• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medical Student

Medical Student
ହଳଦୀ କ୍ଷେତରୁ ଡାକ୍ତରୀ ହେବାର ସ୍ୱପ୍ନ; ସହାୟତା ମିଳିଲେ ସ୍ୱପ୍ନ ହେବ ପୂରା..

୨୦୨୩ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ହେବଲ ବହୁ କଷ୍ଟରେ ଧାର କରଜ କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ଣଣ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଥିଲେ ମଧ୍ୟ ହେବଲଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଅର୍ଥାଭାବ ।

Farmers Success Story
ଚର୍ଚ୍ଚାରେ ଦୁଇ ଡାକ୍ତରୀ ଛାତ୍ର

କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ସହ ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚୟ ସଫଳତା ମିଳେ। ଏହା ପ୍ରମାଣିତ କରିଛନ୍ତି କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ। ଜଣେ ଅର୍ଥାଭାବରୁ ପାଠପଢାରେ ଡୋରି ବାନ୍ଧି ଦାଦନ ଘଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ଆଉ ଜଣଙ୍କୁ ଚାଲିବା ବସିବାରେ ଅସୁବିଧା, ଅଣ୍ଟା ଆଉ ବେଗ ସବୁଥିରେ ଯନ୍ତ୍ରଣା । ତଥାପି ପରିଶ୍ରମର ଫଳ ପାଇଛନ୍ତି ଓ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ଯାଉଛନ୍ତି।

Farmers Success Story
ଦାଦନରୁ ଡାକ୍ତର ହେଲେ, ଦିବ୍ୟାଙ୍ଗ ବି ନିଟ୍ ପରୀକ୍ଷାରେ କମାଲ କଲେ

ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ ।

medical student
କେମିତି ମଲେ ଡାକ୍ତରୀ ଛାତ୍ରୀ?

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ।

Medical Student Death
ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରର ଜୀବନ

ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।

 ukraine returned medical student
ଡାକ୍ତର ସ୍ୱପ୍ନ ପୂରଣ ହେବ; ଅନ୍ୟ ବିଶ୍ୱବିଦ୍ୟାଳୟରେ କୋର୍ସ ପୂରଣ କରିବେ ୟୁକ୍ରେନ ଫେରନ୍ତା ଛାତ୍ର

ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।

hanging death
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା ।