• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Apj Abdul Kalam

APJ Abdul Kalam
ମହାନ୍ ତୁମେ କଲାମ୍

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ । ତାଙ୍କୁ ମନେ ପକାଉଛି ସାରା ଦେଶ ।ସେ ଥିଲେ ସାଧାରଣ ଲୋକଙ୍କ ରାଷ୍ଟ୍ରପତି । ବିବାଦ ଠାରୁ ଥିଲେ ଉର୍ଦ୍ଧ୍ୱରେ । ଆସନ୍ତୁ ତାଙ୍କୁ ଜଣାଇବା ଶ୍ରଦ୍ଧାଞ୍ଜଳି ।

APJ Abdul Kalam
ମନେ ପଡ଼େ କଲାମଙ୍କ କଥା, ‘ସ୍ୱପ୍ନ ତାହା, ଯାହା ଶୋଇବାକୁ ଦିଏ ନାହିଁ’

ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।