• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Spain

Salary Without Work
Man Skips Job But Gets Salary: ଅଫିସ୍ କାମ ନକରି ନେଇଥିଲେ ୩୬ଲକ୍ଷ ଦରମା, ଯାଞ୍ଚପରେ ହେଲା ଏମିତି...

ଗାର୍ସିଆ ୬ ବର୍ଷ ତଳେ ଦିନେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ । ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରିନଥିଲେ । ତେଣୁ ଗାର୍ସିଆ ଆସୁନଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନଥିଲେ ।

Meteor flashes
ଅଦ୍ଭୁତ ଦୃଶ୍ୟ ! ଅଚାନକ ରାତି ହୋଇଗଲା ଦିନ

ସ୍ପେନ ଓ ପର୍ତ୍ତୁଗାଲବାସୀ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Fire In Night Club
ସ୍ପେନର ମୁର୍ସିଆ ସହରରେ ଭୟଙ୍କର ଅଗ୍ନିକାଣ୍ଡ, ନାଇଟ୍ କ୍ଲବରେ ନିଆଁ ଲାଗି ଚାଲିଗଲା ୧୩ ଜଣଙ୍କ ଜୀବନ

ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।

Migrants spend 11 days in sea from nigeria
୧୧ଦିନ ଭୋକଶୋଷରେ ରହିବା ପରେ ୩ ପଳାୟନକାରୀ ଜାହାଜରୁ ଉଦ୍ଧାର

୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।

Crying Room
ଏଇଠି ରହିଛି କାନ୍ଦିବା ଘର; ଯିବେ ଓ ମନଭରି କାନ୍ଦିବେ

ଗୋଟିଏ ଘରେ ବେଡ୍‌ରୁମ୍, ଲିଭିଙ୍ଗ୍‌ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍‌ ତିଆରି ହେଉଛି। ଏଠାକୁ ଲୋକେ ଆସୁଛନ୍ତି ଆଉ ମନ ଭରି କାନ୍ଦୁଛନ୍ତି। ଏହି କ୍ରାଇଙ୍ଗ ରୁମ୍‌ରେ ମତେ ବି ତୁମ କଥା ମନେପଡେ ଲେଖାଯାଇଛି। ଏହା ଗୋଲାପି ରଙ୍ଗରେ ଚମକୁଛି।

prostitute ban
ବେଶ୍ୟାବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ!

ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍‌ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍।

volcano
ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ

ସ୍ପେନରେ ପୁଣି ଥରେ ଲାଭା ଉଦଗିରଣ। ସ୍ପେନରେ ପ୍ରକୃତିର ତାଣ୍ଡବ। ଲାଭା ଉଦଗିରଣରେ ଶହ ଶହ ମିଟର ଧୁଆଁ ମୟ । ହଜାର ହଜାର ଲୋକ ସ୍ଥାନାନ୍ତର। ସ୍ପେନ୍‌ର ବିପଦ ଜନକ ଲାପଲମ୍ ଦ୍ୱୀପର ଆଗ୍ନୟଗିରି ପୁଣି ଥରେ ସକ୍ରିୟ ହୋଇଛି। ଏହାର ପ୍ରଭାବ ଏତେ ଯେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଧୂଆଁର ଆସ୍ତରଣ ହୋଇଛି।