ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି।
୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।
ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।
ତାଇୱାନ୍ର ଜଣେ ବ୍ୟକ୍ତି ଯିଏ କି ଏତେ ଅଳସୁଆ ଯେ, ସାଙ୍ଗରେ ମୋବାଇଲ ନେବାକୁ ବି ତାଙ୍କୁ କଷ୍ଟ ଲାଗେ ।
ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।
ବାହାଘର ଭଳି ଦିନରେ ଇଏ ଲାପଟପ୍ ଧରି ବେଦୀରେ କରୁଛନ୍ତି କଣ ?
ଖୁବ୍ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। କର୍ମଚାରୀଙ୍କ DA(Dearness Allowance) ବୃଦ୍ଧି ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ଜନ୍ମଦିନରେ ଯୋଗ ଦେଇଥିଲେ ୩୫୦ ଅତିଥି
ପପୁଲାର୍ ପ୍ଲେବ୍ୟାକ୍ ସିଙ୍ଗର୍ ଜୁବିନ୍ ନୌଟିୟାଲ୍ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଘରେ ଥିବାବେଳେ ସେ ଶିଡ଼ିରୁ ଖସି ପଡ଼ିଥିବା ଜଣାପଡ଼ିଛି।
ସିରିୟଲ ‘କୁବୁଲ ହେ’ ଦେଖି ଯୁବତୀ ଜଣକ ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଥିଲେ। ଏହାକୁ ଯେମିତି ସମସ୍ତେ ସତ ଭାବିବେ ଏଥିପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କୁ ହତ୍ୟା ମଧ୍ୟ କରିଥିଲେ।
ଧରାପଡ଼ିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍। ଆମେରିକାରେ ପୋଲିସ୍ ତାକୁ ହେପାଜତକୁ ନେଇଥିବା ଜଣାପଡ଼ିଛି।
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ଚର୍ଚ୍ଚାରେ ବିସଲେରି ଚେୟାରମ୍ୟାନ ରମେଶ ଚୌହାନଙ୍କ ଝିଅ, ବିସଲେରି ମାଲିକାନା ହାତକୁ ନେବାକୁ ନାରାଜ
ସାତ ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ ବାହାଘର ଚାଲିଥିଲା । ବାହାଘର ବେଳେ ହଠାତ୍ ବର ବେଦୀ ମଝିରେ କନ୍ୟାକୁ କିସ୍ କରିଥିଲା । ଏହାପରେ ଯାହା ଘଟିଲା, ବୋଧହୁଏ ପୁଅ କେବେ ଆଶା କରିନଥିଲା ।
ଯିଏ UPSC ପରୀକ୍ଷାରେ ବସିଛି ସିଏ ଜାଣିଛି ଏହା କେତେ କଷ୍ଟକର। ଏହାକୁ ପ୍ରଥମ ଚେଷ୍ଟାରେ ସଫଳ କରିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହାକୁ ଏକାଥରେ ସମ୍ଭବ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସକୁ ଅନୁସରଣ କରିବାକୁ ପଡିବ।
ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଯାଇଛି। ଜନ ଜୀବନ ସଂକଟ ଦେଇ ଗତି କରୁଛି। ଫଳରେ ଜୀବନ ଉପରେ ଭରଷା କମି କମି ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଜନ ସଚେତନତା ଉଦ୍ଦେଶ୍ୟରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ହେଉଛି। ଆସନ୍ତୁ ଜାଣିନେବା ଏହା ପଛରେ କ'ଣ ରହିଛି କାରଣ...
ଅଫ୍ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।
ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।
ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କୁ କ୍ୱାରେଣ୍ଟାଇନରୁ କଢ଼ାଯାଇ ବଡ଼ ଏନକ୍ଲୋଜରରେ ଛଡାଯାଇଛି । ନଭେମ୍ବର ୨୯ରେ ଆଶା ପ୍ରଥମ ଶିକାର କରିଛି ।
ଫିଫା ବିଶ୍ୱକପ ଇଭେଣ୍ଟରେ ଭାରତୀୟ ଟିମ୍ର କୌଣସି ଅଂଶ ନାହିଁ। ସୁପର ଡ୍ୟାନ୍ସର ନୋରା ଫତେହୀ କିନ୍ତୁ ଏଠି ଭାରତର ସ୍ଥିତିକୁ ବଜାୟ ରଖିଛନ୍ତି। ସେ ନିଜ କମାଲ ଦେଖେଇଛନ୍ତି। ଆସନ୍ତୁ ଜାଣିବା ସେ ଏମିତି କ’ଣ କଲେ ଯେ ଲୋକେ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି।
ଆଜି ବଲିଉଡ୍ର ଶେହେନଶାହା ହୋଇଯାଇଛନ୍ତି ଅମିତାଭ ବଚ୍ଚନ। କିଏ କହେ ‘ବିଗ୍ ବି’ ତ ଆଉ କିଏ ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’। ଆଜି ବଲିଉଡ୍ର ଏହି ମହାନାୟକ ସବୁ କିଛି ଉପଭୋଗ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ପୁରୁଣା ଦିନ ଯେବେ ସେ କମ୍ପାନୀ ଚାକିରି କରି ମାସକୁ ମାତ୍ର କେଇ ଶହ ଟଙ୍କା ରୋଜଗାର କରୁଥିଲେ।
ମଝିରେ ଲିଫ୍ଟ ଅଟକି ଯିବା ଯୋଗୁ ପାଖାପାଖି ୩୦ ମିନିଟ ଧରି ୩ ଜଣ ଛୋଟ ଝିଅ ଫସି ରହିଥିଲେ। ୩ ଜଣ ଛୋଟ ଥିବାରୁ ସେମାନେ ଲିଫ୍ଟ ଭିତରେ କାନ୍ଦିବାକୁ ଲାଗିଥିଲେ।
ଲାଇଭ୍-ଷ୍ଟ୍ରିମିଂ ବେଳେ ରାସ୍ତା ଉପରେ ମହିଳା ୟୁଟ୍ୟୁବରଙ୍କୁ ଟଣା ଓଟରା। ଏପରିକି କିସ୍ କରିବାକୁ ମଧ୍ୟ ଉଦ୍ୟମ। ଏତିକିରେ ବି ଯୁବକଙ୍କ ଉତ୍ପାତ ଥମି ନଥିଲା ଯେ, ମହିଳାଙ୍କ ପିଛା କରିବା ସହ ତାଙ୍କୁ ଲିଫ୍ଟର ଅଫର ମଧ୍ୟ ଦେଇଥିଲେ।
୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।