ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।
ସମଗ୍ର ୟୁକ୍ରେନ୍କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।
ହାତ ଓ ବେକ ବନ୍ଧାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ଅଭିଯୋଗ । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି ।
ଫେବୃଆରୀ ଠାରୁ ଏକ ତୃତୀୟାଂଶ ଲଢେଇରେ ରୁଷ ସେନାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଦାବି କରିଛି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରାଳୟ।
ବିଜୟ ଦିବସରେ ପୁଟିନ୍ କୌଣସି ବଡ ଘୋଷଣା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା , ହେଲେ ସେଭଳି କିଛି ବଡ ଘୋଷଣା କରାଯାଇନି ।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।
ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।
ଡ୍ରୋନ୍ ଆକ୍ରମଣରେ ରୁଷୀୟ ପାଟ୍ରୋଲିଂ ବୋଟ୍ରେ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।
ଏହି ଅଞ୍ଚଳକୁ ୟୁକ୍ରେନ ନିୟନ୍ତ୍ରଣରୁ ମୁକ୍ତ କରାଯାଇଥିବା ଦାବି କରିଛି ଋଷ ଗଣମାଧ୍ୟମ । ତେବେ ଋଷିଆର ଦାବିରେ ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ, ଏହାକୁ ବୃହତ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ପୁତିନ । କାରଣ ଦୀର୍ଘ ଦିନ ହେଲା ଏହି ଅଞ୍ଚଳକୁ ନିୟନ୍ତ୍ରଣରେ ରଖିଥିଲା ଋଷ ସେନା ।
ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।
ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍ର ପତନ ଅବସମ୍ଭାବୀ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ।
ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍କୁ ସ୍ଥଗିତ ରଖିଛନ୍ତି ।
ରୁଷର ବେଲଗୋରୋଡ ସହରରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନ୍ ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନର ଦୁଇଟି ଲଢୁଆ ହେଲିକପ୍ଟର ରୁଷ ବାୟୁସୀମାରେ ପଶି ରକେଟ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ମିଳିଛି ।
ବନ୍ଦରନଗରୀ ମରିଉପୁଲରେ ସ୍ଥିତି ଅତି ଉଦବେଗଜନକ ରହିଛି। ୬୦ପ୍ରତିଶତ ଲୋକ ଦେଶ ଛାଡ଼ିଲେଣି । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପିଇବା ପାଣି ବି ନାହିଁ।
ଭାରତ ବଜାରରେ ଥିବା ଖାଇବା ତେଲର ଅଭାବକୁ ଦୂର କରିବାରେ ଢ଼େର ସାହାଯ୍ୟ କରିବ ଋଷରୁ ଆମଦାନୀ ତେଲ । ଏହି ଖାଇବା ତେଲ ଆସନ୍ତା ମାସ ଅର୍ଥାତ ଏପ୍ରିଲ୍ରେ ଭାରତ ପହଞ୍ଚିବ ।
ଆଜିକୁ ୩୫ ଦିନ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଆଜି ବି ଜୋରଦାର ଆକ୍ରମଣ କରିଛି ଋଷିଆ । ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଗଲାଣି ।
ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।
ରୁଷ୍ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି।
ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।
ୟୁକ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।
ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ
ଋଷ ବ୍ଲାକ୍ ସିରୁ ଲିଭିବ୍ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍।