ଋଷିଆକୁ ବଡ଼ ଝଟ୍କା । ଆଉ ୟୁକ୍ରେନ୍ର ହେଲା ବଡ଼ ବିଜୟ । ଋଷକୁ ICJଙ୍କ କଡ଼ା ତାଗିଦ୍ । ଋଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ । ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ବା ICJ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଛନ୍ତି ICJ ।
Also Read
ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ତାଗିଦ୍ ମଧ୍ୟ କରିଛନ୍ତି । ଏହାସହ ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ ବୋଲି ମଧ୍ୟ କହିଲେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ । ଇଣ୍ଟରନ୍ୟାସନାଲ ଲ’ ଆଧାରରେ ICJ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାଧାରଣରେ ଏହାକୁ ଋଷ ବିରୋଧରେ ୟୁକ୍ରେନ୍ର ଏକ ବଡ଼ ବିଜୟ ବୋଲି କୁହାଯାଇ ପାରିବ ।
Ukraine gained a complete victory in its case against Russia at the ICJ. The ICJ ordered to immediately stop the invasion. The order is binding under international law. Russia must comply immediately. Ignoring the order will isolate Russia even further: Ukraine President pic.twitter.com/DPG4xR81To
— ANI (@ANI) March 16, 2022