ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କାର୍ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।
ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।
ସାବତ ଝିଅକୁ ମାରିବା ପାଇଁ ଏକ ବାକ୍ସରେ ବନ୍ଦ କରିଦେଇଛି ମାଆ । ଆଉ ସେହି କୁନି ଝିଅକୁ ମାତ୍ର ୯ ବର୍ଷ ।
ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।
ହ୍ୱାଟସଆପ୍ ତଥ୍ୟ ବିକ୍ରି ଖବର ଭିତରେ କିପରି ସୁରକ୍ଷିତ ରଖିବେ ତଥ୍ୟ ?
ଭିନ୍ନ ଉପାୟରେ ମେସେଜ୍ ସେଭ୍ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍ ଦେଖୁଥିଲା ।
ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ
ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଲେ ସୁଦ୍ଧା ରାଗିଂ କମୁନି କାହିଁକି ?
ଶୀତଋତୁ ଆସିଲେ ଅନେକ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ସମସ୍ୟାରେ ପିଡୀତ ହୋଇଥାନ୍ତି। ଏମିତି ହେବାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ପ୍ରଣାଳିର ଦୁର୍ବଳତା। ଶୀତଦିନେ ଏମିତି ଅନେକ ଖାଦ୍ୟ ଅଛି ଯାହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଆସନ୍ତୁ ଜାଣିବା…
ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଛନ୍ତି ଟ୍ୱିଙ୍କଲ ଖାନ୍ନା। ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ। ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ।
ଭାରତୀୟ ଅଲିମ୍ପିକ୍ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।
ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍ରେ ୧୦ ଖଣ୍ଡ କରି ରଖାଯାଇଥିଲା ।
ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।
କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡ ଅନେକ ପଦବୀରେ ନିଯୁକ୍ତି ବାହାର କରିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…
ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍ ଆପଣ କେବେ ଦେଖିନଥିବେ ।
ଜଣେ ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିବା ମହଙ୍ଗା ପଡ଼ିଛି। ଫଳରେ ସମ୍ପୃକ୍ତ ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି।
ବଲିଉଡ୍ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।
ଏବେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ୍ ।
ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ।
ମଶାମାନେ ଲୋକ ଚିହ୍ନି ତାକୁ କାମୁଡ଼ିଥାନ୍ତି । ତେବେ ଆଜି ଆମେ ସେହି କଥା ଆପଣଙ୍କୁ କହିବୁ । କେଉଁମାନଙ୍କୁ ମଶାମାନେ ଅଧିକ କାମୁଡ଼ିଥାନ୍ତି ।