• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Asia Cup 2023

India Champion
ଅଷ୍ଟମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍

କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍‌ ଇଣ୍ତିଆ ବିନା ୱିକେଟ୍‌ରେ ମ୍ୟାଚ୍‌କୁ ଜିତିଯାଇଛି ।

Ind Vs SL
ସିରାଜଙ୍କ ସୁଇଂ ଆଗରେ ମାଟି କାମୁଡ଼ିଲା ଶ୍ରୀଲଙ୍କା; ଭାରତ ପାଇଁ ଟାର୍ଗେଟ୍‌ ୫୧ ରନ୍‌

ଏସିଆ କପ୍‌ ଫାଇନାଲ୍‌ରେ ୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଶ୍ରୀଲଙ୍କା ।

Asia Cup 2023
କାହାର ହେବ ଏସିଆ କପ୍ ? କଲମ୍ବୋରେ ଭାରତ-ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ୍

ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ

Virat Kohli
ବିରାଟଙ୍କ ଏ କି ରୂପ ! ଡେଇଁ ଡେଇଁ ଆସିଲେ, ଦର୍ଶକ ଦେଖି ହସିଲେ..

ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।

Asia Cup 2023
Asia Cup 2023: ସିଂହଳୀ ଦଳକୁ ହରାଇ ଫାଇନାଲରେ ଭାରତ

ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।

Asia Cup 2023: India vs Pakistan
ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ; ଆଜି ଶ୍ରୀଲଙ୍କାକୁ ଭେଟିବ ଇଣ୍ଡିଆ

ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।

Ind Vs Pak
ସୁପରସଣ୍ତେରେ ମହାମୁକାବିଲା; ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର

କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।

Virat Kohli
Asia Cup 2023: ନେପାଳୀ ଗୀତରେ ଝୁମିଲେ ବିରାଟ, ଭାଇରାଲ ହେଲା ଭିଡିଓ..

ନେପାଳ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍‌ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା ।

Ind Vs Pak
ଭାରତ-ପାକ୍‌ ହାଇଭୋଲଟେଜ୍‌ ମ୍ୟାଚ୍‌ରେ କମ୍ପିଲା ‘ରାମ ନାମ’, ଭାଇରାଲ ହେଲା ଭିଡିଓ..

ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।

Will Ishan Kishan get a chance to play in the 2023 World Cup
Sports: ୨୦୨୩ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ପାଇବେ କି ଈଶାନ କିଶନ ?

ଭାରତର ୱିକେଟ୍‌କିପର୍‌-ବ୍ୟାଟର୍ ଈଶାନ କିଶନ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍‌ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଟିମ୍ ଇଣ୍ଡିଆର ଭବିଷ୍ୟତ ‘ଈଶାନ’?

Ind Vs Pak
ବର୍ଷା ଧୋଇଦେଲା ଭାରତ-ପାକ୍‌ ମୁକାବିଲା; ପଏଣ୍ଟ ଭାଗ କଲେ ଦୁଇ ଟିମ୍‌

ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଧୋଇ ଦେଇଛି।

India vs Pakistan
କାଣ୍ଡିରେ ହାଇଭୋଲଟେଜ୍ ମ୍ୟାଚ; ବ୍ୟାଟିଂ କରୁଛି ଭାରତ

କାଣ୍ଡିରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି। ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି ।

india vs Pakistan Asia Cup 2023
ଏସିଆ କପରେ ଆଜି ହାଇଭୋଲଟେଜ୍ ଟକ୍କର; ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ଇଣ୍ଡିଆ ପାକିସ୍ତାନ ଟକ୍କର । ଆଜି ହେବ ସୁପର ମୁକାବିଲା । କାଣ୍ଡିରେ ହାଇଭୋଲଟେଜ୍ ମ୍ୟାଚ । ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ।

Ind Vs Pak
Asia Cup 2023: ବର୍ଷା ଧୋଇଦେବ ଭାରତ-ପାକ୍‌ ମ୍ୟାଚ୍‌ର ମଜା...!

ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍‌ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

KL Rahul
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଏସିଆ କପ୍‌ର ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ରାହୁଲ୍‌

ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ ।

Virat Kohli
ଏସିଆ କପ୍‌ ପାଇଁ ଫିଟ୍‌ କୋହଲି; ୟୋ ୟୋ ଟେଷ୍ଟରେ ସ୍କୋର୍‌ କଲେ..

ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

Asia Cup 2023
Asia Cup 2023: ରବିବାର ଦଳ ଘୋଷଣା ! କମ୍‌ବ୍ୟାକ୍‌ କରିବେ ଏହି ଷ୍ଟାର ଖେଳାଳି..

ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍‌ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।

India's New Jersey
ଇତିହାସରେ ପ୍ରଥମ; ପାକିସ୍ତାନ ନାମ ଲେଖାଥିବା ଜର୍ସି ପିନ୍ଧି ଫିଲ୍ଡକୁ ଓହ୍ଲାଇବ ଟିମ୍‌ ଇଣ୍ତିଆ !

ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ୨୦୨୩ ରେ ଟିମ୍‌ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Asia Cup 2023
Asia Cup 2023: ୧୫ ବର୍ଷ ପରେ ପାକିସ୍ତାନରେ ଖେଳାଯିବ ଏସିଆ କପ୍‌

ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ।

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Asia Cup 2023
ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

asia cup
ତେଜିଲା ଭାରତ-ପାକ୍‌ କ୍ରିକେଟ୍ ବିବାଦ ! ଜୟ ଶାହାଙ୍କ ବୟାନ୍‌ ପରେ ରକ୍ତଚାଉଳ ଚୋବାଉଛି ପିସିବି

ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

IND vs PAK
BCCI ର ଗ୍ରୀନ୍‌ ସିଗନାଲ୍‌; ପାକିସ୍ତାନ୍‌ରେ ଖେଳିବ ଟିମ୍‌ ଇଣ୍ତିଆ!

ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।