କମ୍ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ତିଆ ବିନା ୱିକେଟ୍ରେ ମ୍ୟାଚ୍କୁ ଜିତିଯାଇଛି ।
ଏସିଆ କପ୍ ଫାଇନାଲ୍ରେ ୫୦ ରନ୍ରେ ଅଲ୍ଆଉଟ୍ ହୋଇଛି ଶ୍ରୀଲଙ୍କା ।
ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ
ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।
ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।
ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।
କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।
ନେପାଳ ଟିମ୍ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା ।
ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।
ଭାରତର ୱିକେଟ୍କିପର୍-ବ୍ୟାଟର୍ ଈଶାନ କିଶନ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଟିମ୍ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଟିମ୍ ଇଣ୍ଡିଆର ଭବିଷ୍ୟତ ‘ଈଶାନ’?
ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ବର୍ଷା ଧୋଇ ଦେଇଛି।
କାଣ୍ଡିରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି। ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି ।
ଇଣ୍ଡିଆ ପାକିସ୍ତାନ ଟକ୍କର । ଆଜି ହେବ ସୁପର ମୁକାବିଲା । କାଣ୍ଡିରେ ହାଇଭୋଲଟେଜ୍ ମ୍ୟାଚ । ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ।
ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ବିରାଟଙ୍କ ଫିଟନେସ୍ ଏସିଆ କପ୍ରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।
ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।
ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ୨୦୨୩ ରେ ଟିମ୍ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ର ଆୟୋଜନ କରିବ।
ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ।
୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।
ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।
ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।