ଏକତା କପୁରଙ୍କ ‘ନାଗିନ୍ ୭’ ରେ ଈଶା ମାଲବୀୟଙ୍କୁ ଦେଖାଯାଉଥିବା ଖବର ଅଛି। ଶୋ’ରେ ଈଶା ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଆଲୋଚନା ହେଉଛି। ତେବେ ଈଶାଙ୍କ ନାଁକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ନିଶ୍ଚିତତା ଆସି ନାହିଁ।
ବନ୍ଦ ହେବ ତେଜସ୍ୱୀ ପ୍ରକାଶ ଅଭିନୀତ ସିରିଏଲ୍ ‘ନାଗିନ୍ ୬’। ‘ନାଗିନ୍ ୭’ ପାଇଁ ଷ୍ଟାର୍କାଷ୍ଟ୍ କରୁଛନ୍ତି ଏକତା କପୁର। ତାଙ୍କୁ ଏବେ ମିଳିଯାଇଛି ନୂଆ ନାଗ। ଆସନ୍ତୁ ଜାଣିବା କିଏ ଏହି ହ୍ୟାଣ୍ଡସମ୍।
ପ୍ରଯୋଜିକା ଏକତା କପୁରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ୱେବ୍ ସିରିଜ ‘XXX’ ମାଧ୍ୟମରେ ସେ ଯୁବପିଢିଙ୍କ ମନକୁ କଳୁଷିତ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆମିର ଖାନ୍ଙ୍କୁ ନେଇ ସାରା ଦେଶରେ ବିରୋଧ ସୃଷ୍ଟି ହେଉଥିବା ବେଳେ ବଲିଉଡ୍ ତରଫରୁ ତାଙ୍କୁ ମିଳୁଛି ଆଶ୍ୱାସନା। ସବୁ କଳାକାର ତାଙ୍କୁ ସହଯୋଗର ହାତ ବଢଉଛନ୍ତି। ଏବେ ଏକତା କପୁର କହିଛନ୍ତି ଯେ ଆମିର ଖାନ୍ଙ୍କୁ ବୟକଟ୍ କରାଯାଇ ପାରିବ ନାହିଁ।