ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି।
ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି।
ଆଇପିଏଲ୍ରେ ବର୍ତ୍ତମାନ ପ୍ଲେ ଅଫ୍ରେ ସାମିଲ ହେବା ପାଇଁ ସବୁ ଟିମ୍ ଜୋର୍ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।
ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଟସ୍ ଜିତି କେକେଆର୍ ବ୍ୟାଟିଂର ନିଷ୍ପତ୍ତି ନେଇଛି ।
ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।
ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।
ଆଇପିଏଲର ଦୁଇଟି ସଫଳ ଟିମ୍ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍ ଦୌଡରୁ ଦୂରେଇ ଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଦିଲ୍ଲୀ ଏହି ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଯାଇଛି ।
ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି।
ଆଜି ଆଇପିଏଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୬୨ ରନ୍ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍ ଭାବେ ଗୁଜୁରାଟ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିଛି ।
ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍ର ୭ନଂ ସ୍ଥାନରେ ପହଞ୍ଚିଛି ।
ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।
ଦଳ ପାଇଁ କେବଳ ରସେଲ ୧୯ଟି ବଲ୍ରେ ୪୫ ରନ୍ ସଂଗ୍ରହ କରିଥିଲେ।
ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।
IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଆଇପିଏଲ୍ ୨୦୨୨ ର ୫୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।
ଚଳିତ ଆଇପିଏଲର ୫୧ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।
ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।
ଗୁରୁବାର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍ଟେନ୍ କେନ୍ ୱିଲିୟମ୍ସନ୍ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…
ମୁମ୍ବାଇର ବ୍ରେବନ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ।
ଧୋନିଙ୍କ ୱିକେଟ୍ ଯିବା ପରେ ପୁରା ଚେନ୍ନାଇ ଟିମ୍ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।
ଚଳିତ ଆଇପିଏଲର ୫୦ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।