କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ବୈଜ୍ଞାନମାନେ କର୍କଟ ରୋଗକୁ ନେଇ ଆହୁରି ତଥ୍ୟ ପ୍ରଦାନ କରିଛନ୍ତି । ନୂତନ ରିସର୍ଚ୍ଚରେ ଏହି ଟିମ୍ ଶରୀରର ଅନ୍ୟ ଅଂଶରେ ଥିବା ସାଧାରଣ ନିଉଟ୍ରୋଫିଲରୁ ଟ୍ୟୁମର-ପ୍ରୋତ୍ସାହନକାରୀ ନିଉଟ୍ରୋଫିଲକୁ ସଠିକ୍ ଭାବରେ ପୃଥକ କରିବାର ଉପାୟ ଆବିଷ୍କାର କରିଛନ୍ତି ।
ଦେଶର ୧୮ଶହରୁ ଅଧିକ ବୈଜ୍ଞାନିକ ଓ ଶିକ୍ଷାବିତ୍ ମାନେ ଦସ୍ତଖତ କରି ଖୋଲା ଚିଠି ଦେଇଛନ୍ତି। ପାଠ୍ୟକ୍ରମରୁ ସବୁଦିନ ପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବା ସମସ୍ତଙ୍କୁ ବ୍ୟଥିତ କରିଥିବା ସେମାନେ ଉଲ୍ଲେଖ କରିଛନ୍ତି।
ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।