• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Birthday

Cake
ଜନ୍ମଦିନର ଖୁସି ନୋହିଲା, କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ ।

Ratan Tata
୮୬ରେ ରତନ ଟାଟା; ଜାଣନ୍ତୁ ତାଙ୍କ ବିଷୟରେ ୧୦ ଅଜଣା କଥା

ବହୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଆଜି ସବୁଠି ସୃଷ୍ଟି କରିପାରିଛନ୍ତି ନିଜର ପରିଚୟ । ଭାରତରେ ରତନଙ୍କ ଅନେକ ବ୍ୟବସାୟ ରହିଛି । ଯେଉଁଥିରୁ ସେ ଶହ ଶହ କୋଟି ଟଙ୍କାର ଲାଭ କରିଥା’ନ୍ତି ।

Lord Jesus Christ
ଧରାବତରଣ କଲେ ପ୍ରଭୁ ଯୀଶୁ; ଝଟକୁଛି ଚର୍ଚ୍ଚ

ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି ପ୍ରଭୁ ଯୀଶୁ । ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଉଛି ।

Virat Kohli
ଏହି ୫ଟି ଇନିଂସରେ କୋହଲି ମ୍ୟାଚ୍‌ର ରୂପ ବଦଳାଇ ଦେଇଥିଲେ

କୋହଲିଙ୍କ ପାଇଁ ରେକର୍ଡ ଭାଙ୍ଗିବା ଏବଂ ନୂଆ ରେକର୍ଡ ତିଆରି କରିବା ଏକ ହବି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୧ ଟି ଶତକ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର୍‌ର କିଛି ଭଲ ଇନିଂସ ବିଷୟରେ।

Pathan
ରିଲିଜ୍‌ ହେଲା ‘ପଠାନ’ ଟିଜର୍‌; ଜବରଦସ୍ତ ଆକ୍ସନକୁ ଦମଦାର ଫାଇଟ୍‌, ଦେଖନ୍ତୁ ଭିଡିଓ

ଶାହାରୁଖ୍‌ଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିବା ‘ପଠାନ’ ଫିଲ୍ମର ଟିଜର୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ୪ ବର୍ଷ ପରେ ଫିଲ୍ମର ମୁଖ୍ୟ ଭୂମିକାରେ ଏଣ୍ଟ୍ରି ମାରୁଛନ୍ତି କିଙ୍ଗଖାନ୍‌ ଶାହରୁଖ୍‌ ।

Shahrukh Khan
ବଲିଉଡ୍‌ରେ ଭିଲିଆନ୍‌ ଏଣ୍ଟ୍ରି ମାରିଥିଲେ, ଏବେ କିଙ୍ଗ ଅଫ୍‌ ରୋମାନ୍ସ ! ଜାଣନ୍ତୁ ପୂରା କାହାଣୀ..

ରାଜ୍, ରାହୁଲ, ବାଦ୍‌ଶାହ୍‌, ବାଜିଗର ଏମିତି ଅନେକ ନାଁ କିନ୍ତୁ ପରିଚୟ ଗୋଟିଏ ଶାହରୁଖ୍ ଖାନ୍‌ । ବଲିଉଡ୍ ସୁପରଷ୍ଟାର, ଫ୍ୟାନ୍‌ଙ୍କ ହାର୍ଟବିଟ୍ । ଆଜି ଶାହରୁଖଙ୍କ ୫୭ତମ ଜନ୍ମଦିନ ।

VVS Laxman
ପରିବାରର ଇଚ୍ଛା ଥିଲା ଡାକ୍ତର, କିନ୍ତୁ ହେଲି କ୍ରିକେଟର

ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି ।

Bhagat Singh
ପାକିସ୍ତାନ୍‌ରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଭଗତ୍ ସିଂହଙ୍କ ଜନ୍ମଦିବସ

ସହିଦ୍ ଭଗତ୍ ସିଂହଙ୍କ ଜନ୍ମଦିବସକୁ କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍‌ରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନ୍‌ର ଲାହୋରରେ ଆଜି ଏହି ଦିନକୁ ବେଶ ଧୁମଧାମରେ ପାଳନ କରାଯାଉଛି। ଲାହୋରର ସୈୟଦା ଦୀପ୍ ପ୍ରତିବର୍ଷ ତାଙ୍କର ଜନ୍ମ ବାର୍ଷିକୀ ଏବଂ ଶହୀଦ ଦିବସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରି ଭାଗବତ ସିଂ ମେମୋରିଆଲ୍ ଫାଉଣ୍ଡେସନ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।