• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Interview

How to face personal interview questions and answers
Career Tips: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ପ୍ରତ୍ୟେକ ଶିକ୍ଷିତ ଯୁବକ କିଛି ନା କିଛି ଚାକିରି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ହୁଏ। ସେଥି ମଧ୍ୟରୁ ଗୋଟିଏ ସୋପାନ ହେଲା ସାକ୍ଷାତକାର। ପ୍ରାୟ ନୂଆ ନୂଆ ପ୍ରାର୍ଥୀମାନ ସାମ୍ନା ସାମ୍ନି ସାକ୍ଷାତକାରକୁ ଭୟ କରନ୍ତି। ତେବେ ଆସନ୍ତୁ ଏମିତି ୫ଟି ପ୍ରଶ୍ନ ବିଷୟରେ ଜାଣିନେବା।

Himanta Biswa Sarma
ଆସାମ ସିଏମ୍ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର; କହିଲେ, ଗଣତନ୍ତ୍ର ପାଇଁ ଅଫିସରରାଜ୍‌ ବିପଦ..

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜାତୀୟ ସ୍ତରର ପ୍ରମୁଖ ଚେହେରା ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର ।

Room acceptance letter
ଅଜବ ଘରମାଲିକ; ଘରଭଡ଼ା ପାଇଁ ନେଲେ Interview !

ଜଣେ ଘର ମାଲିକଙ୍କ ଘରଭଡ଼ା ଦେବାର ତରିକା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ଚାକିରି ଆଶାୟୀ ଠାରୁ କମ୍‌ ନଥିଲା ଭର ମାଲିକଙ୍କ ପ୍ରଶ୍ନ ।

Constable Interview
ଚାଲିଥିଲା କନଷ୍ଟେବଳ ଚାକିରି ପାଇଁ ଫିଜିକାଲ ଟେଷ୍ଟ, ଚାଲିଗଲା ଯୁବକଙ୍କ ଜୀବନ

୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ ।

ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର
ଆମର ବ୍ୟସ୍ତ ଜୀବନ ପାଇଁ ମଝିରେ ମଝିରେ ବିଶ୍ରାମ ଦରକାର : ଅକ୍ଷୟ କୁମାର

କୁହାଯାଉଛି ଯେ ଅତ୍ୟଧିକ ଚାପଯୁକ୍ତ ଜୀବନ କେକେଙ୍କ ମୃତ୍ୟୁର କାରଣ ହେଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର ଏହାକୁ ନେଇ ନିଜ ମତ ରଖିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

Interview with Kashmir Pandit Sushil Pandit on related to The Kashmir Files
ସତ ଏମାନଙ୍କୁ ବାଧୁଛି; ପ୍ରତିକ୍ରିୟାରେ ଢାଙ୍କୁଣୀ ଦେବାକୁ ଚେଷ୍ଟା

କାଶ୍ମୀର ଉପରେ ଆତଙ୍କବାଦୀଙ୍କ ହୋଇଥିବା ବର୍ବରତାରେ ଅନେକ କାଶ୍ମୀର ପଣ୍ଡିତ ନିଜ ଜନ୍ମମାଟି ଛାଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୁଶିଲ ପଣ୍ଡିତ। ୧୯୯୦ରେ ସେ ନିଜ ଭିଟାମାଟି ଛାଡି ଦିଲ୍ଲୀରେ ରିଫ୍ୟୁଜ୍ ଭଳି ରହୁଛନ୍ତି। ତେବେ ସେ ‘ଦ କାଶ୍ମୀର ଫାଇଲ୍’କୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

Interview With Bollywood Actress Huma Qureshi
ଧକ୍‌ ଧକ୍‌ କରି ମାର୍କେଟ୍‌ରେ ଧମାକା କରେ ମୋ ସିନେମା : ହୁମା କ୍ୟୁରେସୀ

ଓଡ଼ିଆରେ ଅଫର ମିଳିଲେ ମୁଁ ନିଶ୍ଚୟ ଫିଲ୍ମ କରିବି। ମୁଁ କାହାଣୀ ଦେଖେ...ଭଲ ଲାଗିଲେ ଆକ୍ଟିଂ କରିବେ। ହେଲେ ମାର୍କେଟ୍‌ରେ ଧକ୍‌ ଧକ୍‌ କରି ଧମାକା କରେ ମୋର ସବୁ ଫିଲ୍ମ : ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେସୀ

Interview With Shikhar Dhawan After He Won Arjuna Award
ଖେଳ ପାଇଁ ମୋ ପ୍ରେମ ହିଁ ମୋ ପ୍ରେରଣା

ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିକେଟର ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । ଅର୍ଜୁନ ପୁରସ୍କାର ଦ୍ୱାରା ସମ୍ମାନିତ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଶିଖର ଧଓ୍ୱନ । ଶୁଣନ୍ତୁ

Manoroma Mohapatra
ଦେହାନ୍ତ ପୂର୍ବରୁ ମନୋରମା ମହାପାତ୍ରଙ୍କ ସାକ୍ଷାତକାର

ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର ସମୟରେ ମନୋରମା ତାଙ୍କ ବାପା ରାଧାନାଥ ରଥ, ନିଜର ପିଲାଦିନ ଓ ନାରୀଶିକ୍ଷା ସଂପର୍କରେ ତାଙ୍କର ମତ ପ୍ରଦାନ କରିଥିଲେ।