ଆପଣ NTPCରେ ଚାକିରୀ କରିବାକୁ ଚାହୁଁଛନ୍ତି କି ?NTPC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ଟି ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ ।
ପୌର ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଜେପି ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ।
ହାଇଦ୍ରାବାଦରୁ ଜାଙ୍ଗାରେଡିଗୁଡେମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପୋଲ ସହିତ ଧକ୍କା ହୋଇଥିଲା କାର୍ ।
ୟୁକ୍ରେନ ଉପରେ ରୁଷ୍ ମରାଣାତ୍ମକ ଆକ୍ରମଣ କରୁଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୫୮୦ ଟଙ୍କା ରହିଥିବା ଜଣାଯାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ।
ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ।
ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୁଷ୍ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ ।
ଆଜି କଂଗ୍ରେସର ଆଗାମୀ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
'ହ୍ୟାଲୋ ଋଷୀୟ ଭିଲେନ୍, ମୁଁ ତୁମର ଜୀବନ ନେବା ପାଇଁ ଆସୁଛି- କିଭ୍ ଭେମ୍ପାୟର୍ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ୱତନ୍ତ୍ର ମେସେଜ୍ !
ଶୀତଦିନ ସରିଲା ପରେ ଖରାଦିନେ ଘରକୁ ମଏଶ୍ଚଚରାଇଜ୍ର ଆଣିବା ଅଦରକାରୀ ଭାବିଥାଉ। କିନ୍ତୁ ପ୍ରକୃତରେ ମଏଶ୍ଚଚରାଇଜର୍ ଶୀତ ଦିନେ ତ୍ୱଚା ପାଇଁ ଯେତିକି ଆବଶ୍ୟକ ଗ୍ରୀଷ୍ମଋତୁରେ ମଧ୍ୟ ସମାନ ଭାବେ ଦରକାରୀ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମଋତୁରେ କେଉଁ ମଏଶ୍ଚଚରାଇଜର୍ ବାଛିବା।
ନିଃସନ୍ତାନ ହେବାର ଦୁଃଖ କେବଳ ଆଉ ଜଣେ ନିଃସନ୍ତାନ ମାଆ ହିଁ ବୁଝିପାରେ। ଏହାକୁ ଜଣେ ମହିଳା ବୁଝିଥିଲେ ବୋଲି ନିଜେ ସନ୍ତାନ ହୀନ ଥାଇ ବି ଅନ୍ୟ ମହିଳାଙ୍କ କୋଳକୁ ପୂର୍ଣ୍ଣ କରିବା ନେଇ ଦାନ କରିଦେଲେ ନିଜ ଡିମ୍ବକୋଷ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ, ୧୩ ତାରିଖ, ରବିବାର, କୁମ୍ଭ ୨୯ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ,ଦଶମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ....
ଆମେରିକା ପୁଣିଥରେ ଜେଲେନସ୍କି ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ । ଆମେରିକାର ରାଷ୍ଟ୍ରପତି ଏସମ୍ପର୍କରେ ଘୋଷଣା କରିଛନ୍ତି ।
ଯୁଦ୍ଧ ବନ୍ଦ କରିବା ପାଇଁ ପୁଟିନ୍ ସରକାରଙ୍କ ଉଦ୍ଦେଶ୍ୟରେ ସାରା ବିଶ୍ୱର ନେତାମାନେ ଅପିଲ କରୁଛନ୍ତି । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଋଷିଆ ରାଷ୍ଟ୍ରପତିଙ୍କ ମନ ନାହିଁ । ଶ
ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।
ଖୋଲା ଆକାଶରେ ଷ୍ଟଣ୍ଟ୍ ଦେଉଛନ୍ତି ଦୁଇ ପକ୍ଷୀ। ଏହି ଭିଡିଓଟି ଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ଏକ ବାସ୍ତବ ବୋଲି। ଆପଣ ନିଶ୍ଚିତ ଭାବିବେ ଯେ ଏହା କୌଣସି ଫିଲ୍ମ ସୁଟିଂର ଦୃଶ୍ୟ।
ଏବେ ଖରା ଦିନ। ଆଗକୁ ଦିନକୁ ଦିନ ଖରା ବଢ଼ିବାର ଆଶଙ୍କା ରହିଛି । ତେବେ ଖରାଦିନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ ହୋଇଥାଏ । ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ।
ଆଖି ସାମ୍ନାରେ ହତ୍ୟା, ଆଖି ସାମ୍ନାରେ ବର୍ବରତା... ଓଃ ବୟାନ କରିବା କଷ୍ଟକର। ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍ସ’ ଦେଖିଲା ପରେ ଅନେକ ପ୍ରଶ୍ନ ବି ଆପଣଙ୍କ ସମ୍ମୁଖରେ ଉଙ୍କି ମାରିବ।
ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ୟୁପିରେ ନିର୍ବାଚନ ଲଢିଥିଲା କଂଗ୍ରେସ।
ବଜାରକୁ ଆସୁଛି ରୟାଲ୍ ଏନ୍ଫିଲ୍ଡର ୩୫୦ସିସିର ନୂଆ ବାଇକ୍। ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍, ପିଲାର ବ୍ୟାକରେଷ୍ଟ ସହିତ ରହିଛି ଆହୁରି ଅନେକ ଫିଚର୍।
ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍ ଆଙ୍ଗ୍ରୀ ୟଙ୍ଗ୍ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ। 'ରନ୍ୱେ ୩୪'ରେ ଦର୍ଶକଙ୍କୁ ଦେବେ ଢେର ମନୋରଂଜନର ଖୋରାକ୍। ଉତ୍ସାହରେ ଅନେଇ ବସିଛନ୍ତି ଦର୍ଶକେ।
ଫିଲ୍ମଗୁଡିକର ଅନ୍ଲାଇନ୍ ଲିକ୍ ଅନେକ ସମୟରେ ନିର୍ମାତାମାନଙ୍କୁ ମହଙ୍ଗା ପଡେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏବେ 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍' ଲିକ୍ ହୋଇଛି।