କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ-ବାତୋ ବୈତରଣୀ ନଦୀ ଉପରେ ପୋଲ । ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନ ଧରି ଦାବି ପରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଜୁ ସେତୁ ଯୋଜନାରେ ଏଠାରେ ସେତୁ ନିର୍ମାଣ ପାଇଁ ୩୫ କୋଟି ଟଙ୍କା ଟେଣ୍ଡର କରାଯାଇଥିଲା
ଏଏନ୍ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ ।
IPS ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ୍ର ଫଟୋ ଭାଇରାଲ୍ ହେଉଛି। ଏୟାରପୋର୍ଟରେ ଚେକିଂ ବେଳେ ତାଙ୍କ ବ୍ୟାଗ୍ରୁ ଏମିତି କିଛି ଜିନିଷ ମିଳିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଦେଢ ମାସ ମଧ୍ୟରେ ତିଆରି ହୋଇଗଲା ୭ ମହଲା କୋଠା। ଉଦଘାଟନ କରିବାକୁ ଗଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ
ରୁଷ୍ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍ର ରକେଟ୍ ମାଡରେ ଓକସାନା ଆଖି ବୁଜିଛନ୍ତି।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୮ ତାରିଖ, ଶୁକ୍ରବାର, ମୀନ୪ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମାତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର, ବିଛା, ଧନୁ ଓ ମୀନ ରାଶିର ଘାତବାର, ବୃଷ ରାଶିର ଘାତଚନ୍ଦ୍ର । ଚାଲନ୍ତୁ ଜାଣିବା ଆଜିର ରାଶିଫଳ....
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ସନ୍ତାନ ବାପାଙ୍କୁ ମାଗିପାରିବେନି ପଇସା ।
ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।
ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଆମ୍ ଆଦମୀ ଦଳର ଭଗୱନ୍ତ ମାନ୍ ଆଜି ଟ୍ୱିଟ୍ ମାଧ୍ୟମରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ହେଲ୍ପ ଲାଇନ ନମ୍ବରଟି ମୋର ପର୍ସନାଲ ହ୍ୱାଟସଆପ ନମ୍ବର ରହିବ।
ହୋଲି ପର୍ବ ପାରମ୍ପରିକ ରୂପେ ଦୁଇଦିନ ପାଳନ କରାଯାଏ। ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳ ହୋଇଥାଏ। ତେବେ କଣ ଆପଣ ଜାଣନ୍ତି କି ହୋଲି ଦିନ କେଉଁ ଭଗବାନଙ୍କୁ ପୂଜା କଲେ ବହୁ କଷଟରୁ ମୁକ୍ତି ମିଳିଥାଏ । ହିନ୍ଦୁ ଧର୍ମର ଚଳନ୍ତି ପ୍ତିମା ବା ଭଗବାନ ହେଉଛନ୍ତି ମହାବୀର ହୁମାନ । ହୋଲି ଦିନ ଭଗବାନ ହନୁମାନଙ୍କୁ ପୂଜା କଲେ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।
ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା ।
ଆପଣ ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି କି ? ତାହେଲେ ଆପଣଙ୍କ ଶରୀରର ପାଇଁ ଅନେକ କ୍ଷତି ହୋଇଥାଏ । ତେବେ ଚାଲନ୍ତୁ ଜାଣନ୍ତୁ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ ।
ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ..
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୦୦ ଟଙ୍କା କମି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା କମି ୫୧,୬୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଖୁସିଖବର ,ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।
ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ।
ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।
ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।
ବଡ଼ଧରଣର ଭୂକମ୍ପ ଝଟ୍କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
'ଦ କାଶ୍ମୀର ଫାଇଲ୍ସ' ର କଳାକାରମାନେ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ଜାଣନ୍ତୁ କିଏ ସେମାନେ?
ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ; ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ୱକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍ରେ ଅଟଳ।
ଲୋକମାନେ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ହାତ – ଗୋଡ ମସାଜ୍ କରନ୍ତି। ମସାଜ୍ ଯନ୍ତ୍ରଣାକୁ ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ। ତେଣୁ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା ଭାବରେ ଲାଭଦାୟକ।
ୟୁକ୍ରେନ ରାଜଧାନୀ କିଭ୍ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।