Gold Price Today: ପୁଣି ୧୨ ଶହ ଟଙ୍କା ମହଙ୍ଗା ହେଲା ସୁନା । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ । ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା ।
ନିଇତି ନୂଆ ସର୍ବକାଳୀନ ରେକର୍ଡ ଛୁଉଁଛି ସୁନା ଦର। ୪ ଦିନରେ ମହଙ୍ଗା ହେଲାଣି ୨ ହଜାର ଟଙ୍କା। ୭୦ ହଜାର ୬୦୦ ଟଙ୍କା ଟପିଲାଣି ଖାଣ୍ଟି ସୁନା । ୨୨ କ୍ୟାରେଟ୍ ବି ୬୪ ହଜାର ୭୫୦ ଟଙ୍କାରେ ପହଞ୍ଚିଗଲାଣି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଏମିତି ସ୍ଥିତିରେ ବିବାହ, ପର୍ବପର୍ବାଣୀ ପାଇଁ ବି ସୁନା କିଣିବାକୁ ଡରିଲେଣି ଗ୍ରାହକ।
ବୋଲ ମାନୁନି ସୁନା ଦର। ପ୍ରତିଦିନ ଉପରମୁହାଁ ହେଉଛି। ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। କେବଳ ଚଳିତ ମାସର ପ୍ରଥମ ୪ ଦିନରେ ୨ ହଜାର ଟଙ୍କା ମହଙ୍ଗା ହେଲାଣି।
Gold Price Today: ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।
ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି ।
ଗତକିଛି ଦିନ ଧରି ସୁନା ମୂଲ୍ୟରେ ବୃଦ୍ଧି ଘଟୁଥିବାବେଳେ ଆଜି ପୁଣି ବଢ଼ିଛି ସୁନା ଦର ।
ଫ୍ୟୁଚର ଟ୍ରେଡ୍ରେ ସୁନା ଦର ଗୋଟିଏ ଦିନ ହ୍ରାସ ପାଇବା ପରେ ଆଜି ସକାଳେ ସୁନା ଦରରେ ବୃଦ୍ଧି ଘଟିଛି। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍ ସୁନାର ସ୍ପଟ୍ ପ୍ରାଇସ୍ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।
ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି Multi Commodity Exchange(MCX)ରେ ସୁନା-ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି।
ବର୍ତ୍ତମାନ ସୁନା ଦର ଏହାର ଅଲ୍ ଟାଇମ୍ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି।