ୍ତି ସ୍ୱାଧିନ ପ୍ରାର୍ଥୀ

ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’ ।

Deadlifting
ଆଶ୍ଚର୍ଯ୍ୟ ! ୯ ବର୍ଷ ବୟସରେ ୭୫ କେଜି ଡେଡ୍‌ଲିପ୍‌ଟିଂ...

ଏତେ କମ୍‌ ବୟସରେ ୭୫ କେଜି ଡେଡ୍‌ଲିପ୍ଟିଂ ପୂର୍ବରୁ କେହି କରି ନାହାନ୍ତି ।

railway rites recruitment apply for engineer design expert and other posts
Railway Rites Recruitment: ରେଳବାଇରେ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ

ରେଳ ମନ୍ତ୍ରଣାଳୟ ଅଧିନରେ ଥିବ ଏକ କମ୍ପାନୀ ହେଉଛି RITES ଲିମିଟେଡ୍। ଏଠାରେ ମାସିକ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ ଅଛି। କମ୍ପାନୀ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।