ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି।
ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।
ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।
କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।
ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ଟ୍ରିପ୍ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।
ଶାହାରୁଖ ଖାନ୍ଙ୍କ ଫିଲ୍ମ 'ପଠାନ'କୁ ନେଇ ଦର୍ଶକ ମହଲରେ ଉତ୍ସାହର ସୀମା ନାହିଁ। ଏହାରି ଭିତରେ ଏହାର ସିକ୍ୱେଲ୍ର ଚର୍ଚ୍ଚା ସେମାନଙ୍କ ଉତ୍ସାହକୁ ଦୁଇଗୁଣିତ କରିଦେଇଛି। ସିକ୍ୱେଲ୍ କିଛି ଭିନ୍ନ ହେବାକୁ ସୂଚନା ଆସିଛି। ଜାଣନ୍ତୁ କ’ଣ ରହିଛି ଏହି ଭିନ୍ନତା।
ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।
ବୟକଟ୍ ମାମଲାରେ ଫସିଛି 'ଆଦିପୁରୁଷ'। ବିବାଦ ବଢି ବଢି ଚାଲିଛି। ଏହି ବିବାଦ ଭିତରକୁ ଡେଇଁଛନ୍ତି ମୁକେଶ ଖାନ୍ନା। ଚରିତ୍ରକୁ ନେଇ ଉଠେଇଛନ୍ତି ଆପତ୍ତି। ଆମ ଦେବୀ-ଦେବତାଙ୍କୁ ଉପହାସ କରିବା ପ୍ରସଙ୍ଗକୁ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଦୀପକ ଚାହର୍ ଆହତ ହେବା ପରେ ବିସିସିଆଇ ପକ୍ଷରୁ ଅଲରାଉଣ୍ତର ୱାଶିଂଟନ ସୁନ୍ଦରଙ୍କୁ ଟିମ୍ରେ ସାମିଲ କରାଯାଇଛି ।
ଶନିବାର ଅପରାହ୍ନରେ ମୁମ୍ବାଇର ନ୍ୟୁ ତିଲକ ନଗର ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି ।
ଅନେକ ଲୋକ ଅଷ୍ଟମକୁ ଥଟ୍ଟା କରନ୍ତି ଓ ଝିଅକୁ ଖେଳରୁ ଦୁରେଇ ରହିବାକୁ କୁହନ୍ତି।
ସଭାରେ ହିନ୍ଦୁ ବିରୋଧୀ ବୟାନ୍ ଦେଇ ବିବାଦରେ ଆପ୍ ମନ୍ତ୍ରୀ ।
କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍ ।
ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।
ନୂଆ ବ୍ୟବସ୍ଥା ଅନୁସାରେ ୩୦ ମିନିଟ ଭିତରେ ପାଞ୍ଚ ଥର ଏଡିଟ୍ ହୋଇପାରିବ ଟ୍ୱିଟ୍ ।
ପୋଷା କୁକୁର ନିଖୋଜ୍ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।
ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍ ଲିମିଟେଡ୍ ଘରୋଇ PNG(Piped Natural Gas) ଗ୍ୟାସ୍ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୧ ହଜାର ୪୦୦ ଟଙ୍କା ରହିଛି ।
ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।
ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି।