• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Audio

Kantabanji jailer
ହରଡ଼ଘଣାରେ କଣ୍ଟାବାଞ୍ଜି ଲେଡି ଜେଲର

କଣ୍ଟାବାଞ୍ଜି ଜେଲରଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ହଇଚଇ। ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଛନ୍ତି ମହିଳା ଜେଲର….

Lady Jailer
ମୁଣ୍ଡ ମାଗୁଛନ୍ତି ଜେଲର୍ ମ୍ୟାଡାମ୍

ଜଣେ ଦଲାଲଙ୍କ ସହ କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍ । ଜୀବନ୍ତ କିମ୍ବା ମୃତ ମୁଣ୍ଡ ନେଇକି ଆସ କହୁଛନ୍ତି ଜେଲର ମ୍ୟାଡାମ୍ । ଥାନାରେ ଅଭିଯୋଗ ପରେ ମ୍ୟାଡାମ କହୁଛନ୍ତି ବଜାରରୁ ମାଛମୁଣ୍ଡ ଆଣିବାକୁ କହୁଥିଲି..

Lady Jailer
ମାଛ ମୁଣ୍ତ ନା ମଣିଷ ମୁଣ୍ତ ! ଜେଲର୍‌ ମାଡାମ୍‌ଙ୍କୁ କ’ଣ ପସନ୍ଦ ?

ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି ।

OTV
OTV ସୋସିଆଲ ମିଡିଆରେ ଭାଇରାଲ ଅଡିଓ ପୋଷ୍ଟ ମାମଲା, ଇନପୁଟ ଏଡିଟରଙ୍କ ବିରୋଧରେ ଅପରାଧିକ ମାମଲା ଖାରଜ

ଅଭିଯୋଗର ଆଧାର ନଥିବା କହି ମାମଲା ଖାରଜ କଲେ ହାଇକୋର୍ଟ । ଏଭଳି ମାମଲା ପ୍ରେସ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ କହିଲେ କୋର୍ଟ ।

CDPO demands bribe from Anganwadi aspirant in Odisha, audio goes viral
‘ଚାକିରି କରିବୁ ଆଉ କିଛି ଦବୁନି କି ?’...ଆଶାୟୀ ଅଙ୍ଗନବାଡ଼ି ପ୍ରାର୍ଥୀଙ୍କୁ ଟଙ୍କା ମାଗୁଛନ୍ତି ସିଡିପିଓ

ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।

ଲାଞ୍ଚ ନଦେଲେ କାମ ନାହିଁ
ମିନତୀ ମ୍ୟାଡମଙ୍କ ହାକିମାତି: ଲାଞ୍ଚ ଦିଅ, ଛତୁଆ ବିଲ୍‌ ନିଅ

ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ କଣ ଏମିତି ?

Fuel price hike man buys horse
ତେଲ ଦର ବୃଦ୍ଧି ହେତୁ ଘୋଡା କିଣିଲେ

ତେଲ ଦର ବୃଦ୍ଧିକୁ ନେଇ ଅନେକ ଅସନ୍ତୋଷ ଦେଖେଇଛନ୍ତି। ଅନେକ ବାଧ୍ୟହୋଇ ଗାଢି ବାହାର କରୁଛନ୍ତି। ଜଣେ ବ୍ୟକ୍ତି ଏମିତି କିଛି କୌଶଳ ଆପଣେଇଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ଭଳି।

Bribe for file movement
ବିସ୍ଥାପିତଙ୍କୁ ଲାଞ୍ଚ ମାଗୁଛନ୍ତି ସରକାରୀ ବାବୁ, କଥାବାର୍ତ୍ତାର ଅଡିଓ ଭାଇରାଲ

ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ।