ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି ସିନେମା କାଶ୍ମୀର ଫାଇଲ୍ସ ।
କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।
ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।
ସୋସିଆଲ ମିଡିଆରେ ଶାହାରୁଖ୍ଙ୍କ ‘ପଠାନ୍’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍ଙ୍କୁ ସାର୍ଟଲେସ୍ ଓ ଏଇଟ୍ ପ୍ୟାକ୍ ଦେଖାଇ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ପଞ୍ଜାବରେ ଆପ୍ ସରକାର ଗଠନ କରିଛି। ନୂଆ ମୁଖ୍ୟମନ୍ତ୍ରୀଭାବେ ଭଗବନ୍ତ ମାନ୍ ଶପଥ ନେଇଛନ୍ତି। ଏହାରି ଭିତରେ ପଙ୍ଗା ଗାର୍ଲ କଙ୍ଗନା ରାଣାୱତ ନୂଆ ସରକାର ପ୍ରତି ଉଠେଇଛନ୍ତି ଆଙ୍ଗୁଳି।
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି(ଆପ୍) ଏକାକୀ ୯୨ ଆସନ ଜିତି ଥିଲା।
ହିନ୍ଦୀ ସିନେମାର କମେଡି ବାଦଶାହା ଭାବେ ରାଜପାଲ ଯାଦବ ବେଶ ପରିଚିତ। ବାପା ଚାଷ କରି ତାଙ୍କର ଲାଳନ ପାଳନ କରୁଥିଲେ। ସ୍କୁଲ ପାଠ ଛାଡି ରାଜପାଲ ଦରଜୀ କାମ କରୁଥିଲେ। ଫିଲ୍ମ ଜୀବନ ବି ଥିଲା ସଂଘର୍ଷରେ ଭରା। ଜେଲ୍ ବି ଯିବାକୁ ପଡିଛି।
ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ ।
ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍ କରି କହିଛନ୍ତି।
ବିଶ୍ୱବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ବି ମିଳିଥିଲା କ୍ୟାରିୟର୍ ନଷ୍ଟ ହୋଇଯିବାର ଧମକ । ଭାରତୀୟ ଦୂତାବାସର ଆଗୁଆ ଆଡଭାଇଜରି ସତ୍ତ୍ୱେ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।
ଦେଶବ୍ୟାପୀ ଏୟାର୍ ଆଟାକ୍ ଓ୍ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।
ମଙ୍ଗଳବାର ଦିନ କିଭ୍ ସହରରେ ଥିବା ବଡ଼ ବଡ଼ କୋଠା, ଆପାର୍ଟମେଣ୍ଟ ଓ ବିମାନବନ୍ଦରକୁ ରୁଷ୍ ଟାର୍ଗେଟ କରିଛି । ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି
ଆଜିକାଲି ୟୁଟ୍ୟୁବ୍ ଏକ ଭଲ ରୋଜଗାରର ମାଧ୍ୟମ ହୋଇଯାଇଛି। ନୂଆ ନୂଆ ଇନ୍ଫ୍ଲ୍ୟୁଏନସର୍ଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ ଏମିତି ଜଣେ ୟୁଟ୍ୟୁବର୍ ସାମ୍ନାକୁ ଆସିଛନ୍ତି ଯିଏ ମାତ୍ର ୪୨ ସେକେଣ୍ଡରେ ୧କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି।
ଜବରଦଖଲକାରୀଙ୍କୁ ବିରୋଧ କରିବାକୁ ଚାଲିଗଲା ଜୀବନ । ଗୋଟିଏ ପରିବାରର ୪ ଜଣ ଜୀବନ ହାରିଲେ ।
ଚୋରଟି ମାତ୍ର ୩୦ ସେକେଣ୍ଡେର ଭାଙ୍ଗି ଦେଉଛନ୍ତି ଗାଡ଼ିର ଲକ୍ । ତେବେ ତାଙ୍କୁ ଗାଡ଼ି ଷ୍ଟାଟ୍ କରିବାକୁ ଆଉ କେତେ ସମୟ ଲାଗିବ ? ଥରେ ଚିନ୍ତା କରନ୍ତୁ ।
ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ। ଦୁଇଟି ବିବାହ କରିବା ପାଇଁ ଲୋକଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ। ଉଭୟ ପତ୍ନୀ ଝଗଡା ନ କରି ଦୁଇ ଭଉଣୀ ଭଳି ଚଳନ୍ତି।
ପ୍ରତ୍ୟେକ ମା’ ନିଜ ସନ୍ତାନର ଲାଳପାଳନ ଠାରୁ ଆରମ୍ଭ କରି ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ମାଆଙ୍କ ସଂଘର୍ଷର କାହାଣୀ ଅଛି ଯାହାକୁ ଜାଣିଲେ ଆପଣ ଆଖି ଲୁହରେ ଭିଜିଯିବ। ତେବେ ଆସନ୍ତୁ ଜାଣିବା ନେହା ଶର୍ମାଙ୍କ ସଂଘର୍ଷର କାହାଣୀ।
ତେଲ ଦର ବୃଦ୍ଧିକୁ ନେଇ ଅନେକ ଅସନ୍ତୋଷ ଦେଖେଇଛନ୍ତି। ଅନେକ ବାଧ୍ୟହୋଇ ଗାଢି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ଏମିତି କିଛି କୌଶଳ ଆପଣେଇଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ଭଳି।
ବୟସ ବୃଦ୍ଧି ସହ ଧିରେ ଧିରେ ଶାରୀରିକ ସ୍ତରରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ। ଏଣୁ ଏସବୁ ସହ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଖାପ ଖୁଆଇବାକୁ ହେଲେ ଆମକୁ ତାଙ୍କର ଖାଦ୍ୟପେୟ ଓ ଜରୁରୀ ପୋଷଣର ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।
ଘରଭଡ଼ା ଦେଇନପାରିବା ବା ଦେବାରେ ଅସଫଳ ହେବା ଦଣ୍ଡନୀୟ ଅପରାଧ ନୁହେଁ । ଏଥିରେ ଭାରତୀୟ ପିଙ୍ଗଳ କୋଡ ବା ଆଇପିସିରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା ନାହିଁ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
୫ ରାଜ୍ୟର ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଇସ୍ତଫା ମାଗିଲେ ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।