ଅର୍ଥନୀତି ସଜାଡ଼ିବା ବଦଳରେ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍(Suella Braverman) ।