• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Old Age Pension

Tribal leaders leaving BJD,
କାମ ଦେବ ତ ଭତ୍ତା ଥୋପ ?

ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର।

Politics Over Old Age Pension
କାମ ଦେବ ତ ଭତ୍ତା ଥୋପ ? ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହିତାଧିକାରୀ ନାଖୁସ୍

ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର।

Old Age Pension
ଭତ୍ତା ପାଇଁ ୮ କିଲୋମିଟର ଯନ୍ତ୍ରଣା, ସଂପର୍କୀୟଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧ ହିତାଧିକାରୀ

ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ, ତାଙ୍କୁ ଜଣେ ସମ୍ପର୍କୀୟ ପ୍ରତି ମାସରେ ପିଠିରେ ଲଦି ୮ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି ଆଉ ସେଠୁ ଭତ୍ତା ଓ ଚାଉଳ ଧରି ବଡ଼ କଷ୍ଟରେ ଗାଁକୁ ଫେରୁଛନ୍ତି ।

Pension
ବାଲେଶ୍ୱର ମ୍ୟୁନିସିପାଲିଟିରେ ବାବୁ ଛୁଟିରେ, ଭତ୍ତା ପାଇଁ ଦହଗଞ୍ଜ ହିତାଧିକାରୀ

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି।

Pension Scheme
ମଞ୍ଜୁର ହେଉନି ଆବେଦନ, ଭୂତ ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ହେରଫେର। କେଉଁଠି ଆବେଦନ କରି ବର୍ଷେ ବର୍ଷେ ଅପେକ୍ଷା କଲା ପରେ ହିତାଧିକାରୀ ନିରାଶ ତ ଆଉ କେଉଁଠି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଉଠୁଛି ଟଙ୍କା। ମାସିକିଆ ସମୀକ୍ଷା କରି ଭୂତ ହିକାଧିକାରୀଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ.....

Old Age Pension
ବୋହୂ ନେଲା ଲୋନ୍‌, ଶାଶୂର ବନ୍ଦ ହେଲା ପେନସନ୍‌

ଇଏ କି ବିଚିତ୍ର ବ୍ୟବସ୍ଥା । ଦୋକାନ କରିବ ବୋଲି ବ୍ୟାଙ୍କରୁ ଋଣ ନେଲା ବୋହୂ..ଠିକ୍‌ ସମୟରେ ସୁଝି ନପାରିବାରୁ ଶାଶୂର ପେନସନ୍‌ ବନ୍ଦ କରିଦେଲା ବ୍ୟାଙ୍କ । ମ୍ୟାନେଜରଙ୍କୁ ପଚାରିବାରୁ କହୁଛନ୍ତି..

councillor 
ଯିଏ ସରକାରୀ ଭତ୍ତା ପାଉନି...ନିଜସ୍ୱ ଟଙ୍କାରୁ ତାଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

Odisha CM’s cousin Dilip Patnaik
ଅସହାୟ ମୁଖ୍ୟମନ୍ତ୍ରୀଙ୍କ ଭାଇ; ବାର୍ଦ୍ଧକ୍ୟ ଭତ୍ତା ପାଇଁ କଲେ ଆବେଦନ

କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

widow pension
ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା

କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।

Elderly beneficiaries allege irregularities in pension distribution
ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

ବୁଢା ବୁଢୀ ବୟସରେ ସରକାରୀ ସହାୟତା ପାଇଁ ଅନାଇ ରହିଛନ୍ତି ଅନେକ ହିତାଧିକାରୀ। ଏବେ ଅପେକ୍ଷା କେବେ ଏମାନଙ୍କୁ ଭତ୍ତା ମିଳୁଛି।

Pension problem
ଆଖି ବୁଜିଦେଇଛି କି ଜିଲ୍ଲା ପ୍ରଶାସନ ? ଭତ୍ତା ପାଇଁ ଏ କି ଦହଗଞ୍ଜ !

କେବଳ ଗଙ୍ଗା, ରଙ୍ଗା କି ହଳଧରଙ୍କ କାହାଣୀ ନୁହେଁ । ଏକମାଣିଆ ପଞ୍ଚାୟତର ୫୦ରୁ ଅଧିକ ବୃଦ୍ଧ ହିତାଧିକାରୀଙ୍କ ଅବସ୍ଥା ଏଭଳି । ଆକାଉଣ୍ଟକୁ ଆସିଥିବା ଭତ୍ତା ଟଙ୍କା ଉଠାଣ ପାଇଁ ମାସ ପୂରିଲେ ବିପଦଜନକ ଯାତ୍ରା କରିବାକୁ ପଡ଼େ ଏମାଣିଆ, ନଳପହି ଓ ଦକ୍ଷିଣଦିଆ ଲୋକଙ୍କୁ । କାରଣ ପଞ୍ଚାୟତକୁ ୪ପଟୁ ଘେରିରହିଛି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ।

old age pension
ବାଟ ହୁଡ଼ୁଛି ଅନଲାଇନ ଭତ୍ତା ଯୋଜନା, ଟଙ୍କା ପାଇଁ ବାରଦୁଆର ହିତାଧିକାରୀ

ଭତ୍ତା ଟଙ୍କା ପାଇଁ ଖୁବ୍ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଅନଲାଇନ୍‌ ଭତ୍ତା ବ୍ୟବସ୍ଥା ହେବା ପରେ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି ।

Odisha Villagers Allege Corruption In Govt Allowances
ହିତାଧିକାରୀ ମଲେଣି ୯ ବର୍ଷ ହେଲା ଭତ୍ତା ଟଙ୍କା ଉଠାଉଛି ଭୂତ

୯ବର୍ଷ ହେଲାଣି ହିତାଧିକାରୀ ଯିଏ ସିଏ ଚାଲିଗଲେଣି ଆର ପାରିକୁ। ହେଲେ ତାଙ୍କ ନାଁରେ ଭତ୍ତା ଟଙ୍କା ଉଠୁଛି। ଦେଖନ୍ତୁ କେନ୍ଦୁଝରରୁ ଏହି ରିପୋର୍ଟ।

New rules from October 1
ଅକ୍ଟୋବର ୧ରୁ ଆର୍ଥିକ କ୍ଷେତ୍ରରେ ନୂଆ ନିୟମ

ଅକ୍ଟୋବର ୧ରୁ ସରକାରୀ କ୍ଷେତ୍ରରେ ଅନେକ ନୂଆ ନିୟମ ସାମ୍ନାକୁ ଆସିବାକୁ ଯାଉଛି। ଏହି ନିୟମ ଲୋକଙ୍କର ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ଭତ୍ତା ନିୟମ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଚେକ୍ ବୁକ୍ ପର୍ଯ୍ୟନ୍ତ ରହିଛି। ତେବେ ଏହି ସବୁ ନୀତି ନିୟମ ବିଷୟରେ ଅବଗତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।