ପୂରଣ ହେଲା ଫୁଟ୍ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା।
ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।
ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି ।
ଫିଫା ବିଶ୍ୱକପ୍ରେ ବିଜୟୀ ଟିମ୍ ପୁରସ୍କାର ସ୍ୱରୂପ କେତେ ଅର୍ଥରାଶି ମିଳିଲା ଜାଣିଛନ୍ତି କି ?
ଫୁଟବଲ ବିଶ୍ୱକପ୍ ଫାଇନାଲ ମ୍ୟାଚ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ। ଲକ୍ଷଲକ୍ଷ ଟଙ୍କାର ବାଣ ଫୁଟିଲା ...ଖୁସି ମନାଇଲେ ପ୍ରଶଂସକ
ଫିଫା ବିଶ୍ୱକପ୍-୨୦୨୨ରେ ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ଫଳରେ ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।
ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ୍ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।
ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା । ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି କାଲି ହେବ ମ୍ୟାଚ୍ ।
ଟୁର୍ଣ୍ଣାମେଣ୍ଟ ପରେ କି କାମରେ ଲାଗିବ ବଡ଼ ବଡ଼ ନିର୍ମାଣ?
ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍ ସ୍କୋର କରିଥିଲେ।
କ୍ୱାର୍ଟର ଫାଇନାଲ୍ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍ରୁ ବିଦା ହୋଇଛନ୍ତି ।
ଫିଫା ବିଶ୍ୱକପ ଇଭେଣ୍ଟରେ ଭାରତୀୟ ଟିମ୍ର କୌଣସି ଅଂଶ ନାହିଁ। ସୁପର ଡ୍ୟାନ୍ସର ନୋରା ଫତେହୀ କିନ୍ତୁ ଏଠି ଭାରତର ସ୍ଥିତିକୁ ବଜାୟ ରଖିଛନ୍ତି। ସେ ନିଜ କମାଲ ଦେଖେଇଛନ୍ତି। ଆସନ୍ତୁ ଜାଣିବା ସେ ଏମିତି କ’ଣ କଲେ ଯେ ଲୋକେ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି।
ଫିଫା ବିଶ୍ୱକପରେ ଜଣେ ଆର୍ଜେଣ୍ଟିନା ମହିଳାଙ୍କୁ ଦେଖାଯାଇଥିଲା। ତାଙ୍କ ଦେହରେ ଥିଲା ତ୍ରିରଙ୍ଗା। ଏହା ତାଙ୍କର ଭାରତ ପ୍ରତି ଭଲ ପାଇବା ନୁହେଁ କି….
କାତାରରେରେ ଚାଲୁଥିବା ଫୁଟ୍ବଲ୍ ବିଶ୍ୱକପ୍ ମ୍ୟାଚ୍ରେ ମର୍କ୍କୋଠୁ ବେଲ୍ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍ବଲ୍ ଫ୍ୟାନ୍ସ କାର୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ।
କତାରରେ ଫିଫା ବିଶ୍ୱକପ୍-୨୦୨୨ ଫିଭର, ରହିବା ପାଇଁ ଲଗଜୁରୀ କ୍ରୁଜ୍ ବ୍ୟବସ୍ଥା
୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ଲକ୍ଜୁରୀ କ୍ରୁଜ୍ର ବ୍ୟବସ୍ଥା ହୋଇଛି। ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍।