• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Hijab
ହିଜାବ ପିନ୍ଧିବା ମୌଳିକ ଅଧିକାର ନୁହେଁ, ଶିକ୍ଷାନୁଷ୍ଠାନରେ କେବଳ ୟୁନିଫର୍ମ ପିନ୍ଧାଯିବ କହିଲେ ହାଇକୋର୍ଟ

ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ । ହିଜାବ ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ ଏହା କହିଛନ୍ତି ।

The Kashmir Files
‘ଦି କାଶ୍ମୀର ଫାଇଲ୍ସ’ ବିରୋଧିଙ୍କୁ ସଂସଦରେ ତାଗିଦ୍‌ କଲେ ମୋଦି

ଗୋଟିଏ ପଟେ ପ୍ରଶଂସା ଓ ଦର୍ଶକୀୟ ଆଦୃତି, ଅନ୍ୟପଟେ ବିରୋଧ । କେଉଁଠି ହାଉସଫୁଲ ତ ଆଉ କେଉଁଠି ଫିଲ୍ମ ରିଲିଜ ନହେବାରୁ ଉତ୍ତେଜନା । ଏଭଳି ସ୍ଥିତିରେ ‘ଦି କାଶ୍ମୀର ଫାଇଲ୍ସ’କୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Anupam Kher on Kapil Sharma show controversy
କପିଲ ଶର୍ମାଙ୍କୁ ନେଇ ଭିଡିଓରେ ସତ ଉଗାରିଲେ ଅନୁପମ ଖେର୍‌

'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Vaccination
କାଲିଠୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

୧୨ ରୁ ୧୪ ବର୍ଷ ବୟସ୍କ ପିଲା ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ ।

RRR to KGF chapter-2 imdb list of top 5
IMDbର ଟପ୍ ୫ରେ ଆସିଲା ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ

ଆଗକୁ ଆସୁଥିବା ବଡ ବଜେଟ୍‌ର ଫିଲ୍ମ ମଧ୍ୟରେ IMDbର ବହୁ ପ୍ରତୀକ୍ଷିତ ଫିଲ୍ମ ଭିତରେ ଅନେକ ସାଉଥ୍ ଫିଲ୍ମ ରହିଛି। ସାଉଥ୍ ଫିଲ୍ମ ଆଗରେ ଧିରେ ଧିରେ ଫିକା ପଡି ଚାଲିଛି ବଲିଉଡ୍। ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ କିଛି ମାତ୍ରାରେ ଆଶା ସଂଚାର କରିଛି।

Rajnath Singh
"ଆମ ଅସ୍ତ୍ରଶସ୍ତ୍ର ଅତ୍ୟନ୍ତ ସୁରକ୍ଷିତ ଓ ଭରସାଯୋଗ୍ୟ"

ମିଜାଇଲ୍ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଯାଞ୍ଚ ପରେ କାହିଁକି ଏଭଳି ଘଟଣା ଘଟିଲା, ତାହାର ସଠିକ୍ କାରଣ ଜଣାପଡ଼ିବ ।

gold necklace
ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୮, ୦୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୪୦ ଟଙ୍କା କମି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯, ୦୦୦ ଟଙ୍କା କମି ୭୦,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

bank job
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ।

china corona
ଚୀନରେ ବୋଲ ମାନୁନି ଭୂତାଣୁ: ୧୦ଟି ସହରରେ ଲକ୍‌ଡାଉନ୍

ଚୀନରେ ପୁଣି କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି

Model
ପୁଟିନ୍‌ଙ୍କୁ ମାନସିକ ରୋଗୀ କହିଥିଲେ ମଡେଲ : ଏକ ବର୍ଷ ପରେ ସୁଟକେସରୁ ମିଳିଲା ମୃତଶରୀର

୨୩ ବର୍ଷୀୟ ଋଷୀୟ ମଡେଲର ନାମ ଗ୍ରେଟା ୱେଡଲର। ପୁଟିନ ଜଣେ 'ମାନସିକ ରୋଗୀ' ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Rajnath Singh Addresses Rajya Sabha
ଭାରତର ମିଜାଇଲ୍ ନିକ୍ଷେପ ଭୁଲବଶତଃ ହୋଇଥିଲା: ରାଜନାଥ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଗରୁ ତ୍ରୁଟି ସ୍ୱୀକାର କରାଯାଇଥିଲା।

World's best sniper
ଋଷ ବିରୋଧରେ ଯୁଦ୍ଧ ଲଢ଼ିବେ ବିଶ୍ୱର ସର୍ବଶ୍ରେଷ୍ଠ ସ୍ନାଇପର୍ ଓ୍ୱାଲି : ସାଢ଼େ ୩ କିଲୋମିଟର ଦୂରରୁ ଲକ୍ଷ୍ୟଭେଦର ରହିଛି ରେକର୍ଡ

ରୟାଲ୍ କାନାଡିଆନ୍ ୨୨ତମ ରେଜିମେଣ୍ଟରେ ଥିବା ବେଳେ ଓ୍ୱାଲି ଇରାକ୍ ଓ ‌ଆଫଗାନିସ୍ତାନରେ ବି ଯୁଦ୍ଧ ଲଢ଼ିଛନ୍ତି

'The Kashmir Files'
ପରଦାରେ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ, କେଉଁଠି ହାଉସଫୁଲ୍ ତ କେଉଁଠି ହେଉନି ରିଲିଜ

ଦେଶବ୍ୟାପୀ କାଶ୍ମୀର ଫାଇଲ୍ସକୁ ପ୍ରଶଂସା ଓ ସମର୍ଥନ ମିଳୁଛି ସତ କିନ୍ତୁ ଯଥେଷ୍ଟ ସଂଖ୍ୟକ ସିନେମା ହଲ୍ ମିଳିପାରୁନାହିଁ । ଦକ୍ଷିଣ ଭାରତରେ ମଧ୍ୟ ଫିଲ୍ମକୁ ସହଯୋଗ ଓ ସମର୍ଥନ ମିଳୁନଥିବା ଚର୍ଚ୍ଚା ହେଉଛି ।

hijab
ସ୍କୁଲ, କଲେଜରେ ହିଜାବକୁ ଅନୁମତି ନାହିଁ : ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।

kabaddi-player
ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା : କାରରେ ଆସି ଗୁଳି କରି ଫେରାର ମାରିଲେ ଦୁର୍ବୃତ୍ତ

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି।

Special Story
ବାହାଘର ପୂର୍ବରୁ ନିଆରା ଫଟୋ ସୁଟ୍ : ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା କିଛି ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ...

Special Story
ବିଶ୍ୱର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ ସୁବିଧା

କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ।

Harmful effects of holi colours
ଆଗକୁ ହୋଲି; ଟିକିଏ ବେହୁସିଆରୀ ହୋଇପାରେ ବିପଦ

ଆସୁଛି ରଙ୍ଗର ପର୍ବ ହୋଲି। ଟିକିଏ ଅସାବଧାନତା ଅନେକ ସମସ୍ୟାରେ ପକେଇପାରେ। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ପଦକ୍ଷେପ ନେଲେ ଏଥିରୁ ରକ୍ଷା ପାଇ ପାରିବା।

Special Story
ମୁହଁ ଘୋଡ଼ାଇ ବସିଥିଲେ ୪ ମହିଳା : ଚେହେରା ନଦେଖି ଛୁଇଁକି ମାଆକୁ ଜାଣିଦେଲା କୁନି ପୁଅ

ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...

Khabar Lahariya, the women news paper
ଖବର ଲହରିୟା: ଭିନ୍ନ ଏକ ପ୍ରୟୋଗ

ଅଳ୍ପ କିଛି ସ୍ଥାନୀୟ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା 'ଖବର ଲହରିୟା'। ପ୍ରଥମେ ସମାଜରେ ହେଲାନି ଗ୍ରହଣୀୟ। ହେଲେ ହାର ମାନି ନଥିଲା ଟିମ୍। ଏବେ କରିଲାଣି ଏହା କାୟା ବିସ୍ତାର।

 Daily Horoscope
Daily Horoscope 15 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୫ ତାରିଖ, ମଙ୍ଗଳବାର, ମୀନ,୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀତିଥି, ଆଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର । ଜାଣନ୍ତୁ ଆଜିର ରାଶିଫଳ ।

Russia Ukraine War
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

୧୦୦ ଜଣ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।

Rush-Ukraine war make the farmer billionaire
ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ବଦଳେଇ ଦେଲା ଚାଷୀଙ୍କ ଭାଗ୍ୟ; ହେଇଗଲେ କୋଟିପତି

ଋଷ୍‌ର ଆକ୍ରମଣରେ ୟୁକ୍ରେନ୍‌ ଛାରଖାର ହୋଇଯାଇଛି। ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍‌ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।

Sosamma Iype found Padma Shri for saving vechur breed cows
୩୦ ବର୍ଷ ଧରି ବିଲୁପ୍ତ ହେଉଥିବା ଏହି ଗାଈଙ୍କ ରକ୍ଷକ ସାଜିଛନ୍ତି ମହିଳା

ବିଲୁପ୍ତପ୍ରାୟ ଏକ ପ୍ରଜାତି ଗା‍ଈର ରକ୍ଷକ ସାଜିଛନ୍ତି ସୋସମ୍ମା। ସେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି। ଖାଲି ଏତିକି ନୁହେଁ ଏହି ଗା‌ଈର କ୍ଷୀର ଔଷଧୀୟ ଗୁଣରେ ମଧ୍ୟ ଭରପୂର।

BJP meeting on UP govt formation yogi government
ଯୋଗୀ କ୍ୟାବିନେଟ୍‌ରେ କିଏ କିଏ ରହିବେ, ୧୯-୨୦ ଗୁରୁତ୍ୱପୂର୍ଣ୍ଣ ବୈଠକ!

ୟୁପିରେ ସରକାର ଗଠନକୁ ନେଇ ଲକ୍ନୌାହରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି। ଯୋଗୀ କ୍ୟାବିନେଟ୍‌ରେ କେଉଁ ଚେହେରାକୁ ଅନ୍ତର୍ଭୁକ୍ତ କରାଯିବ, ତାହା କେବଳ ବିଜେପି ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି ନିଆଯିବ।