• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Illegal Mining Of Minor Minerals

ଜବରଦଖଲକାରୀଙ୍କ କବ୍‌ଜାରେ ନଦୀପଠା  ।
Riverbed Illegal Landfill: ନୂଆନଈ ପଠା ଉପରେ କାହାର ପଡ଼ିଛି ଲୋଲୁପ ଦୃଷ୍ଟି?

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା। ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲକରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ। ହେକ୍ଟର ହେକ୍ଟର ଜମିକୁ ପାଣି ଯୋଗାଉଥିବା କେନାଲକୁ ପୋତି ସେଠାରେ ରିସୋର୍ଟ ନିର୍ମାଣ ହେଉଥିବା ଅଭିଯୋଗକରି ତାତିଲେ ସ୍ଥାନୀୟ ବାସିନ୍ଦା।

When Will Illegal Quarrying Stop?
Illegal Quarrying In Balangir: ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ, ବଲାଙ୍ଗିରରେ କେବେ ବନ୍ଦହେବ ବେଆଇନ କ୍ରସର?

ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ବଲାଙ୍ଗିରରେ ଚାଲୁଛି ବେଆଇନ୍ କ୍ରସର । ଖବର ପ୍ରସାରଣ ପରେ ବି ପ୍ରଶାସନ ନିଦାବିଷ୍ଣୁ । ଏବେ ବି ଉଚ୍ଛବପାଲିରେ ଚାଲିଛି ବେଆଇନ କ୍ରସର । ବ୍ଲାଷ୍ଟିଂ ଯୋଗୁ ଘରେ ଘରେ ଫାଟ, ଲୋକ ଆତଙ୍କିତ ।

Illegal Mining In Khordha's Jatani
Illegal Mining In Khordha's Jatani: ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ବଢ଼ି ଚାଲିଛି ପଥର ଚୋରାଚାଲାଣ

ଚାରିଆଡେ ବିରାଟ ବିରାଟ ଖାଲ ଖୋଳି ନିଜ ପକେଟ ଭରିବାରେ ବ୍ୟସ୍ତ ମାଫିଆ । ମାଫିଆ ମାନେ ଶହ ଶହ ଟ୍ରିପ ମୋରମ ଏବଂ ପଥର ତାଡି ନେବା ପରେ ସୃଷ୍ଟି ହେଉଛି ବିପଦପୂର୍ଣ୍ଣ କୃତ୍ରିିମ ଖାଲ ।