• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tattoo

Tattoo
ସାବଧାନ !! ହାତରେ କି ବେକରେ ଟାଟୁ କରିଛନ୍ତି କି ? ଡାକ୍ତର କହିଲେଣି ବଡ଼ ବିପଦ ହୋଇପାରେ ଟାଟୁ

ଟାଟୁ କରିବାକୁ ହେଲେ ଛୁଞ୍ଚି ଓ ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା କିଛି ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ବି ଆପଣାଉଛନ୍ତି । ହେଲେ ସାମାନ୍ୟତମ ଅସାବଧାନତା ହେଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବା କଥାକୁ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ।

Marriage Certificate
ପ୍ରେମର ପ୍ରମାଣ... ହାତରେ ଟାଟୁ କଲେ ମ୍ୟାରେଜ୍ ସାର୍ଟିଫିକେଟ୍, ପତ୍ନୀଙ୍କୁ ଦେଲେ ଉପହାର

ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।

Husband surprised his wife by picture tattoo
Viral Video: ନିଜ ବାହୁରେ ପତ୍ନୀଙ୍କ ଟାଟୁ କରି ଦେଲେ ସର୍‌ପ୍ରାଇଜ୍

ନିକଟତମ ବ୍ୟକ୍ତିଙ୍କୁ ସର୍ପ୍ରାଇଜ୍ ଦେବା ପରେ ମିଳୁଥିବା ଆନନ୍ଦ ଏବଂ ସୁଖକୁ ତୁଳନା କରାଯାଇପାରିବ ନାହିଁ। ଏହିପରି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଚିତ୍ରକୁ ନିଜ ବାହୁରେ ଟାଟୁ କରି ତାଙ୍କୁ ଖୁସି ଦେଇଛନ୍ତି। ଭାଇରାଲ୍ ହେଉଛି ଭିଡିଓ।

Barcode
ମୋବାଇଲ ଧରିବାକୁ କଷ୍ଟ, ହାତରେ ଆଙ୍କିଲେ ବାରକୋଡ୍‌ ଟାଟୁ; ଶେଷରେ କହିଲେ ପରିଣାମ

ତାଇୱାନ୍‌ର ଜଣେ ବ୍ୟକ୍ତି ଯିଏ କି ଏତେ ଅଳସୁଆ ଯେ, ସାଙ୍ଗରେ ମୋବାଇଲ ନେବାକୁ ବି ତାଙ୍କୁ କଷ୍ଟ ଲାଗେ ।

Tattoo banned jobs in india
ଆପଣ ଟାଟୁ ପ୍ରିୟ କି; ତେବେ ମିଳିବନି ଏହି ସରକାରୀ ଚାକିରି

ଭାରତରେ ଅନେକ ସରକାରୀ ଚାକିରିରେ ଶରୀର ଉପରେ ଟାଟୁ କରିବା ନିଷେଧ। ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କୁ ହୁଏତ ଆପଣଙ୍କର ଏହି ସୌକ୍‌କୁ ବାଧା ଦେବାକୁ ପଡିବ।

Viral man makes tattoo on eyes using injection already had 60 tattoos on body
ଆଖି, କାନ, ନାକ,କାନ ଚାରିଆଡ଼େ ଟାଟୁ: ଚିତ୍ରବିଚିତ୍ର ଦେଖାଯାଉଛନ୍ତି ଏହି ଯୁବକ

ଯେଉଁଠି ଦେଖିଲେ ଖାଲି ଟାଟୁ ହିଁ ଟାଟୁ । ଆଖିରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବକ...