• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bsf Jawans

Reels
ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ଟିକଟକ୍ ପରେ ଏବେ ରିଲସ୍ କବଳରେ ଯୁବପିଢି । ସୋସିଆଲ ମିଡିଆରେ ରିଲସ୍ କରି ରାତାରାତିଫେମସ୍ ହେବା ନିଶା ଘାରିଛି । ଏତେ ମତୁଆଲା ଯେ ଜୀବନକୁ ପାଣି ଛଡାଇବାକୁ ପଛାଉ ନାହାନ୍ତିରିଲସ୍ ମେକର । ଆଉ ରିଲସ୍ କରୁ କରୁ ଅସାବଧାନତା ଯୋଗୁ ଯାଉଛି ଅନେକ ଜୀବନ । ଗତକାଲି ଗଞ୍ଜାମ ଆସିକା ଅଂଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟ ଘଟିଥିଲା ।

BSF shoots down Pakistani drone
ଭଣ୍ଡୁର ହେଲା ଚାଲ୍‌; ପାକ୍ ଡ୍ରୋନ୍ ଖସାଇଲେ ବିଏସ୍‌ଫ୍ ଯବାନ 

ସୀମାରେ ପୁଣି ଦେଖିବାକୁ ମିଳିଲାଣି ପୁରୁଣା ହିଂସା !

BSF Jawans
କୁହୁଡ଼ି ହେଲା କାଳ...ପାକିସ୍ତାନ ସୀମା ଭିତରେ ପଶିଗଲେ ଭାରତୀୟ ଯବାନ

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।

BSF shooting a pakistani drone from ground
ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଲେ ବିଏସଏଫ ଯବାନ

ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।

baba harbhajan temple
ଜଣେ ଅମର ଯବାନଙ୍କ କାହାଣୀ..ମୃତ୍ୟୁ ପରେ ବି ସେନାରେ କରୁଛନ୍ତି କାମ

ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।

BSF jawans celebrate on eve of New Year 2022 in Poonch of Jammu and Kashmir
'ଦେଶବାସୀ ନିଶ୍ଚିତ ରୁହନ୍ତୁ..ଦେଶକୁ ଆମେ ଜଗିଛୁ'

କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।