• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Land Dispute

Land Dispute
ରାଜ୍ୟରେ ଆଉ ଏକ କୋଟିଆ; ଓଡ଼ିଶା-ପଶ୍ଚିମବଙ୍ଗ ଛକାପଞ୍ଝା ଭିତରେ ଫସିଛି ଶଙ୍ଖାମେଦୀ ଗାଁ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାମେଦୀ ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି।

land dispute
ଜମି ବିବାଦରୁ ଗଣ୍ଡଗୋଳ; ଭୁଜାଲି ଆକ୍ରମଣରେ ୧୨ ଆହତ

ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l

Group clash erupts over land dispute in Bhadrak
ରଣକ୍ଷେତ୍ର ପାଲଟିଲା ହସ୍ପିଟାଲ୍‌, ପୋଲିସ୍‌କୁ ବି ଛାଡ଼ିଲେନି...

ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍‌ ପରିସର ରଣକ୍ଷେତ୍ର ପାଲଟି ଥିଲା ।

Allegation Against Bolangir Sadar Tehsildar
ଅଡ଼ୁଆରେ ତହସିଲଦାର: ମଲା ଲୋକଙ୍କ ନାଁରେ ବିକୁଥିଲେ ଜମି

ବଲାଙ୍ଗିର ସଦର ତହସିଲଦାରଙ୍କ ବିରୋଧରେ ଜମି ଠକେଇ କାରବାର ନେଇ ଅଭିଯୋଗ ହୋଇଛି। ଯୋଜନାବଦ୍ଧ ଭାବେ ଜମି ହଡ଼ପ କରାଯାଇ ଥିବା ଅଭିଯୋଗ ହୋଇଛି।

Tribal lock horns with Bengali community in Malkangiri over govt land encroachment
ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ। 

land-dispute-4-killed
ଜମି ବିବାଦକୁ ନେଇ ଖୁନୀ ସଂଘର୍ଷ : ୪ ଜଣ ମୃତ, ୬ ଜଣ ଆହତ

ଜବରଦଖଲକାରୀଙ୍କୁ ବିରୋଧ କରିବାକୁ ଚାଲିଗଲା ଜୀବନ । ଗୋଟିଏ ପରିବାରର ୪ ଜଣ ଜୀବନ ହାରିଲେ ।

Padma Shri Nanda Sir Gets Attack Threat, His Son Thrashed Over Land Dispute
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।