କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।
ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ମତ ହାସଲ କରିବା ନେଇ ଡକାଯାଇଥିବା ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବନ୍ୱାରିଲାଲ ପୁରୋହିତ ବାତିଲ କରିଛନ୍ତି। ସେ ରାଜ୍ୟ ସରକାରକୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛନ୍ତି। ଏନେଇ ଦେଖାଦେଇଛି ତିକ୍ତତା।
ଭିଡିଓ ଲିକ୍ ଘଟଣାରେ ସଂପୃକ୍ତିକୁ ନେଇ ଗିରଫଦାରୀ ବଢ଼ୁଛି ।
ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ...
ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଆସନ୍ତାକାଲି ଚଣ୍ଡୀଗଡ଼ରେ ୪୮ ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ।
କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।
ପଞ୍ଜାବରେ AAP ସରକାର କ୍ଷମତାକୁ ଆସିବା ପରେ ଚର୍ଚ୍ଚା ଥମିବାର ନା ନେଉନି । ସରକାର ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି, ଯେଉଁଥିପାଇଁ ସରଗରମ ରହିଛି ରାଜନୀତି ।
ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରିବାକୁ ରାଜ୍ୟର ମେଡିକାଲ ଏବଂ ପାରା ମେଡିକାଲ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପଞ୍ଜାବମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।
ରାଜ୍ୟର ଲୋକଙ୍କୁ ଆଉ ରାସନ ପାଇବା ପାଇଁ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ତେବେ ରାସନ ଡିପୋ ନିକଟରେ ରହୁଥିବା ଲୋକମାନେ ଏହାକୁ ଡିପୋରୁ ପାଇପାରିବେ ।
ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ମାନ୍ଙ୍କ ମନ୍ତ୍ରିମଣ୍ଡଳରେ ୧୦ ଜଣ ସଦସ୍ୟ ରହିବେ।
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଆମ୍ ଆଦମୀ ଦଳର ଭଗୱନ୍ତ ମାନ୍ ଆଜି ଟ୍ୱିଟ୍ ମାଧ୍ୟମରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ହେଲ୍ପ ଲାଇନ ନମ୍ବରଟି ମୋର ପର୍ସନାଲ ହ୍ୱାଟସଆପ ନମ୍ବର ରହିବ।
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍ ଆଦମୀ ପାର୍ଟି(ଆପ୍) ଏକାକୀ ୯୨ ଆସନ ଜିତି ଥିଲା।
ଦିନେ କମେଡ଼ି କିଙ୍ଗ୍ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ
ପଞ୍ଜାବ ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ।