• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ukraine Crisis

Russia Ukraine war
ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

Ukraine - Russia War
ଛତ୍ର ଭଙ୍ଗ ଦେଲାଣି ଋଷ ସେନା ! ଭାରି ପଡ଼ିଲାଣି ୟୁକ୍ରେନ୍‌, ଘନ ଘନ କରୁଛି ଏୟାର ଷ୍ଟ୍ରାଇକ୍

ସମଗ୍ର ୟୁକ୍ରେନ୍‌କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।

Russia-Ukraine
ଇଜିୟମ୍‌ରେ ମିଳିଲା ୪୪୦ ମୃତଦେହ, ସାଧାରଣ ଲୋକଙ୍କୁ ମାରିଛି ଋଷ

ହାତ ଓ ବେକ ବନ୍ଧାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ଅଭିଯୋଗ । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି ।

Russian Troop
କମୁଛି ପୁଟିନ ସେନାର ଦବଦବା: ଋଷ ସୀମାରେ ପହଞ୍ଚିଲେ ୟୁକ୍ରେନ୍ ଆର୍ମି

ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।

Vladimir Putin
ୟୁକ୍ରେନ୍ ଆକ୍ରମଣକୁ ଯଥାର୍ଥ ଦର୍ଶାଇଲେ ପୁଟିନ

ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।

Russia’s ambassador to Poland
ରୁଷୀୟ ରାଷ୍ଟ୍ରଦୂତଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।

Russia Ukraine War
ୟୁକ୍ରେନକୁ ଛାରଖାର କରୁଥିବା ଋଷ ପାଳୁଛି ବିଜୟ ଦିବସ

ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।

Ukraine Russia War
ରୁଷୀୟ ସେନା ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ୟୁକ୍ରେନ୍

ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍‌ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।

Russia- Ukraine
ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ ବନ୍ଦରନଗରୀ ମେରିଉପୁଲକୁ ନିୟନ୍ତ୍ରଣକୁ ନେଲା କି ଋଷିଆ ?

ଏହି ଅଞ୍ଚଳକୁ ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍ତ କରାଯାଇଥିବା ଦାବି କରିଛି ଋଷ ଗଣମାଧ୍ୟମ । ତେବେ ଋଷିଆର ଦାବିରେ ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ, ଏହାକୁ ବୃହତ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ପୁତିନ । କାରଣ ଦୀର୍ଘ ଦିନ ହେଲା ଏହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିଲା ଋଷ ସେନା ।

Nuclear Attack
ସତ ହେବ କି ଆମେରିକା ଗୁଇନ୍ଦା ସଂସ୍ଥାର ସତର୍କବାଣୀ?

ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।

Ukraine Russia War
ଜେଲେନସ୍କିଙ୍କୁ ହରାଇବା ପାଇଁ ଚରମ ପଦକ୍ଷେପ ନେବେ କି ପୁଟିନ୍‌?

ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍‌ର ପତନ ଅବସମ୍ଭାବୀ।

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା
ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। 

S. Jaishankar
ବିନା ପରୀକ୍ଷାରେ ପାସ କରିବେ ଯୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌କୁ ସ୍ଥଗିତ ରଖିଛନ୍ତି ।

Ukraine Russia War
ବେଲଗୋରୋଡ ତୈଳ ଡିପୋ ଉପରେ ୟୁକ୍ରେନ୍‌ର ଏୟାର ଷ୍ଟ୍ରାଇକ୍

ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

Ukraine Crisis
ଯୁଦ୍ଧର କରାଳ ରୂପ : ୩୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ିଥିବା ବେଳେ ଦାନା ମୁଠାଏ ପାଉଁ ଡହକବିକଳ ହେଉଛନ୍ତି ସାଧାରଣ ଜନତା

ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।

Sunflower Oil
ଋଷରୁ ୪୫ ହଜାର ଟନ୍‌ ସୂର୍ଯ୍ୟମୁଖୀ ତେଲ କଣିବ ଭାରତ

ଭାରତ ବଜାରରେ ଥିବା ଖାଇବା ତେଲର ଅଭାବକୁ ଦୂର କରିବାରେ ଢ଼େର ସାହାଯ୍ୟ କରିବ ଋଷରୁ ଆମଦାନୀ ତେଲ । ଏହି ଖାଇବା ତେଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ୍‌ରେ ଭାରତ ପହଞ୍ଚିବ ।

Russia-Ukraine War
ବଡ଼ ଖବର: ଏଣିକି ଆଉ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବନି ଋଷିଆ !

ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି ।

Russia Ukraine War
ଯୁଦ୍ଧ ପାଇଁ ସଜା ଭୋଗୁଛନ୍ତି ନିରୀହ : ଋଷ ଆକ୍ରମଣରେ ଏବେ ସୁଦ୍ଧା ୟୁକ୍ରେନ୍‌ର ୧୪୩ ଶିଶୁ ମୃତ, ୨୧୬ ଗୁରୁତର

ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍‌ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।

Biden target Putin
ପୁଟିନଙ୍କୁ ନରହନ୍ତା କହିଲେ ବାଇଡେନ୍‌

ରୁଷ୍ ବାହିନୀ ୟୁକ୍ରେନ୍‌ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି। 

Russia-Ukraine Crisis
ମାରିଉପୋଲରେ ହାହାକାର ସ୍ଥିତି: ଖାଦ୍ୟ ପାଲଟିଛନ୍ତି ବୁଲା କୁକୁର

ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

Russia Ukraine War
ଜେଲେନସ୍କିଙ୍କ ପ୍ରଶ୍ନ: ଋଷ୍‌କୁ ଭୟ କରୁଛି କି ନାଟୋ?

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। 

Russia-Ukraine War
ରାତିକ ଭିତରେ ୬୯ ସେନା ଭିତ୍ତିଭୂମି ଧ୍ୱଂସ କଲା ଋଷିଆ

ୟୁକ୍ରେନ୍ ବି ଜବାବୀ ହମ୍‌ଲା ଜୋରଦାର କରିଛି। 

Russia Ukraine War
ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।

 Ukraine Russia War
ୟୁକ୍ରେନରେ ଦାରୁଣ ମାନବୀୟ ସଂକଟ : ବାସହରା ଲକ୍ଷ ଲକ୍ଷ ଲୋକେ

ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ

Russia Ukraine War
୨ଟି ଜୀବନ ରକ୍ଷାକାରୀ ଔଷଧ ହିଁ ଆମକୁ ଲୋଡ଼ା: WHO

ଋଷ ବ୍ଲାକ୍ ସିରୁ ଲିଭିବ୍‌ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍।